Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହରିୟାଣା ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ କରୋନା ପଜିଟିଭ

ଚଣ୍ଡୀଗଡ଼: କିଛି ଦିନ କମିବା ପରେ ହରିୟାଣାରେ ପୁଣି ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ। ହରିଆଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ସୋମବାର ଦିନ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କିଛି ଦିନ ତଳେ ସେ ଅସୁସ୍ଥ ଥିବା ବେଳେ ତାଙ୍କୁ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି…

ଚାରି ମାସ ପରେ ଦେଶରେ ୩୦ ହଜାର ତଳକୁ ଖସିଲା ଦୈନିକ କରୋନା କେସ୍

ନୂଆଦିଲ୍ଲୀ: କରୋନା ଲଢ଼େଇ ଭିତରେ ଏବେ ପ୍ରତିଦିନ ଆଶ୍ୱସ୍ତିକର ଖବର ସାମନାକୁ ଆସୁଛି । ଦେଶରେ ଖସୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୦ ହଜାରରୁ କମ୍ ସଂକ୍ରମିତ ହୋଇଛନ୍ତି । ଦିନକରେ ଚିହ୍ନଟ ହୋଇଛନ୍ତି ୨୯ ହଜାର ୧୬୪ ନୂଆ ଆକ୍ରାନ୍ତ । ଚାରି ମାସରେ ପ୍ରଥମ ଥର ଦିନକରେ ୩୦…

ରାଜଧାନୀ ଦିଲ୍ଳୀରୁ ଗିରଫ ହେଲେ ୨ ଜୈସ-ଇ-ମହମ୍ମଦ ଆତଙ୍କବାଦୀ

ନୂଆଦିଲ୍ଲୀ: ଦିଲ୍ଲୀଠା‌ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ପୋଲିସ। ସୋମବାର ରାତିରେ ରାଜଧାନୀ ଦିଲ୍ଲୀଠାରେ ଦୁଇ ଜଣ ସଂଦିଗ୍ଧ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସୂଚନାନୁସାରେ, ଦିଲ୍ଲୀର ସରାୟ କାଲେ ଖାଁଠାରୁ ଗିରଫ ହୋଇଥିବା ଏହି ଦୁଇ ସଂଦିଗ୍ଧ…

ତୃତୀୟ ଲହର ଅତିକ୍ରମ କରି ସାରିଛି ଦିଲ୍ଲୀ, ଆଉ ହେବ ନାହିଁ ଲକଡାଉନ; ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ବୃଦ୍ଧି ପାଉଥିବା ସତ୍ତ୍ୱେ ଏଠାରେ ଆଉ ଲକଡାଉନ ହେବନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଦାବି କରିଛନ୍ତି। ଦିଲ୍ଲୀରେ ସଂକ୍ରମଣର ତୃତୀୟ ଲହର ସ୍ପର୍ଶ କରି ସାରିଛି। ବର୍ତ୍ତମାନ କେବଳ ମାସ୍କ ପିନ୍ଧିବା ଆବଶ୍ୟକ । ଲକଡାଉନ କରିବାର…

ଆଜି ‘ପେଟ୍ରୋଲିଅମ୍‌ ଦିବସ’

ଆଜି ହେଉଛି ‘ପେଟ୍ରୋଲିଅମ୍‌ ଦିବସ’। ଏହା ଏଭଳି ଏକ ଶକ୍ତି ଉତ୍ସ ବା ଇନ୍ଧନ, ଯାହାର ବ୍ୟବହାର ଦ୍ୱାରା ସମାଜ ଆଗକୁ ବଢିବାରେ ସକ୍ଷମ ହୋଇପାରିଛି। ଏହା ପ୍ରଦୂଷଣର ପ୍ରମୁଖ କାରଣ। ଏହା ଅସରନ୍ତି ନୁହେଁ। ଯଦି ସରିଯାଏ ତେବେ ଏହାକୁ ପାଇବା ମଧ୍ୟ କଷ୍ଟକର। ବିଶ୍ୱ‌ର ମୁଖ୍ୟ ପ୍ରଦୂଷକ ମଧ୍ୟରେ ଏହା…

ଭଲ ଖବର: ମଡେର୍ଣ୍ଣା ଟିକା ୯୫% ସୁରକ୍ଷିତ

ନୂଆଦିଲ୍ଲୀ: କରୋନା ସଂକଟ କାଳରେ ସପ୍ତାହେ ଭିତରେ ଆମେରିକାରୁ ପୁଣି ଆସିଛି ଖୁସି ଖବର। ଭ୍ଯାକସିନ ନେଇ ଭତ୍ସାହଜନକ ଖବର ସାମନାକୁ ଆସିଛି। ମଡେର୍ଣ୍ଣା ଟିକା ୯୫% ସଫଳ। ତୃତୀୟ ପର୍ଯ୍ୟାୟ ଟ୍ରାଏଲରୁ ଏହି ତଥ୍ୟ ମିଳିଛି। ଆମେରିକାର ୩୦ ହଜାର ଲୋକଙ୍କୁ ନେଇ ପରୀକ୍ଷଣ କରାଯାଇଥିଲା ।…

କ୍ରମାଗତ ୪୪ ଦିନ ପାଇଁ ଦେଶରେ ଦୈନିକ କରୋନା ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ବିଗତ ୪୪ ଦିନ ହେବ ଦୈନିକ ଭାରତରେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ତୁଳନାରେ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହି ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୫୪୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୩,୮୫୧। ଏହାଦ୍ୱାରା ସକ୍ରିୟ କରୋନା…

ଟୁଥ ବ୍ରଶରେ ନିଜ ଜୋତା ସଫା କରୁଛନ୍ତି ବିରାଟ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଅନୁଷ୍କା

ଭୁବନେଶ୍ୱର: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବର୍ତ୍ତମାନ ଦୁବାଇରେ ଅଛନ୍ତି। ନିକଟରେ ଅନୁଷ୍କା ଅନ୍ୟ କ୍ରିକେଟରଙ୍କ ସହ ମିଶି ବିରାଟଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ନିକଟରେ ଅନୁଷ୍କା ସୋସିଆଲ ମିଡିଆରେ ବିରାଟଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ…

ଆସନ୍ତୁ ଜାଣିବା କାହିଁକି ଜାପାନ ରାଜକୁମାରୀ ମନର ମଣିଷକୁ ବିବାହ କରିପାରୁ ନାହାନ୍ତି !

ଟୋକିଓ: ଜାପାନ ରାଜକୁମାରୀ ମାକୋ ମନର ମଣିଷ ପାଇଥିଲେ ବିବାହ କରିପାରୁ ନାହାନ୍ତି । ରାଜକାର୍ଯ୍ୟ ଓ ପ୍ରେମ ଭିତରେ ସେ ଧନ୍ଧି ହୋଇ ପଡିଛନ୍ତି । ଦୀର୍ଘ ୭ ବର୍ଷ ହେବ ସେ ଇଚ୍ଛା ନ ଥିଲେ ମଧ୍ୟ ବିବାହକୁ ଘୁଂଚାଇ ଚାଲିଛନ୍ତି । ଏବେ ନିକଟରେ ସେ ପୁନର୍ବାର ବିବାହ ତାରିଖକୁ ଅନିର୍ଦ୍ଦିଷ୍ଟ ସମୟ…

ମହାରାଷ୍ଟ୍ରରେ ଖୋଲିଲା ଧାର୍ମିକ ସ୍ଥଳ

ମୁମ୍ବାଇ: ମହାରାଷ୍ଟ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧାର୍ମିକ ସ୍ଥଳ ଖୋଲାଯାଇଛି। ମହାମାରୀ ଯୋଗୁଁ ୬ମାସ ହେଲା ଧାର୍ମିକ ସ୍ଥଳୀ ସବୁ ବନ୍ଦ ରହିଥିଲା। ସୂଚନା ଅନୁଯାୟୀ ଲୋକଙ୍କ ଦାବି ଗୁଡ଼ିକୁ ଆଧାର କରି ମନ୍ଦିର ଗୁଡିକ ଖୋଲା ଯାଇଛି ଏବଂ ଏନେଇ ଏସଓପି ମଧ୍ୟ ଜାରି ହୋଇଛି। ନିର୍ଦ୍ଦିଷ୍ଟ…