Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା

ଫିରୋଜାବାଦ: ଶନିବାର ଦିନ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ବାଇକ ଚାଳକଙ୍କ ଦ୍ୱାରା ଚଳାଯାଇଥିବା ଗୁଳିରେ ନେତାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ଶୁକ୍ରବାର ସନ୍ଧ୍ୟାରେ…

ରଜନୀକାନ୍ତ ଭରିଲେ ୧୩ଲକ୍ଷ ଟଙ୍କା; ପଢ଼ନ୍ତୁ କାହିଁକି

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କୁ ଶୁକ୍ରବାର ଦିନ ୧୩ ଲକ୍ଷ ଟଙ୍କା ଟିକସ ଦେବାକୁ ପଡିଛି । ଚେନ୍ନାଇରେ ସ୍ଥିତ ତାଙ୍କ ବିବାହ ହଲର ବକେୟା ଟିକସ ବାବଦକୁ ଗ୍ରେଟର ଚେନ୍ନାଇ କର୍ପୋରେସନକୁ ରଜନୀକାନ୍ତ ଦେଇଛନ୍ତି ୬.୩୯ ଲକ୍ଷ ଟଙ୍କା । ତାଙ୍କ ରାଘବେନ୍ଦ୍ର ମଣ୍ଡପଙ୍କ ପାଇଁ ପ୍ରଥମ…

ଲୋ କଟ୍‌ ବ୍ଲେଜର୍‌ ପିନ୍ଧି ଟ୍ରୋଲ୍‌ ହେଲେ ଫିନ୍‌ଲାଣ୍ଡ୍‌ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଫିନ୍‌ଲ୍ୟାଣ୍ଡ୍‌ର ପ୍ରଧାନମନ୍ତ୍ରୀ ସାନା ମାରିନ୍‌ ଏକ ଫ୍ୟାଶନ୍‌ ମାଗାଜିନ୍‌ ପାଇଁ ଫଟୋଗ୍ରାଫି କରିବା ପରେ ସୋସିଆଲ ମିଡିଆରେ ତାଙ୍କ ବୃତ୍ତିଗତ ଆଚରଣକୁ ନେଇ ଏକ ବିତର୍କ ଆରମ୍ଭ ହୋଇଛି। ତାଙ୍କୁ ପ୍ରଥମେ ଏଥିପାଇଁ ସମାଲୋଚନା କରାଯାଇଥିଲା ଏବଂ ପରେ ସମର୍ଥକମାନେ ତାଙ୍କ ସପକ୍ଷରେ…

ଭାରତରେ ପ୍ରଥମେ କାହାକୁ ମିଳିବ କରୋନା ଟିକା?

ନୂଆଦିଲ୍ଲୀ: ସାରା ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ ଟିକା ବାହାର କରିବା ନେଇ ଉଦ୍ୟମ ଜାରି ରଖିଛନ୍ତି । କରୋନା ଭାଇରସ ଟିକାକରଣ ଅଭିଯାନ ଆରମ୍ଭ କରିଛି ଭାରତ। ତେବେ ଏଭଳିସ୍ଥିତିି ଭାରତରେ କରୋନା ଟିକା ପ୍ରଥମେ କାହାକୁ ମିଳିବ ।…

ଖୋଲିଲା ସାବରୀମାଳା ମନ୍ଦିର, ଦିନକୁ ଯିବେ କେତୋଟି ଭକ୍ତ ପଢ଼ନ୍ତୁ

ଥିରୁବନନ୍ତପୁରମ୍: କେରଳର ସାବରିମାଲା ମନ୍ଦିର ଶନିବାର ଦିନ ଜନସାଧାରଣ ଦର୍ଶନ ପାଇଁ ଖୋଲିଛି । କୋଭିଡ୍ ତାଲାବନ୍ଦ ଯୋଗୁଁ ପ୍ରାୟ ସାତ ମାସ ମନ୍ଦିର ବନ୍ଦ ଥିଲା । ତେଣୁ ମନ୍ଦିର ଖୋଲିବା ପରେ କିଛି ନିର୍ଦିଷ୍ଟ ନିୟମ ଲାଗୁ କରାଯାଇଛି । ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା…

ସିଙ୍ଗର ନେହା କକ୍କରଙ୍କ ବିବାହ ନା ମ୍ୟୁଜିକ ଭିଡିଓ ପ୍ରମୋଶନ ?

ପଂଜାବ: ନିକଟରେ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ଦୁହିଁଙ୍କର ଏକ ମ୍ୟୁଜିକ ଭିଡିଓର ପୋଷ୍ଟର ତାଙ୍କ ଫ୍ୟାନମାନଙ୍କୁ ଦ୍ୱନ୍ଦରେ ପକାଇଛି । ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ଦୁହେଁ ସତରେ ବିବାହ କରିବେ ନା ତାଙ୍କ ମ୍ୟୁଜିକ…

ଜୋ ବିଡେନ୍‌ ଏବଂ କମଲା ହାରିସ୍‌ଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବେ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଆସନ୍ତା ସପ୍ତାହରେ ପେନସିଲଭାନିଆରେ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କ ପାଇଁ ପ୍ରଚାର କରିବେ। ବିଡେନଙ୍କ ପ୍ରଚାର ଅଭିଯାନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ତେବେ ରାଷ୍ଟ୍ରପତି…

ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଦେଖାଇବାରୁ ଫ୍ରାନ୍ସରେ ଶିକ୍ଷକଙ୍କୁ ହତ୍ୟା

ପ୍ୟାରିସ: ଫ୍ରାନ୍ସରେ ଜଣେ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ପ୍ରଫେଟ ମହମ୍ମଦଙ୍କ କାର୍ଟୁନ ଦେଖାଇଥିଲେ । ଅପରାହ୍ନ ୫ଟାରେ ସ୍କୁଲ୍ ବାହାରେ କୋନଫ୍ଲାନ୍ସ ସେଣ୍ଟ ହୋନୋରାଇନରେ ଶିକ୍ଷକ ଜଣଙ୍କ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଦୁର୍ବୃତ୍ତମାନେ ଶିକ୍ଷକଙ୍କ ମୁଣ୍ଡ କାଟିଦେଇଛନ୍ତି  ।…

ରାଷ୍ଟ୍ରପତି ପଦ ହାରିଲେ ଦେଶ ଛାଡିବି; ଡୋନାଲ୍ଡ ଟ୍ରମ୍ପ !

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଥଟ୍ଟା  କରି କହିଛନ୍ତି ଯେ ଯଦି ସେ ନଭେମ୍ବର ୩ ରେ ନିଜର ଗଣତାନ୍ତ୍ରିକ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନଙ୍କଠାରୁ ହାରିଯାଆନ୍ତି ତେବେ ତାଙ୍କୁ ଦେଶ ଛାଡିବାକୁ ପଡିପାରେ। ସୂଚନା ମୁତାବକ ଟ୍ରମ୍ପ ଶୁକ୍ରବାର ରାତିରେ ଜର୍ଜିଆର ମାକନ୍‌ଠାରେ ଏକ…

ଆମେରିକାକୁ ଇରାନର ପୁନର୍ବାର ଧମକ: କାସିମ ସୁଲେମାନ ମୃତ୍ୟୁର ପ୍ରତିଶୋଧ ନେବୁ

ତେହେରାନ: ଇରାନ  ଆମେରିକାକୁ ଧମକ ଦେଇଛି । କମାଣ୍ଡର ଜେନେରାଲ କାସିମ ସୁଲେମାନଙ୍କ ମୃତ୍ୟୁର ପ୍ରତିଶୋଧ ଆମେ ନିଶ୍ଚିତ ଭାବେ ନେବୁ ବୋଲି କ୍ୟୁଡିଏସ ଫୋର୍ସ ଡିପ୍ଟି କମାଣ୍ଡର ମହମ୍ମଦ ରାଜା ଫଲାହଜାଦେହ କହିଛନ୍ତି । ଏହି ଧମକ ପରେ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଆହୁରି ବୃଦ୍ଧି ପାଇଛି ।…