Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୭୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୭୦ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୭୪ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସବୁଠାରୁ ବଡ଼ କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୮୯,୧୫୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ…

SI ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା: ୪୫ ଗିରଫ

ଆସାମ: ଆସାମରେ ଏସ୍‌ଆଇ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ୪୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଥିସହ ୫ କୋଟି ୨୮ ଲକ୍ଷ ଟଙ୍କା ଜବତ କରିଛି ଆସାମ ପୋଲିସ । ଅଭିଯୁକ୍ତଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଡକୁମେଂଟ ଏବଂ ଡିଜିଟାଲ ପ୍ରମାଣ ପତ୍ର ଜବତ ହୋଇଛି । ପ୍ରଶ୍ନପତ୍ର…

ସିିନେମା ହଲ୍‌ରେ ରିଲିଜ ହେବ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’!

ମୁମ୍ବାଇ: ପୁଣି ବଡ ପରଦାରେ ଦେଖିବାକୁ ମିଳିବ ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ । ପୁଣିଥରେ ସିନେମା ହଲ୍‌ରେ ଫ୍ୟାନ୍ସମାନେ ଶୁଣିବାକୁ ପାଇବେ ସୁଶାନ୍ତଙ୍କ ଭଏସ୍ । କେବଳ ସେତିକି ନୁହେଁ ତାଙ୍କ ଡାଏଲଗ୍ ଏବଂ ତାଙ୍କ ଆକ୍ଟିଂ ମଧ୍ୟ ଦେଖିବାକୁ ମିଳିବ । ବଡ ପରଦାରେ ରିଲିଜ…

ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର, ଲୋକେ ଆତଙ୍କିତ

ମଣିପୁର: ଭୂକମ୍ପ ଝଟ୍‌କାରେ ଥରିଲା ମଣିପୁର ବିଷ୍ଣୁପୁର ଅଂଚଳ । ଗତକାଲି ବିଳମ୍ବିତ ରାତିରେ ବିଷ୍ଣୁପୁର ଅଂଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ରେକର୍ଡ କରାଯାଇଛି । ସୂଚନା ଅନୁସାରେ ରାତି ୧୧ଟା ୮ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।…

କାହିଁକି ବିବାହ ବାର୍ଷିକି ପାଳିବେନି ଦିଲ୍ଲୀପ-ସାଏରା?

ମୁମ୍ବାଇ: ୭୦ ଦଶକର ବଲିଉଡର ମୋଷ୍ଟ ପାୱାରଫୁଲ ଯୋଡି ଦିଲ୍ଲୀପ କୁମାର ଓ ସାଏରା ବାନୋ । ଆଜି ତାଙ୍କର ୫୪ତମ ବିବାହ ବାର୍ଷିକି । ତେବେ ବିବାହ ବାର୍ଷିକି ଅବସରରେ ଏଦୁହେଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଏମାନେ ନିଜ ବିବାହ ବାର୍ଷିକି ପାଳିବେନି । କରୋନା ମହାମାରୀ ଯୋଗୁଁ ନିଜ…

ହାପି ବାର୍ଥ ଡେ’ ବିଗ୍ ବି

ମୁମ୍ବାଇ: ବଲିଉଡର ବିଗ୍ ବି । ଆଙ୍ଗ୍ରି ୟଙ୍ଗମ୍ୟାନ୍ । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ । ୭୮ ବର୍ଷରେ ପାଦ ରଖିଛନ୍ତି ବଲିଉଡର ସହେନ୍ସା। ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଅମିତାଭ ବଚ୍ଚନ ନିଜର ପ୍ରତିଟି ଫିଲ୍ମ ଏବଂ ଅଭିନୟ ବଳରେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ…

ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଲା ସିବିଆଇ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ଭାର ହାତକୁ ନେଇଛି ସିବିଆଇ । ଯୋଗୀ ସରକାର ମାମଲାର ତଦନ୍ତ ପାଇଁ ସିବିଆଇକୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ୍ ଏଣ୍ଡ ଟ୍ରେନିଂ ବା ଡିଓପିଟିର ବିଜ୍ଞାପ୍ତି ପରେ ହାଥରସ ମାମଲାକୁ ନିଜ…

ଭାଭା ଆଟୋମିକ ଗବେଷଣା କେନ୍ଦ୍ରର ୨୪ ବର୍ଷୀୟ ବୈଜ୍ଞାନିକ ନିଖୋଜ

ମହୀଶୂର: ଭାଭା ଆଟୋମିକ ଗବେଷଣା କେନ୍ଦ୍ରର ଜଣେ ୨୪ ବର୍ଷୀୟ ବୈଜ୍ଞାନିକ ଗୁଲ୍ଲା ଅଭିଷେକ ରେଡ୍ଡୀ ନିଖୋଜ ଅଛନ୍ତି । ସେ ମହୀଶୁରରେ ଥିବା ଏହି କେନ୍ଦ୍ରରେ ରେୟାର ମାଟେରିୟାଲ୍ସ ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ୪ ଦିନ ହେବ ଏହି ଯୁବ ଏବଂ ପ୍ରତିଭାବାନ ବୈଜ୍ଞାନିକ ନିଖୋଜ ଥିଲେ ମଧ୍ୟ ପୋଲିସ…

[ଭିଡିଓ] ପାକିସ୍ତାନରେ ଉଠିଛି ବିସ୍କୁଟ୍ ଝଡ !

ଭୁବନେଶ୍ୱର: ପାଣିପାଗ ଖରାପ ହେଲେ ଝଡ ସୃଷ୍ଟି ହେବା କଥା ଆମେ ଜାଣିଛେ । ହେଲେ ବିସ୍କୁଟ୍ ଝଡ ଭଳି ଘଟଣା ବୋଧ ହୁଏ ଆପଣ କେବେ ବି ଶୁଣିନଥିବେ । ତେବେ ଭାରତର ପଡୋଶୀ ଦେଶ ପାକିସ୍ତାନରେ କିଛି ଏପରି ଘଟିଛି । ହେଲେ ପାଣିପାଗ ପାଇଁ ନୁହେଁ ବରଂ ପାକିସ୍ତାନୀ ଅଭିନେତ୍ରୀ ମହାୱିସ୍ ହୟାତଙ୍କ ନାଚ…

ନିର୍ବାଚନୀ ରଣନୀତି: ଦଶହରା ପୂର୍ବରୁ ପଶ୍ଚିମବଙ୍ଗ ଯିବେ ଗୃହମନ୍ତ୍ରୀ ଅମିତ ଶାହ, ଷଷ୍ଠୀରେ ମୋଦି ଦେଇପାରନ୍ତି…

କୋଲକାତା: ପଶ୍ଚିମବଙ୍ଗରେ ଆରମ୍ଭ ହେଲାଣି ଉତ୍ସବ ଋତୁ । ତେଣୁ ନିର୍ବାଚନକୁ ଆଗରେ ରଖି ସଜ ହେଲେଣି ଉଭୟ  ଉଭୟ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) । ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ କରି ପରସ୍ପରକୁ ମାତ୍ ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି।…