Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତାକାଲି ମମତା ସରକାରଙ୍କୁ ଘେରିବେ ତେଜସ୍ୱୀ ସୂର୍ଯ୍ୟ!!

କୋଲକାତା: ଆସନ୍ତାକାଲି ବିଜେପି ବଙ୍ଗଳା ୟୁନିଟର ମେଗା ପଦଯାତ୍ରାରେ ଯୋଗଦେବେ ବିଜେପିର ସର୍ବ କନିଷ୍ଠ ଜାତୀୟ ସଚିବ ତେଜସ୍ୱୀ ସୂର୍ଯ୍ୟ । ଯୁବ ନେତା କୋଲକାତାରେ ରାତି ୯ଟାରେ ଅବତରଣ କରିବେ ବୋଲି ଆଶା କରାଯାଉଛି । ବିଜେପିର ବିଜ୍ଞପ୍ତି ଅନୁଯାୟୀ ରାତ୍ର ୧୦.୩୦ରେ ସେ ଏକ ସାମ୍ବାଦିକ…

ଯୁକ୍ତରା‌ଷ୍ଟ୍ରର ସମ୍ଭାବ୍ୟ ଭବିଷ୍ୟତର ପ୍ରଥମ ଲେଡି ଜିଲ୍‌ ବିଡେନ୍‌ କିଏ?

ନୂଆଦିଲ୍ଲୀ: ୧୯୫୧ ମସିହା ୩ ଜୁନ୍‌ରେ ନ୍ୟୁ ଜର୍ସିର ହାମୋନ୍‌ଣ୍ଟନ୍‌‌ରେ ଡ. ଜିଲ୍‌ ଟ୍ରେସି ଜାକୋବ୍‌ସ ବିଡେନ୍‌ଙ୍କ ଜନ୍ମ। ସେ ଜଣେ ଆମେରିକୀୟ ଶିକ୍ଷାବିତ୍‌। ସେ ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ଦ୍ବିତୀୟ ଲେଡି ଥିଲେ। ସେ ୧୯୭୭ରେ ଆମେରିକାର ୪୭ତମ ଉପ ରାଷ୍ଟ୍ରପତି ଜୋ…

ଚୀନର ଚାଲାକି: ପିଓକେରେ ମିସାଇଲ ସାଇଟ ନିର୍ମାଣ କରୁଛି

ନୂଆଦିଲ୍ଲୀ: ଭାରତୀୟ ଗୋଇନ୍ଦା ସଂସ୍ଥାକୁ ଚୀନର ଆଉ ଏକ ଚାଲାକି ଧରିବାରେ ସଫଳ ହୋଇଛନ୍ତି । ଲଦ୍ଦାଖର ପରିସ୍ଥିତି ଉତେଜନାପୂର୍ଣ୍ଣ ଥିବା ବେଳେ ଚୀନ ପିଓକେରେ ପାକିସ୍ତାନକୁ ସାହାଯ୍ୟ କରିବା ପାଇଁ ମିସାଇଲ ସାଇଟ ନିର୍ମାଣ କରୁଛି । ଯାହା ଫଳରେ ମିସାଇଲକୁ ଭୂମିରୁ ମାଡ କରାଯାଇପାରିବ । ଏହା…

ସାମ୍ବାଦିକଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ, ହାଥ୍ରାସ୍ ରାସ୍ତାରେ ହେଲେ ଗିରଫ

ଲକ୍ଷ୍ନୌ: କେରଳର ଜଣେ ସାମ୍ବାଦିକ ଏବଂ ଅନ୍ୟ ତିନିଜଣ ଙ୍କୁ ହାଥ୍ରାସ ଅଭିମୁଖେ ଯାଉଥିବା ବେଳେ ଗିରଫ କରିଛି  ଉତ୍ତରପ୍ରଦେଶ ପୋଲିସ । ସେମାନଙ୍କୁ ଆତଙ୍କବାଦ ବିରୋଧୀ ଆଇନ (UAPA) ଏବଂ ଦେଶଦ୍ରୋହ ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ଏଫଆଇଆରରେ, ପୋଲିସ ଆତଙ୍କବାଦୀ…

ଦୁଇ ବୈଜ୍ଞାନିକଙ୍କୁ ରସାୟନ ବିଜ୍ଞାନରେ ନୋ‌ବେଲ୍

ନୂଆଦିଲ୍ଲୀ: ଦୁଇ ବୈଜ୍ଞାନିକ ଇମାନୁଏଲ୍ ଚାର୍‌ପେଣ୍ଟର ଏବଂ ଜେନିଫର୍‌ ଏ.ଡୋଡ୍‌ନା ରସାୟନ ବିଜ୍ଞାନରେ ଚଳିତ ବର୍ଷ ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ସ୍ବିଡେନ୍‌ ‘ଏକାଡେମି ଅଫ୍‌ ସାଇନ୍ସ’ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ‘ଜେନୋମ୍‌ ଏଡିଟିଙ୍ଗ୍‌’…

୧୫ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ ସହିତ ଇଞ୍ଜିନିୟରିଂ ଛାତ୍ର ଗିରଫ

ନୂଆଦିଲ୍ଲୀ: ଉଡୁପି (କର୍ଣ୍ଣାଟକ) ପୋଲିସ ରବିବାର ଦିନ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି)ର ଜଣେ ୨୦ ବର୍ଷ ବୟସ୍କ ଛାତ୍ର ହିମାଂଶୁ ଯୋଶୀଙ୍କୁ ଡାର୍କ ୱେବ୍ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ମୂଲ୍ୟର ଡ୍ରଗ୍ସ (488 MDMA) ସହିତ ଗିରଫ କରିଛି। ଛାତ୍ରଟି ନୋଏଡା ସହରରୁ ଆସି…

ଟାଟ୍ଟୁ ଆର୍ଟିଷ୍ଟ ପାଲଟିଲେ ବଲିଉଡ ସୁପରଷ୍ଟାରଙ୍କ ଝିଅ !

ମୁମ୍ବାଇ: ନେପୋଟିଜମକୁ ନା କହିଲେ ବଲିଉଡର ଜଣେ ସୁପରଷ୍ଟାରଙ୍କ ଲାଡଲି । ଅଭିନେତ୍ରୀ ବଦଳରେ ଟାଟ୍ଟୁ ଆର୍ଟିଷ୍ଟ ହେବାକୁ ପସନ୍ଦ କଲେ । ତେବେ ଏ କଥା ଆମେ କହୁନୁ ବରଂ ଖୋଦ ଆମିର ଖାନଙ୍କ ଝିଅ ସୋସିଆଲ ମିଡିଆରେ ଜଣାଇଛନ୍ତି । View this post on…

ମାତୃତ୍ବ ଲାଭ କଲେ ମିଳିବ ବୋନସ୍!

ନୂଆଦିଲ୍ଲୀ: ମହାମାରୀ କରୋନା ସମଗ୍ର ବିଶ୍ବକୁ ଗ୍ରାସ କରିଥିବା ବେଳେ ଏପରି ପରିସ୍ଥିତିରେ ଏକ ଦେଶ ତା ନାଗରିକମାନଙ୍କୁ ସନ୍ତାନ ପ୍ରସବ ପାଇଁ ବୋନସ୍‌ ଦେବାକୁ ନିଷ୍ପତ୍ତି ନେଇଛି। କାରଣ ମହାମାରୀ ସମୟରେ ଅଧିକାଂଶ ଲୋକେ ପିତାମାତା ହେବା ଯୋଜନାକୁ ସ୍ଥଗିତ ରଖିଥିଲେ। ସିଙ୍ଗାପୁରର ଜଣେ…

ଟ୍ରେନ୍ ଛାଡ଼ିବାର କିଛି ସମୟ ପୂର୍ବରୁ କରିପାରିବେ ଟିକେଟ ବୁକିଂ

ନୂଆଦିଲ୍ଲୀ: ରେଳ ଯାତ୍ରୀମାନେ ଟ୍ରେନ ଛାଡିବାର ୩୦ରୁ ପାଞ୍ଚ ମିନିଟ ପୂର୍ବରୁ ରିଜର୍ଭେସନ (ସଂରକ୍ଷିତ) ଟିକେଟ ବୁକ୍ କରିପାରିବେ। କରୋନା ମହାମାରୀ ସମୟରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଯାତ୍ରୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ରେଳବାଇ ଦ୍ବାରା ଜାରି…

୪ ଦିନ ଭିତରେ ଅଟଳ ଟନେଲରେ ୩ ଦୁର୍ଘଟଣା

ମନାଲି: ଗତ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳରେ ବିଶ୍ୱର ଦୀର୍ଘତମ ରାଜପଥ ଟନେଲ ଅଟଳ ରୋହତଙ୍ଗ ଟନେଲର ଉଦଘାଟନ କରିଥିଲେ। ହେଲେ ଉଦଘାଟନ ପରଠାରୁ ଏଠାରେ ପାଖାପାଖି ୩ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏନେଇ ସିସିଟିଭି କ୍ୟାମେରାରେ ଭିଡିଓ କଏଦ ହୋଇଥିଲା।…