Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୪ ଦିନ ଭିତରେ ଅଟଳ ଟନେଲରେ ୩ ଦୁର୍ଘଟଣା

ମନାଲି: ଗତ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳରେ ବିଶ୍ୱର ଦୀର୍ଘତମ ରାଜପଥ ଟନେଲ ଅଟଳ ରୋହତଙ୍ଗ ଟନେଲର ଉଦଘାଟନ କରିଥିଲେ। ହେଲେ ଉଦଘାଟନ ପରଠାରୁ ଏଠାରେ ପାଖାପାଖି ୩ଟି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏନେଇ ସିସିଟିଭି କ୍ୟାମେରାରେ ଭିଡିଓ କଏଦ ହୋଇଥିଲା।…

ବିହାର ନିର୍ବାଚନ: ମଇଁଷି ଉପରେ ବସି ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ

ପାଟନା: ନିଆରା ଢ଼ଙ୍ଗରେ ନାମାଙ୍କନ ଦାଖଲ । ମଇଁଷି ଉପରେ ବସି ନାମାଙ୍କନ କେନ୍ଦ୍ରକୁ ଆସିଲେ ପ୍ରାର୍ଥୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାଟନାର ପାଲିଗଞ୍ଜ ବିଧାନସଭା କ୍ଷେତ୍ରରେ । ଆଗକୁ ବିହାର ବିଧାନସଭା ନିର୍ବାଚନ । ନାମାଙ୍କନ ଦାଖଲ ପାଇଁ ଆଉ ଦିନ କେଇଟା ବାକି ଅଛି। ଏହାରି ଭିତରେ…

ମହଙ୍ଗା ପଡିପାରେ ଏହି ସେଲିବ୍ରିଟିଙ୍କୁ ୱେବରେ ସର୍ଚ୍ଚ କରିବା !

ନୂଆଦିଲ୍ଲୀ: ଆମେରିକୀୟ ଗ୍ଲୋବାଲ ସିକ୍ୟୁରିଟି ସଫ୍ଟୱେୟାର କମ୍ପାନୀ McAfee । ନିକଟରେ ଏହି କମ୍ପାନୀ ଏକ ରିସର୍ଚ୍ଚ କରିଥିଲା । ଏହି ରିସର୍ଚ୍ଚରେ ଜଣାପଡିଛି ଫୁଟବଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଓ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସମେତ ଅନ୍ୟ କିଛି ସେଲିବ୍ରିଟିଙ୍କୁ ଭାରତରେ ୱେବରେ…

ଲଣ୍ଡନରେ ନିଲାମ ହେବ ଭାରତୀୟ ସୁନା ମୁଦ୍ରା

ଲଣ୍ଡନ: ମୁଇଜୁଦ୍ଦିନ ମହମ୍ମଦ ଘୋରୀଙ୍କ ସମୟର ଅର୍ଥାତ୍ ୧୩୦୦ ଶତାବ୍ଦୀର ଏକ ସୁନା ମୁଦ୍ରା ୨୨ ଅକ୍ଟୋବରରେ ଲଣ୍ଡନରେ ନିଲାମ ହେବାକୁ ଯାଉଛି। ଏହି ମୁଦ୍ରା ଦୁଇ ଲକ୍ଷରୁ ତିନି ଲକ୍ଷ ପାଉଣ୍ଡ ମଧ୍ୟରେ ନିଲାମ ହୋଇପାରେ ବୋଲି ଜଣାପଡ଼ିଛି। ଏହି ମୁଦ୍ରା ପ୍ରାୟ ୪୬ ମିଲିମିଟର ଚଉଡା। ଏହାର…

କରୋନା ପଜିଟିଭ୍ ମାଆଠୁ କ୍ଷୀର ଖାଉଥିଲେ ୨୪୧ ନବଜାତ, ୨୨୮ ଜଣଙ୍କର ରିପୋର୍ଟ ନେଗେଟିଭ୍

ସୁରତ: ପିଲାଙ୍କ ପାଇଁ ମାଆ ସବୁବେଳେ ସୁରକ୍ଷା କବଚ । କରୋନା କାଳରେ ବି ଏକଥା ପ୍ରମାଣିତ ହୋଇଛି । ମହାମାରୀ ମାଆକୁ କବଳିତ କଲା । କିନ୍ତୁ ନବଜାତଙ୍କୁ ଛୁଇଁ ପାରିନାହିଁ ସଂକ୍ରମଣ । କରୋନା ସଂକ୍ରମିତ ମାଆଠୁ କ୍ଷୀର ପିଉଥିଲେ ବି କୋମଳମତୀ ପିଲାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । କରୋନା…

[ଭିଡିଓ] ୨୫୦୦ ବର୍ଷ ପରେ ପ୍ରଥମ ଥର ପାଇଁ ଖୋଲା ହେଲା ମମ୍ମି କଫିନ୍ !

ଇଜିପ୍ଟ: ଶନିବାର ଭୂତତ୍ତ୍ୱବିତମାନେ ଏକ ମମ୍ମି କଫିନକୁ ଖୋଲିଛନ୍ତି । ଆଉ ତା ପୁଣି ୨୫୦୦ ବର୍ଷ ପୁରୁଣା । ଇଜିପ୍ଟରେ ଏହି କଫିନକୁ ସର୍ବସାଧାରଣରେ ଖୋଲାଯାଇଥିଲା । କଫିନକୁ ଖୋଲାଯିବାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଚଳିତବର୍ଷ ଦକ୍ଷିଣ କାଇରୋର ସକ୍କାରା ଇଲାକାରେ…

ସାର୍ବଜନୀନ ସ୍ଥାନରେ ବିରୋଧ ପ୍ରଦର୍ଶନ ଠିକ୍ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇ ବା ସିଏଏକୁ ନେଇ ଦିଲ୍ଲୀ ଶାହିନବାଗରେ ବହୁ ଦିନ ଧରି ଚାଲିଥିବା ପ୍ରଦର୍ଶନ ଉପରେ କଡ଼ା ଟିପ୍ପଣୀ ରଖିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ସାର୍ବଜନୀନ ସ୍ଥାନରେ ଦୀର୍ଘ ସମୟ ଧର ବିରୋଧ ପ୍ରଦର୍ଶନ କରାଯାଇ ପାରିବ ନାହିଁ । ନିର୍ଦ୍ଦିଷ୍ଚ କୌଣସି ଗୋଟିଏ…

ରିୟାଙ୍କୁ ମିଳିଲା ଜାମିନ, ଜେଲ୍‌ରେ ରହିବେ ସୌଭିକ

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ବେଲ୍ । ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ୧ ଲକ୍ଷ ଟଙ୍କା ମୁଚାଲିକା ଏବଂ ପାସପୋର୍ଟ ଜବତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେ ବିନା ଅନୁମତିରେ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ ବୋଲି…

ଜୋ ବିଡେନଙ୍କ ସର୍ତ୍ତ: ଟ୍ରମ୍ପ କରୋନା ସଂକ୍ରମିତ ଥିଲେ ଡିବେଟକୁ ଯିବେନି

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଛନ୍ତି । ହସ୍ପିଟାଲରେ ତିନି ଦିନ ଚିକିତ୍ସା ପରେ ହ୍ୱାଇଟ ହାଉସକୁ ଫେରିଛନ୍ତି । ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ନେଇ ଦ୍ୱିତୀୟ ଡିବେଟ୍ । ତା ପୂର୍ବରୁ ଟ୍ରମ୍ପଙ୍କ ଆଗରେ ସର୍ତ୍ତ ରଖିଛନ୍ତି…

ତାମିଲନାଡୁ ବିଧାନସଭା ନିର୍ବାଚନରେ ପଲାନିସ୍ୱାମୀ AIADMK ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇଏଡିଏମକେ । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଥିବା ଇ. ପଲାନୀସ୍ୱାମୀଙ୍କୁ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛନ୍ତି । ତାଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା…