Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାୟୁସେନା ଦିବସ: ତେଜସ, ଜାଗୁଆର ସହ ଦମ୍ ଦେଖାଇଲା ରାଫେଲ୍

ନୂଆଦିଲ୍ଲୀ: ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଗାଜିଆବାଦ ସ୍ଥିତ ହିଣ୍ଡେନ ଏୟାରବେସରେ ଶକ୍ତି ପ୍ରଦର୍ଶନ କରିଛି । ଅନୁଷ୍ଠିତ ହୋଇଛି ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ରଙ୍ଗାରଙ୍ଗ ପରେଡରେ ଅଂଶଗ୍ରହଣ କରିଥିଲେ ବାୟୁସେନାର ଯବାନ । ହିଣ୍ଡେନ ଆକାଶରେ ଗର୍ଜିଲା ଲଢୁଆ ରାଫେଲ୍…

୬୮ ଲକ୍ଷ ପଜିଟିଭ୍, ଲକ୍ଷେ ମୃତ, ସୁସ୍ଥ ହେଲେଣି ୫୮ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ୬୮ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୭୮ ହଜାର ୫୨୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୮ ଲକ୍ଷ ୩୫ ହଜାର ୬୫୬କୁ ବୃଦ୍ଧି ପାଇଛି । ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ତେବେ…

ଆଜି ୱାର୍ଲଡ ଅକ୍ଟୋପସ୍‌ ଡେ

ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ପାଳିତ ହୁଏ ବିଶ୍ବ ଅକ୍ଟୋପସ୍‌ ଦିବସ। ଅକ୍ଟୋପସ୍‌ର ସୃଷ୍ଟି ତିରିଶ କୋଟି ବର୍ଷ ତଳେ ହୋଇଥିଲା। ଅର୍ଥାତ୍‌ ଏହା ଡାଇନେସର୍‌ ଠାରୁ ମଧ୍ୟ ପୁରୁଣା। ଏହାର ମସ୍ତିଷ୍କରେ ନ୍ୟୁରନ୍‌ ସଂଖ୍ୟା ପଚାଶ କୋଟିରୁ ଅଧିକ। ଏଯାବତ୍‌ ତିନି ଶହ ପ୍ରଜାତିର…

ଏୟାରଫୋର୍ସ ଡେ: ୮୮ ବର୍ଷରେ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଆଜି ଏୟାରଫୋର୍ସ ଡେ । ୮୮ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଭାରତୀୟ ବାୟୁସେନା । ଏହି ଅବସରରେ ଗାଜିଆବାଦ ସ୍ଥିତ ହିଣ୍ଡେନ ଏୟାରବେସରେ ଶକ୍ତି ପ୍ରଦର୍ସନ କରିବ ବାୟୁସେନା । ଚଳିତବର୍ଷ ଏୟାରଫୋର୍ସ ଡେ ଉତ୍ସବରେ ସାମିଲ ହେବ ରାଫେଲ ଯୁଦ୍ଧ ବିମାନ । ଏଥିପାଇଁ ହିଣ୍ଡେନ ଏୟାରବେସରେ…

ଆତ୍ମହତ୍ୟା କଲେ ନାଗାଲ୍ୟାଣ୍ଡର ପୂର୍ବତନ ରାଜ୍ୟପାଳ,ସିବିଆଇ ମୁଖ୍ୟ ଅଶ୍ୱୀନ କୁମାର

ଶିମଲା: ପୂର୍ବତନ ସିବିଆଇ ମୁଖ୍ୟ ଅଶ୍ୱିନ କୁମାର ବୁଧବାର ତାଙ୍କ ଶିମଲା ବାସଭବନରେ ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ହିମାଚଳପ୍ରଦେଶର ପୂର୍ବତନ ଡିଜିପି ଅଶ୍ୱୀନ କୁମାର ଅନ୍ୟମାନଙ୍କ ପାଇଁ ଆଦର୍ଶ ଥିଲେ । ସେ କାହିଁକି ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇ…

ପରିବାର ଛାଡି ଜଙ୍ଗଲକୁ ଯିବେ ବିଦ୍ୟା ବାଲାନ୍ !

ମୁମ୍ବାଇ: ଘଟଣା ମିଛ ନୁହେଁ । ସତକୁ ସତ ପରିବାର ଛାଡି ମଧ୍ୟପ୍ରଦେଶର ବାଲାଘାଟ ଜଙ୍ଗଲକୁ ପଳାଇବେ ଅଭିନେତ୍ରୀ ବିଦ୍ୟା ବାଲାନ୍ । ହେଲେ କାହିଁକି ? ଏହି ପ୍ରଶ୍ନରେ ଧନ୍ଦି ହେଉଛନ୍ତି ବିଦ୍ୟାଙ୍କ ଅଗଣିତ ଫ୍ୟାନ । କରୋନା କଟକଣାକୁ ନେଇ ଅତିଷ୍ଠ ହୋଇପଡିଥିଲେ ବିଦ୍ୟା ବାଲାନ୍ । ଲକଡାଉନ୍…

୫ ଜି ଟେକ୍ନୋଲୋଜି ପାଇଁ ଭାରତ-ଜାପାନ ମଧ୍ୟରେ ବୁଝାମଣା, ଚୀନ ଆଉଟ

ନୂଆଦିଲ୍ଲୀ: ୫ଜି ଟେକ୍ନୋଲୋଜି ନେଇ ଭାରତ-ଜାପାନ ମଧ୍ୟରେ ଚୁକ୍ତି ସ୍ୱାକ୍ଷାରିତ ହୋଇଛି । ପୂର୍ବରୁ ଏହି ସବୁ ଜ୍ଞାନକୌଶଳ ପାଇଁ ଚୀନକୁ ଭାରତ ବିଭିନ୍ନ ପ୍ରକଳ୍ପ ଦେଇଥିଲା । ଚୀନର କମ୍ପାନୀଗୁଡିକୁ ଧିରେ ଧିରେ ଏହି ସବୁ ପ୍ରକଳ୍ପରୁ ବାଦ୍ ଦିଆଯାଉଛି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ…

ଏକାଠି ଆସୁଛନ୍ତି ଫରାହ ଖାନ, ପ୍ରଭୁଦେବା ଓ ସାଉଥ୍ ଷ୍ଟାର୍ ରାମ ଚରଣ !

ମୁମ୍ବାଇ: ବି ଟାଉନ୍‌ରେ ହଲ୍‌ଚଲ୍ । ଖୁବଶୀଘ୍ର ଆସୁଛି ଏକ ହ୍ୟୁଜ୍ ବଜେଟ୍ ପ୍ରୋଜେକ୍ଟ । ଏକାଠି ଦର୍ଶକଙ୍କ ସାମ୍ନାକୁ ଆସିବେ କିଛି ଜଣାଶୁଣା ନିର୍ଦ୍ଦେଶକ ତଥା ଅଭିନେତା । ଯେଉଁଥିରେ ସାମିଲ ଅଛନ୍ତି ଫରାହ ଖାନ, ପ୍ରଭୁଦେବାଙ୍କ ଭଳି କୋରିଓଗ୍ରାଫର୍ ଓ ସାଉଥ୍ ସୁପରଷ୍ଟାର ରାମ ଚରଣ । ତେବେ…

ରାଜ୍ୟ କ୍ରୀଡ଼ା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଲେ ବବିତା ଫୋଗାଟ

ଚଣ୍ଡିଗଡ଼: ୨୦୧୯ ହରିୟାଣା ବିଧାନସଭା ନିର୍ବାଚନରେ ​​ଅସଫଳ ହୋଇଥିବା ଚାମ୍ପିୟନ ରେସଲର ତଥା ବିଜେପି ନେତ୍ରୀ ବବିତା ଫୋଗାଟ ରାଜ୍ୟ କ୍ରୀଡ଼ା ବିଭାଗର ଡେପୁଟି ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି। ସେ ମଧ୍ୟ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଅନୁମାନ କରାଯାଉଛି।…

ଶଶିକଳାଙ୍କ ୨ହଜାର କୋଟି ଟଙ୍କା ଜବତ କଲା ଆୟକର ବିଭାଗ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ବାନ୍ଧବୀ ଭିକେ ଶଶିକଳା ଆୟ ବର୍ହିଭୂତ ସମ୍ପତି ରଖି ଫସିଛନ୍ତି । ଆୟକର ବିଭାଗ ବନାମୀ ପ୍ରୋହିବିଟେଶନ ନିୟମ ଅନୁଯାୟୀ ତାଙ୍କର ୨ ହଜାର କୋଟି ଟଙ୍କାର ସମ୍ପତି ଜବତ କରିଛନ୍ତି । ଏଥିରେ ୩୦୦ କୋଟି ଟଙ୍କା ମୂଲ୍ୟର ଜମି ରହିଛି ।…