Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସନ୍ତା ଅକ୍ଟୋବର ୩ରେ ‘ଅଟଳ ଟନେଲ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୩ ତାରିଖ, ଦିନ ୧୦ଟା ସମୟରେ ହିମାଚଳ ପ୍ରଦେଶର ରୋହଟାଙ୍ଗରେ ବିଶ୍ୱର ଦୀର୍ଘତମ ଟନେଲ  ଅଟଳ ଟନେଲର ଉଦଘାଟନ କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶରେ ଅଟଳ ଟନେଲ ଉଦଘାଟନ ପରେ ଦୁଇଟି ସାଧାରଣ ସଭାକୁ…

ଅନୁରାଗ କାଶ୍ୟପ ମାମଲା: ଡାକ୍ତରୀ ପରୀକ୍ଷା ପାଇଁ ସରକାରୀ ଡାକ୍ତରଖାନାକୁ ଗଲେ ପାୟଲ

ମୁମ୍ବାଇ: ନିର୍ଦ୍ଦେଶକ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ ଗୁରୁବାର ଦିନ ଭର୍ସୋଭା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହି ଘଟଣାରେ ଡାକ୍ତରୀ ପରୀକ୍ଷା ପାଇଁ ଅଭିନେତ୍ରୀଙ୍କୁ ମୁମ୍ବାଇର ଆନ୍ଧେରୀ ସ୍ଥିତ ଏକ ସରକାରୀ ଡାକ୍ତରଖାନାକୁ…

ଆଇଏଏସ୍ ଅଧିକାରୀ ଅପୁର୍ଭା ଚନ୍ଦ୍ର ହେଲେ ନୂଆ ଶ୍ରମ ସଚିବ

ନୂଆଦିଲ୍ଲୀ:  ଅଧିକାରୀ ଅପୁର୍ଭା ଚନ୍ଦ୍ର ଗୁରୁବାର ଦିନ ଶ୍ରମ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରମ ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ- ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ର ୧୯୮୮ ବ୍ୟାଚ୍ ମହାରାଷ୍ଟ୍ର କ୍ୟାଡର ଅପୁର୍ଭା ଚନ୍ଦ୍ର ଆଜି ନୂତନ ସଚିବ ଭାବରେ ଦାୟିତ୍ୱ…

ସାରି ଦିଅନ୍ତୁ ଜରୁରୀ କାର୍ଯ୍ୟ; ଅକ୍ଟୋବର ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଚଳିତ ମାସ ଟି ଏକ ଛୁଟିର ମାସ । ଅକ୍ଟୋବର ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାର ସମେତ ୧୪ ଟି ସରକାରୀ ଏବଂ ବେସରକାରୀ ଛୁଟି ପାଇଁ ବ୍ୟାଙ୍କ ୧୪ ପାଇଁ ବନ୍ଦ ରହିବ। ଚଳିତ ମାସର ଏହିସବୁ ଦିନରେ ବ୍ୟାଙ୍କ ଗୁଡିକ ବନ୍ଦ ରହିବ (୧)…

ପୁଣି ଅସ୍ତ୍ରବିରତି ପାକିସ୍ତାନ ଭାଙ୍ଗିଲା: ୨ ଯବାନ ସହିଦ, ୪ ଆହତ

ଜମ୍ମୁ/କାଶ୍ମୀର: ପୁଣି ଅସ୍ତ୍ରବିରତି ଉଲଘଂନ କଲା ପାକିସ୍ତାନ । ଗୁରୁବାର ଦିନ ଜାମ୍ମୁ କାଶ୍ମୀର ନାଉଗାମ ସେକ୍ଟରରେ ପାକିସ୍ତାନୀ ସୈନ୍ୟବାହିନୀ ଦ୍ୱାରା ପ୍ରଥମେ ଗୁଳି ଚଳାଯାଇଥିବା ଅଧିକାରୀ କହିଛନ୍ତି । ଏଥିରେ ଦୁଇ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚାରିଜଣ ଆହତ ହୋଇଥିବା…

ହାଥରସ ଯିବା ବାଟରେ ରାହୁଲ ଗାନ୍ଧୀଙ୍କୁ ଅଟକ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଅଟକ । ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଦିଲ୍ଲୀରୁ ଉତ୍ତରପ୍ରଦେଶ ଯାଉଥିବା ରାସ୍ତାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଟକ କରାଯାଇଥିବା ସୂଚନା ମିଳିଛି । ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ହାଥରସ ଯାଉଥିବା କହିବା ପରେ ତାଙ୍କୁ…

ଏହି ତାରିଖରେ ଆସିବ ଜେଇଇ ଆଡ଼ଭାନ୍ସ ୨୦୨୦ ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ (ଆଇଆଇଟି) ସୋମବାର, ଅକ୍ଟୋବର ୫ ତାରିଖରେ ମିଳିତ ପ୍ରବେଶିକା ପରୀକ୍ଷା (JEE) ଆଡ଼ଭାନ୍ସ ୨୦୨୦ର ଫଳାଫଳ ଘୋଷଣା କରିବାକୁ ଯାଉଛି। ପରୀକ୍ଷା ଦେଇଥିବା ପଞ୍ଜୀକୃତ ପ୍ରାର୍ଥୀମାନେ ଫଳାଫଳ ଯାଞ୍ଚ କରିବାକୁ ଅଫିସିଆଲ୍ ୱେବସାଇଟ୍…

ସାମାନ୍ୟ ଘଟଣାରୁ ପଡ଼ୋଶୀ ଘରର ୧୧ଟି ପାରାକୁ ହତ୍ୟା କଲେ ଯୁବକ

ଲକ୍ଷ୍ନୌ: ପଡୋଶୀ ଘର ଛେପ ପକାଇବା ହେଲା କାଳ। ପ୍ରତିଶୋଧ ପରାୟଣ ହୋଇ ପଥରରେ ଛେଚି ପଡୋଶୀ ଘରର ୧୧ ଟି ପାରାକୁ ପଥରରେ ଛେଚି ହତ୍ୟା କଲେ ଯୁବକ। ଖବର ଅନୁଯାୟୀ, ଉତ୍ତରପ୍ରଦେଶର ରାହୁଲ ସିଂ ତାଙ୍କ ପଡ଼ୋଶୀ ଧରମପାଲ ସିଂଙ୍କ ଘରର ଛାତ ଉପରେ ଚଢି ସେଠାରେ ପଞ୍ଜୁରୀରେ ରଖାଯାଇଥିବା ୧୧ ଟି…

ଦୁର୍ଗାଙ୍କ ଅବତାରରେ ନଜର ଆସିଲେ ନୁସରତ୍ ଜାହାନ; ମିଳିଲା ହତ୍ୟା ଧମକ

କଲିକତା: ଅଭିନେତ୍ରୀ ରୁ ନେତ୍ରୀ ସାଜିଥିବା ନୁସରତ ଅଲ୍ଲୀ ଜାହାନଙ୍କୁ ହତ୍ୟା ଧମକ। ବର୍ତ୍ତମାନ ବଙ୍ଗଳା ଚଳଚ୍ଚିତ୍ର ପାଇଁ ଲଣ୍ଡନରେ ସୁଟିଂ କରୁଥିବା ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜାହାନ ଏଥିପାଇଁ ଅତିରିକ୍ତ ସୁରକ୍ଷା ପାଇଁ ନିବେଦନ କରିଛନ୍ତି । ନୁସରତଙ୍କ କହିବା ଅନୁଯାୟୀ, ସେ ଦେବୀ…

କରୋନାର କରୁଣ ପରିସ୍ଥିତି: ଆତ୍ମହତ୍ୟା କଲା ୯ମ ଶ୍ରେଣୀ ଛାତ୍ରୀ !

ମୁମ୍ବାଇ: ଦିନକୁ ଦିନ ଅସହ୍ୟ ହୋଇପଡୁଛି କରୋନା ଯନ୍ତ୍ରଣା । ଅନେକ ଲୋକ ଏଥିରେ ଛଟପଟ ହେଉଥିବା ବେଳେ ଅନେକ ଏହାପାଇଁ ହନ୍ତସନ୍ତ ହେଉଛନ୍ତି । କରୋନା ପାଇଁ ବର୍ତ୍ତମାନ ଅନ୍ଲାଇନ୍ କ୍ଲାସ ଚାଲିଛି । ମାତ୍ର, ଦେଶରେ ସମସ୍ତଙ୍କ ପାଖରେ ଇଣ୍ଟରନେଟ, ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ର ସୁବିଧା…