Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସିଲା ବ୍ୟବଚ୍ଛେଦ ରିପୋର୍ଟ, ହାଥରସ ପୀଡିତାଙ୍କୁ ହୋଇନି ଗଣଦୁଷ୍କର୍ମ?

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆସିଛି ୟୁ-ଟର୍ଣ୍ଣ । ସାମ୍ନାକୁ ଆସିଛି ପୀଡିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଏହି ବ୍ୟବଚ୍ଛେଦ ରିପୋର୍ଟରେ କିନ୍ତୁ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।…

ଏଚ୍ଆଇଭି ସଂକ୍ରମଣରୁ ମୁକ୍ତ ହୋଇଥିବା ବିଶ୍ବର ପ୍ରଥମ ବ୍ୟକ୍ତିଙ୍କ କ୍ୟାନ୍ସରରେ ମୃତ୍ୟୁ

ନୂଆଦିଲ୍ଲୀ: ଏଚ୍ଆଇଭି ସଂକ୍ରମଣରୁ ମୁକ୍ତ ହୋଇଥିବା ବିଶ୍ବର ପ୍ରଥମ ବ୍ୟକ୍ତି ଟିମୋଥି ରେ ବ୍ରାଉନ୍‌ କର୍କଟ ରୋଗରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ବ୍ରାଉନ୍ ଙ୍କୁ ୫୪ ବର୍ଷ ‌ବୟସ ହୋଇଥିଲା। ତାଙ୍କୁ ‘ବର୍ଲିନ୍ ପେସେଣ୍ଟ’ ମଧ୍ୟ କୁହାଯାଉଥିଲା। ଏ ନେଇ ବ୍ରାଉନ୍ ଙ୍କ ସାଥୀ…

୧ ଟଙ୍କା ଜରିମାନା: ସୁପ୍ରିମକୋର୍ଟ ଗଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ । ସେ କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ଫଇସଲା ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି । କୋର୍ଟର ଅବମାନନା ଯୋଗୁ ତାଙ୍କୁ ଦୋଷୀ କରାଯାଇଥିଲା। ଯାହା ପରେ ତାଙ୍କ ଉପରେ ଏକ ଟଙ୍କା ଜରିମାନା…

ଟ୍ୱିଟର କିଲର୍: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ ପରେ ୯ ଜଣଙ୍କୁ ହତ୍ୟା, କୁଲରରେ ଲୁଚାଇଥିଲା ଡେଡବଡି

ଟୋକିଓ: ସୋସିଆଲ୍ ମିଡିଆରେ ଫ୍ରେଣ୍ଡସିପ୍ । ବନ୍ଧୁତାରୁ ବଢୁଥିଲା ସମ୍ପର୍କ । ଏହାପରେ ରଚୁଥିଲା ମର୍ଡର ପ୍ଲଟ୍ । ନିର୍ମମ ଭାବରେ ଲୋକଙ୍କୁ ହତ୍ୟା କରୁଥିଲା । ଲୋକ ତାକୁ କହୁଛନ୍ତି ଟ୍ୱିଟର କିଲର । ତାର କାହାଣୀ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ । ଜାପାନର ସେହି ଟ୍ୱିଟର କିଲର ଦୋଷୀ…

ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଲୀ: ଆଜି ହେଉଛି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଟୁଇଟ ଯୋଗେ କହିଛନ୍ତି ଯେ, ରାଷ୍ଟ୍ରପତି ଜୀଙ୍କୁ ତାଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ତାଙ୍କର ସମୃଦ୍ଧ…

ସେପ୍ଟେମ୍ବରରେ ମହାମାରୀର ଭୟଙ୍କର ରୂପ: ଦେଶରେ ୪୧% ନୂଆ କେସ୍, ୩୪% ମୃତ୍ୟୁ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଦେଶରେ କରୋନା ଆଣିଛି ସୁନାମୀ । ଭୟଙ୍କର ରୂପ ଦେଖାଇଛି । ରେକର୍ଡ ସ୍ତର ଛୁଇଁଛି ମହାମାରୀ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୯୮ ହଜାର ଡେଇଁଛି । ଏଥିରୁ କେବଳ ୩୩ ହଜାର ୨୫୫ ଆକ୍ରାନ୍ତ ସେପ୍ଟେମ୍ବରରେ ପ୍ରାଣ ହରାଇଛନ୍ତି । ଯାହାକି ମୋଟ୍ ମୃତ୍ୟୁସଂଖ୍ୟାର ୩୩%…

ଆଜିଠୁ ନୂଆ ନିୟମ ଲାଗୁ, ଆଉ ପାଖରେ ରଖିବାକୁ ପଡିବନି DL, RC

ନୂଆଦିଲ୍ଲୀ: ଏଣିକି ଆଉ ପାଖରେ ରଖିବାକୁ ପଡିବନି ହାର୍ଡକପି । ଗାଡି ଚଳାଇବା ବେଳେ ଆଉ ଦରକାର ପଡିବନି ଡିଏଲ୍‌, ଆର୍‌ସି ସମେତ ଅନ୍ୟ କାଗଜପତ୍ର । ଡିଏଲ୍ କିମ୍ବା ଅନ୍ୟ ଗାଡି ସମ୍ବନ୍ଧୀୟ କାଗଜପତ୍ର ନଥିଲେ ମଧ୍ୟ ଜରିମାନା ବି ଦେବାକୁ ପଡିବ ନାହିଁ । ତେବେ ଚାଳକଙ୍କୁ ଏସବୁକୁ ନିଜ…

ହାଜର ହେଲେ ଅନୁରାଗ କଶ୍ୟପ, ମୁମ୍ବାଇ ପୋଲିସର ଜେରା

ମୁମ୍ବାଇ: ଅଭିନେତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ ହାଜର ହେଲେ ବଲିଉଡ ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁରାଗ କଶ୍ୟପ । ଆଜି ସେ ମୁମ୍ୱାଇ ଭରଶୋଭା ଥାନାରେ ହାଜର ହୋଇଛନ୍ତି । ପୋଲିସ ଦେଇଥିବା ସମୟ ଆଗରୁ ପହଞ୍ଚିଛନ୍ତି ଅନୁରାଗ । ଗତକାଲି ତାଙ୍କୁ ହାଜର ହେବା ପାଇଁ ସମନ୍ କରିଥିଲା ମୁମ୍ବାଇ…

ଦିନକରେ ଦେଶରୁ ୮୬ ହଜାର ନୂଆ କରୋନା ଆକ୍ରାନ୍ତ, ୧୧୮୧ ମୃତ

ନୂଆଦିଲ୍ଲୀ: ଦେଶରେ ୬୩ ଲକ୍ଷ ଟପିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୬ ହଜାର ୮୨୧ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୬୩ଲକ୍ଷ ୧୨ ହଜାର ୫୮୫କୁ ବୃଦ୍ଧି ପାଇଛି । ଦେଶରେ ଲକ୍ଷେ ମୁହାଁ କରୋନା ମୃତ୍ୟୁସଂଖ୍ୟା । ଆଉ ଦିନେ…

ରବି କିଶନଙ୍କୁ ମିଳିଲା ୱାଇ ପ୍ଲସ ସୁରକ୍ଷା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ପରେ ଏବେ ଅଭିନେତା ବିଜେପି ସାଂସଦ ରବି କିଶନଙ୍କୁ ମିଳିଲା ୱାଇ ପ୍ଲସ ସୁରକ୍ଷା । ଏ ନେଇ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି ଅଭିନେତା ରବି କିଶନ । आदरणीय श्रद्धेय @myogiadityanath महाराज जी । पूजनीय महाराज जी ,…