Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାଲି ଦେଶରେ ଲକ୍ଷେ ଟପିବ କରୋନା ମୃତ୍ୟୁସଂଖ୍ୟା, ଜାଣନ୍ତୁ ୨୪ ଘଣ୍ଟାର କୋଭିଡ୍ ରିପୋର୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ଲକ୍ଷେ ଟପିବ କରୋନା ଡେଥ୍ କେସ୍ । ୯୯ ହଜାର ପାର କରିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ହଜାରେ ୯୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ସାରା ଦେଶରେ କରୋନା ନେଲାଣି ୯୯ ହଜାର ୭୭୩ ଜୀବନ । ସେହିପରି ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୪…

ବଲିଉଡ ତାରକାଙ୍କ ଏହି ଅଜବ ଅଭ୍ୟାସ; ଜାଣିଲେ ହୋଇଯିବେ ଚକିତ !

ଭୁବନେଶ୍ୱର: ନିଜ ପସନ୍ଦର ଷ୍ଟାରଙ୍କ ପାଇଁ ପ୍ରଶଂସକ ଏକ ପ୍ରକାର ପାଗଳ ପ୍ରାୟ। ନିଜ ପ୍ରିୟ ଅଭିନେତାଙ୍କୁ ଫଲୋ କରିବା ସହ ସେମାନଙ୍କ ଲାଇଫ ଷ୍ଟାଇଲ କୁ ଫଲୋ କରିବା ଏକ ପ୍ରକାରର ରୁଚି ହୋଇ ଗଲାଣି। ପରଦାରେ ପରଫେକ୍ଟ ଦେଖାଯାଉଥିବା ଏହି ରିଲ ଷ୍ଟାର ମାନେ ରିୟଲ ଲାଇଫ ରେ କେମିତି ଆସନ୍ତୁ…

ଆଜି ଅନ୍ତର୍ଜାତୀୟ ଅହିଂସା ଦିବସ; ଜାଣନ୍ତୁ କଣ ରହିଛି ଏହାର ଉଦ୍ଦେଶ୍ୟ

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସକୁ ଗାନ୍ଧୀ ଜୟନ୍ତୀ ବା ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଏ। ପ୍ରତିବର୍ଷ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ପାଳିତ ହୁଏ। ମହାତ୍ମା ଗାନ୍ଧୀ ୨ ଅକ୍ଟୋବର ୧୮୬୯ରେ ଗୁଜୁରାଟର ପୋର ବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟିଶମାନଙ୍କ…

କୋଭିଡ୍ ଟେଷ୍ଟ କରାଇଲେ ଡୋନାଲ୍ଟ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ, ରିପୋର୍ଟକୁ ଅପେକ୍ଷା

ଓ୍ୱାଶିଂଟନ୍: କୋଭିଡ୍ ଟେଷ୍ଟ କରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ । ରିପୋର୍ଟକୁ ଏବେ ସେମାନେ ଅପେକ୍ଷା କରିଛନ୍ତି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କର ଜଣେ ଘନିଷ୍ଠ ପରାମର୍ଶଦାତା ହୋପ୍…

ଓଡିଶା ସହ ଗାନ୍ଧୀଙ୍କ ସମ୍ପର୍କ…

ଭୁବନେଶ୍ୱର: ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ବା ମହାତ୍ମା ଗାନ୍ଧୀ । ତାଙ୍କୁ ଜାତିର ପିତା ବୋଲି ମଧ୍ୟ ସମ୍ବୋଧନ କରାଯାଏ । ଆଜି ହେଉଛି ତାଙ୍କ ୧୫୧ ତମ ଜୟନ୍ତୀ ।ଇଂରେଜଙ୍କ ବିରୋଧରେ ଅହିଂସାର ସ୍ୱର ଶାଣିତ କରିଥିବା ଏହି ମହାତ୍ମାଙ୍କୁ ସାରା ଦେଶ ଆଜି ମନେ ପକାଉଛି । ଓଡିଶା ସହ ମଧ୍ୟ…

‘ଶାସ୍ତ୍ରୀ ଓ ଗାନ୍ଧୀ ଜୟନ୍ତୀ’ ଅବସରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ । ଏହି ଉପଲକ୍ଷେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଗାନ୍ଧିଜୀ ଓ…

ଭାରତରେ ପହଂଚିଲା ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ବି୭୭୭ ବିମାନ

ନୂଆଦିଲ୍ଲୀ: ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବି୭୭୭ ବିମାନ ଆମେରିକାରୁ ଆସି ଦିଲ୍ଲୀରେ ପଂହଚିଛି । ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଏହି ବିମାନକୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଛି । ୨୦୧୮ରେ ବିମାନ ନିର୍ମାତା ବୋଇଙ୍ଗ କମ୍ପାନୀ ସହ ଏଥିନେଇ…

ଭାରତରେ ଦିନକୁ ୮୭ ଦୁଷ୍କର୍ମ ହେଉଛି : ନ୍ୟାଶନାଲ କ୍ରାଇମ ରେକର୍ଡ

ନୂଆଦିଲ୍ଲୀ: ନ୍ୟାଶନାଲ କ୍ରାଇମ ରେକର୍ଡର ଏକ ଡାଟା ଏବେ ଚିନ୍ତାର କାରଣ ସାଜିଛି । ଭାରତରେ ଦିନକୁ ୮୭ ଦୁଷ୍ମର୍ମ ହେଉଛି । ମହିଳାଙ୍କ ବିରୋଧରେ ୨୦୧୯ରେ ୪୦୫୮୬୧ଟି ଅପରାଧ ହୋଇଛି । ୨୦୧୮ ତୁଳନାରେ ମହିଳାଙ୍କ ବିରୋଧରେ ୭.୩ ପ୍ରତିଶତ ଅପରାଧ ବୃଦ୍ଧି ପାଇଛି । ଉତରପ୍ରଦେଶରେ ସର୍ବାଧିକ ୫୯୮୫୩ଟି…

କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଏ ନେଇ ସୋସିଆଲ ସାଇଟରେ ମଧ୍ୟ ଟୁଇଟ କରିଛନ୍ତି । ମୁଁ କୋଭିଡ-୧୯ରେ ଆକ୍ରାନ୍ତ, ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇ ନେବା ସହ ପୃଥକବାସରେ ରହିବା ପାଇଁ ଅନୁରୋଧ…

ଆସନ୍ତା ଅକ୍ଟୋବର ୩ରେ ‘ଅଟଳ ଟନେଲ’ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୩ ତାରିଖ, ଦିନ ୧୦ଟା ସମୟରେ ହିମାଚଳ ପ୍ରଦେଶର ରୋହଟାଙ୍ଗରେ ବିଶ୍ୱର ଦୀର୍ଘତମ ଟନେଲ  ଅଟଳ ଟନେଲର ଉଦଘାଟନ କରିବେ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶରେ ଅଟଳ ଟନେଲ ଉଦଘାଟନ ପରେ ଦୁଇଟି ସାଧାରଣ ସଭାକୁ…