Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାଣ୍ଡେଲଉଡ଼ ଡ୍ରଗ୍ସ ମାମଲା: ୫ ଦିନ ଯାଏଁ ଇଡି କଷ୍ଟେଡିରେ ଏହି ଦୁଇ ଅଭିନେତ୍ରୀ 

ବେଙ୍ଗାଲୁରୁ: ବେଙ୍ଗାଲୁରୁର ସ୍ୱତନ୍ତ୍ର ନାର୍କୋଟିକ୍ ଡ୍ରଗ୍ସ ଏବଂସାଇକୋଟ୍ରୋପିକ୍ ସବଷ୍ଟେନ୍ସ (ଏନଡିପିଏସ୍) କୋର୍ଟ କନ୍ନଡ ଅଭିନେତ୍ରୀଙ୍କୁ କଷ୍ଟେଡିରେ ନେଇଛି । ଡ୍ରଗ୍ ସମ୍ବନ୍ଧୀୟ ମାମଲାରେ ଏହି ଦୁହିଁଙ୍କୁ ଗିରଫ କରାଯାଇଥିବା ସୂଚନା। ଇଡି ଏହାର ଆବେଦନରେ ଦର୍ଶାଇଛି ଯେ, କନ୍ନଡ…

କରୋନା ମହାମାରୀ ମଧ୍ୟରେ ୩ଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ କରୋନା ମହାମାରୀ ମଧ୍ୟରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ…

ସୁଶାନ୍ତଙ୍କ ଶେଷ ଫଟୋରୁ ଜଣାପଡେ ସେ ମୃତ୍ୟୁ ପାଇଁ ସଂଗ୍ରାମ କରିଛନ୍ତି !

ନୂଆଦିଲ୍ଲୀ: ଏମ୍ସ ଟିମର ଜଣେ ଡାକ୍ତର ସୁଶାନ୍ତଙ୍କ ମୃତ ଶରୀରର ଫୋଟୋ ଦେଖି ସ୍ପଷ୍ଟ କରିଥିଲେ ଯେ ତାଙ୍କୁ ମୃତ୍ୟୁ ପାଇଁ ଅନେକ ସଂଗ୍ରାମ କରିବାକୁ ପଡିଛି । ଏନେଇ ସୂଚନା ଦେଇଛନ୍ତି ମୃତ ସୁଶାନ୍ତଙ୍କ ଓକିଲ । ଏମ୍ସର ଜଣେ ଡାକ୍ତର ସୁଶାନ୍ତଙ୍କ ମୃତ୍ୟ ପରର ଫୋଟୋ ଦେଖି ଏଭଳି ରାୟ ଦେଇଥିବା…

ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପୁରୀର ଏହି ଯୁବ କଳାକାର

ପୁରୀ: ଆଇସକ୍ରିମ କାଠିରେ ଗଣେଶଙ୍କ ପ୍ରତିମା ତିଆରି କରି ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ପୁରୀର ୧୯ ବାର୍ଷିୟ ଯୁବ କଳାକାର ବିଶ୍ୱଜିତ ନାୟକ। ଏହି ପ୍ରତିମା ତିଆରି କରିବାକୁ ୫୫୭୫ ଟି ଆଇସକ୍ରିମ କାଠିର ବ୍ୟବହାର ହୋଇଥିବା ଜଣାପଡିଛି। ଆଇସକ୍ରିମ ବାଡିରେ ଭଗବାନ ଗଣେଶଙ୍କ…

ନିୟମିତ ଭାବରେ ଡ୍ରଗ୍ସ କିଣୁଥିଲେ କରନ ଜୋହରଙ୍କ ଏହି ସହଯୋଗୀ: NCB

ମୁମ୍ବାଇ: ସୁଶାନ୍ତ ସିଂଙ୍କ ମୃତ୍ୟୁ ରହସ୍ୟ ଖୋଲୁ ଖୋଲୁ ଧୀରେ ଧୀରେ ଫିଟୁଛି ବଲିଉଡର କଳା ଗୁମର । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶୁକ୍ରବାର ଦିନ ଦେଇଥିବା ତଥ୍ୟ ଅନୁଯାୟୀ, ଚଳଚ୍ଚିତ୍ର ନିର୍ମାତା କରନ ଜୋହରଙ୍କ ଅତି ନିକଟତମ ସହଯୋଗୀ ଏବଂ ଧର୍ମା ପ୍ରଡକ୍ସନ୍ସର ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର…

ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟ ଫାଇନାଲ୍ : ଶ୍ରେଷ୍ଠ ୧୦ରେ ରହିଲେ ସୁମନ୍ତ ଓ ସୋନାଲି ଯୋଡି

ଭୁବନେଶ୍ୱର: ବ୍ୟାଡ ସାଲସା ଯୋଡି ସୁମନ୍ତ ଓ ସୋନାଲି ମଜୁମଦାର ଯୋଡି ଆମେରିକାଜ ଗଟ୍ ଟାଲେଣ୍ଟର ସିଜିନ ୧୫ରେ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ରହିଛନ୍ତି । ଓଡିଆ ପୁଅ ସୁମନ୍ତକୁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଥମରୁ ଭଲ ପ୍ରଦର୍ଶନ କରିଆସିଥିଲେ ସୁ୍‌ଦ୍ଧା ଏହି ଯୋଡି ଶ୍ରେଷ୍ଠ ୫…

ଆଜି NCBରେ ହାଜର ହେବେ ରକୁଲ ଓ କରିସ୍ମା ପ୍ରକାଶ, କାଲି ଦୀପିକା-ସାରା-ଶ୍ରଦ୍ଧାଙ୍କ ପାଳି

ମୁମ୍ବାଇ: ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ତନାଘନା ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଏନସିବିରେ ହାଜର ହେବେ ରକୁଲ ପ୍ରୀତ ସିଂହ । ପଚରାଉଚରା ପାଇଁ ତାଙ୍କୁ ସମନ କରଯାଇଥିଲା । ଏହାସହ ଦୀପିକା ପାଦୁକୋନଙ୍କ ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି ଆଜି ପଚରାଉଚରା କରିବ…

ଦେଶରେ ୫୮ ଲକ୍ଷ ଟପିଲା କୋଭିଡ ପଜିଟିଭଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଡେଇଁଲା ୯୨ ହଜାର

ନୂଆଦିଲ୍ଲୀ: ବେଲଗାମ କରୋନା ଦେଶରେ ଅସମ୍ଭାଳ କରୋନା ସ୍ଥିତି । ପ୍ରତିଦିନ ଚିହ୍ନଟ ହେଉଛନ୍ତି ପାଖାପାଖି ଲକ୍ଷେ ସଂକ୍ରମିତ । ୧୦୦୦ ଉପରେ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି । ବେଳକୁ ବେଳ ଏହା ନିଜର କରାଳ ରୂପ ନେଇ ଚାଲିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ଭାରତ ବନ୍ଦ: କୃଷି ବିଲକୁ ବିରୋଧ କରି ରାଜରାସ୍ତାରେ ଚାଷୀ

ନୂଆଦିଲ୍ଲୀ: କୃଷି ବିଲକୁ ଚାଷୀଙ୍କ ଜୋରଦାର ବିରୋଧ । ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଦେଶର କୃଷକ । ଦେଶବ୍ୟାପୀ ଆଦି ହରତାଲ କରୁଛନ୍ତି ଚାଷୀ । ବନ୍ଦ ପାଳନକୁ ସମର୍ଥନ ଦେଇଛନ୍ତି ବହୁ କୃଷକ ସଂଗଠନ ଓ ରାଜନୈତିକ ଦଳ ।…

ବିହାର ବିଧାନସଭା ଏବଂ ଓଡ଼ିଶା ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇପାରେ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ଫୁଙ୍କି ପାରନ୍ତି ନିର୍ବାଚନ କମିଶନ । ଘୋଷଣା ହୋଇପାରେ ତାରିଖ । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଳ ବିଧାନସଭା ଉପନିର୍ବାଚନ ନେଇ ମଧ୍ୟ ତାରିଖ ଘୋଷଣା ହୋଇପାରେ । ମଧ୍ୟାହ୍ନ ସାଢ଼େ ୧୨ଟାରେ ନିର୍ବାଚନ…