Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍. ପି. ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

ଚେନ୍ନାଇ: କୋଭିଡ ୧୯ ସଂକ୍ରମିତ ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ପି ବାଲସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିଥିବା ଜଣାପଡିଛି । ଆଜି ସେ ଚିକିତ୍ସିତ ହେଉଥିବା ଏମଜିଏମ୍ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ବୁଲେଟିନରେ ସୂଚନା ଦିଆଯାଇଛି । ତାଙ୍କ ଅବସ୍ଥାରେ ସୁଧାର ଆସୁ ନ ଥିବା ବେଳେ ତାଙ୍କୁ…

ବିଗ୍ ବସ୍ ୧୪: ସଲମାନ ଖାନଙ୍କ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ବିଷୟରେ ଜାଣନ୍ତୁ

କିମ୍ବଦନ୍ତୀ ବଲିଉଡର ପ୍ଲେକ୍ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ସାନୁଙ୍କୁ ବିଗ୍ ବସ୍ ୧୪ ଘର ଭିତରେ ଦେଖିବାକୁ ମିଳିବ । ଗୁରୁବାର ଦିନ ବିଗ୍ ବସ୍ ର ନୂଆ ସିଜିନର ପ୍ରଥମ ପ୍ରତିଯୋଗୀ ଭାବରେ ଜାନଙ୍କୁ ପରିଚିତ କରାଯାଇଥିଲା । ରିୟଲିଟି ସୋ’ର ହୋଷ୍ଟ ସଲମାନ ଖାନ ଏକ ଭର୍ଚୁଆଲ ସାମ୍ବାଦିକ…

କେନ୍ଦ୍ରମନ୍ତ୍ରୀଙ୍କ ପରେ କରୋନା ନେଲା ଆଉ ଜଣେ ନେତାଙ୍କ ମୁଣ୍ଡ

ବେଙ୍ଗାଲୁରୁ: କେନ୍ଦ୍ର ରେଳ ମନ୍ତ୍ରୀ ସୁରେଶ ଅଙ୍ଗଡି କୋଭିଡ-୧୯ରେ ମୃତ୍ୟୁବରଣ କରିବାର ଗୋଟିଏ ଦିନ ପରେ ଏହି ମାରାତ୍ମକ ଭୁତାଣୁ କର୍ଣ୍ଣାଟକ ବିଡର ବିଧାୟକ ଅର୍ଜୁନ ବାସଭାକଲ୍ୟାଣ ନାରାୟଣ ରାଓଙ୍କ ମୃତ୍ୟୁ ର କାରଣ ହୋଇଛି । ମୃତ୍ୟୁବରଣ ବେଳେ ବିଧାୟକ  ୬୬ ବର୍ଷର ହୋଇଥିଲେ। ଗତ କିଛି ଦିନ…

ଗୁଜୁରାଟ ମନ୍ତ୍ରୀ, କଂଗ୍ରେସ ବିଧାୟକ ପାଇଲେ ‘ଶ୍ରେଷ୍ଠ ବିଧାୟକ ପୁରସ୍କାର’

ଗାନ୍ଧୀନଗର: ଗୁଜୁରାଟ ଶିକ୍ଷା ମନ୍ତ୍ରୀ ଭୁପେନ୍ଦ୍ରସିନ ଚୁଡାସାମାଙ୍କୁ ୨୦୨୦ ପାଇଁ ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଗୁରୁବାର ଦିନ ବିଧାନସଭାରେ କଂଗ୍ରେସ ବିଧାୟକ ମୋହନସିନ୍ହ ରଥଭା ୨୦୧୯ ପାଇଁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଗୁଜୁରାଟ ବିଧାନସଭା ବାଚସ୍ପତି…

ନାଳରୁ ବାହାରିଲା ବିରାଟକାୟ ମୂଷା; ଦେଖନ୍ତୁ ଭାଇରାଲ ଭିଡ଼ିଓ

ମେକ୍ସିକୋ : ମେକ୍ସିକୋ ନାଳରୁ ମିଳିଲା ଏକ ବିରାଟକାୟ ମୂଷା । ଯାହାର ଆକାର ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ମେକ୍ସିକୋ ସିଟି ରାସ୍ତାରେ ଏକ ବିରାଟ 'ମୂଷା' ଦେଖିବାକୁ ମିଳିଥିଲା। ​​ ମେକ୍ସିକୋ ସହରରରେ ଥିବା ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଫା କରୁଥିବା ଶ୍ରମିକମାନେ ସେଠାରେ ଏକ…

ବିବାହର ୩ ସପ୍ତାହ ନପୁରୁଣୁ ନିଜ ସ୍ୱାମୀଙ୍କ ସହ ସବୁ ସମ୍ପର୍କ ଭାଙ୍ଗିବେ ପୁନମ ପାଣ୍ଡେ

ମୁମ୍ବାଇ: ନିଜ ତିନି ସପ୍ତାହର ବିବାହକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୁନମ ପାଣ୍ଡେ । ହନିମୁନ୍‌ରେ ତାଙ୍କ ଉପରେ ଆକ୍ରମଣ ହେବା ପରେ ସେ ନିଜ ସ୍ୱାମୀ ସାମ୍ ବମ୍ବେଙ୍କ ସହ ବିବାହ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ମିରର୍ ର ରିପୋର୍ଟ ଅନୁଯାୟୀ ପୁନମ କହିଛନ୍ତି ଯେ,…

କୃଷକମାନଙ୍କ ପରେ, ଶ୍ରମିକ/କର୍ମଚାରୀଙ୍କୁ ଟାର୍ଗେଟ କରୁଛି ମୋଦୀ ସରକାର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ସଂସଦ ଦ୍ୱାରା ପାରିତ ହୋଇଥିବା ତିନୋଟି ଶ୍ରମ ସଂସ୍କାର ବିଲ୍ ଉପରେ ଗୁରୁବାର ସରକାରଙ୍କୁ ଆକ୍ରମଣ କରିଛନ୍ତି। ବୁଧବାର ସଂସଦ ତିନୋଟି ପ୍ରମୁଖ ଶ୍ରମ ସଂସ୍କାର ବିଲ୍ ଅନୁମୋଦନ କରିଛି ଯାହା କମ୍ପାନୀଗୁଡିକ ବନ୍ଦ କରିବାରେ ବାଧା ଦୂର…

ଆହ୍ଲାବାଦ ହାଇକୋର୍ଟର ନାମ ପରିବର୍ତ୍ତନ ଆବେଦନକୁ ଖାରଜ କଲେ ଖୋଦ ହାଇକୋର୍ଟ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟ ନିଜକୁ ନାମ ପରିବର୍ତ୍ତନ କରିବା ପାଇଁ ଏକ ଆବେଦନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟର ଏକ ଲକ୍ଷ୍ନୌ ବେଞ୍ଚ ଏକ ଜନସ୍ୱାର୍ଥ ମକଦ୍ଦମା ଆକାରରେ ଦାଖଲ ହୋଇଥିବା ଏହି ମକଦ୍ଦମାକୁ ଖାରଜ କରି ଏହାକୁ ଏକ ପ୍ରଚାର ଷ୍ଟଣ୍ଟ ମକଦ୍ଦମା ବୋଲି କହିଛି। ଓକିଲ ଅଶୋକ…

ଫିଟ୍ ଇଣ୍ଡିଆ ମୁଭମେଣ୍ଟ ବାର୍ଷିକୀରେ ବୟସ ନିର୍ଦ୍ଦିଷ୍ଟ ଫିଟନେସ୍ ପ୍ରୋଟୋକଲ୍ ଆରମ୍ଭ କରିଛନ୍ତି ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଫିଟ୍ ଇଣ୍ଡିଆ ଆନ୍ଦୋଳନର ପ୍ରଥମ ବାର୍ଷିକୀ ପାଳନ କରିବା ପାଇଁ ଏକ ଅନଲାଇନ୍ ସଂଳାପ ସମୟରେ ଫିଟ୍ ଇଣ୍ଡିଆ ବୟସ ଭିତ୍ତିକ ଫିଟନେସ୍ ପ୍ରୋଟୋକଲ୍ ଆରମ୍ଭ କରିଛନ୍ତି । ଫିଟନେସ୍ ଉତ୍ସାହୀଙ୍କ ସାହାଯ୍ୟରେ ପ୍ରସ୍ତୁତ ପ୍ରୋଟୋକଲଗୁଡିକୁ…

ଆଣ୍ଟି-ସିଏଏ ହିଂସା: କ୍ୟାମ୍ପସରେ ଘଟଣାର ପୁନଃ ତଦନ୍ତ ଦାବି କଲେ AMU ଛାତ୍ର

ଅଲିଗଡ: ଅଲିଗଡ ମୁସଲିମ ୟୁନିଭରସିଟି (ଏମୟୁ) ଛାତ୍ରମାନେ ଡିସେମ୍ବର ୧୫ରେ ଘଟିଥିବା CAA ବିରୋଧୀ ହିଂସା ଘଟଣାର ପୁନଃ ଯାଞ୍ଚ ଦାବୀ କରିଛନ୍ତି । ତତ୍ ସହିତ ନିର୍ଦ୍ଦୋଷ ବ୍ୟକ୍ତିଙ୍କ ବିରୋଧରେ  ରୁଜୁ ହୋଇଥିବା ମାମଲା ଉଠାଇନେବାକୁ ପୋଲିସକୁ ଅନୁରୋଧ କରିଛନ୍ତି । ବୁଧବାର ଦିନ…