Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶରେ ୫୯ ଲକ୍ଷ ଟପିଲା କରୋନା କେସ୍, ମୃତ୍ୟୁସଂଖ୍ୟା ୯୩ ହଜାର

ନୂଆଦିଲ୍ଲୀ: ଦେଶର କରୋନା ମହାମାରୀ ମାଡ଼ି ମାଡ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୮୫ ହଜାର ୩୬୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫୯ ଲକ୍ଷ ୩ହଜାର ୯୩୩କୁ ବୃଦ୍ଧି ପାଇଛି । ଦେଶେ ଏବେ ଲକ୍ଷେ ମୁହାଁ ହୋଇଛି କରୋନା ମୃତ୍ୟୁସଂଖ୍ୟା । ଏଣିକି…

ଡ୍ରଗ୍ସ ଲିଙ୍କ: ଆଜି NCB ଜେରାର ସାମନା କରିବେ ଦୀପିକା-ସାରା-ଶ୍ରଦ୍ଧା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସାମନାକୁ ଆସିଥିବା ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ । ଆଜି ଏହି ମାମଲାରେ ଏନସିବି ଦୁଆରେ ହାଜର ହେବେ ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ । ତାଙ୍କ ସହ ଆଜି ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁର ବି…

‘ପିଆଜ ରପ୍ତାନି ଉପରୁ ପ୍ରତିବନ୍ଧକ ହଟାଅ’: ମହାରାଷ୍ଟ୍ର ମନ୍ତ୍ରୀ

ମହାରାଷ୍ଟ୍ର: କୃଷି ମନ୍ତ୍ରୀ ସନ୍ଦୀପ ଭୁମେ ପିଆଜ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। କେନ୍ଦ୍ରକୁ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଲେଖିଥିବା ଚିଠିରେ ସେ ଏହି ଦାବି କରିଛନ୍ତି। ଚିଠିରେ କୁହାଯାଇଛି ଯେ ପିଆଜ…

ଆସିଲା ବିହାର ନିର୍ବାଚନ ସୂଚୀ: ଜାଣନ୍ତୁ ଜରୁରୀ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ ଆୟୋଗ (ଇସିଆଇ) ଘୋଷଣା କରିଛି। ଅକ୍ଟୋବର ୨୮, ନଭେମ୍ବର ୩ ଏବଂ ୭ ରେ ତିନୋଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୧୦ ରେ ଫଳାଫଳ ଘୋଷଣା କରାଯିବ। ବିଶ୍ୱରେ କରୋନା ମହାମାରୀ ମଧ୍ୟରେ ଏହା ଭାରତରେ ହେବାକୁ…

୨୦୨୧ରେ ଆରମ୍ଭରେ ଆସୁଛି କରୋନା ଟୀକା!!

ବେଜିଂ: ଚାଇନା ର ଅଗ୍ରଣୀ କମ୍ପାନୀ  ସିନୋଭ୍ୟାକ୍ ୨୦୨୧ ମସିହା ଆରମ୍ଭରେ ଆମେରିକା ସମେତ ପୁରା ବିଶ୍ୱ ପାଇଁ  ଟିକା ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା ସୂଚନା ଦେଇଛି । ଆମେରିକାରେ କରୋନାଭ୍ୟାକ୍ ବିକ୍ରୟ ପାଇଁ ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ଆଡମିନିଷ୍ଟ୍ରେସନର ଅନୁମୋଦନ ଲୋଡୁଥିବା…

କୋଲକାତା ପୋର୍ଟ ଟ୍ରଷ୍ଟରେ ଡିଜିଟାଲ୍ ପୁସ୍ ପାଇଁ ବିନିଯୋଗ ହବ ୪୦କୋଟି

କୋଲକାତା: ଶ୍ୟାମା ପ୍ରସାଦ ମୁଖାର୍ଜୀ  ନାମିତ କୋଲକାତା ବନ୍ଦର ଟ୍ରଷ୍ଟରେ ଡିଜିଟାଲ୍ ଟେକ୍ନୋଲୋଜି ରେ କାର୍ଯ୍ୟ ବ୍ୟବସ୍ଥା ଆରମ୍ଭ ହୋଇଛି । ବ୍ୟବସାୟ ପ୍ରକିୟାକୁ ସହଜ କରିବା ପାଇଁ ଉଦିଷ୍ଟ ବିଭିନ୍ନ ପ୍ରକଳ୍ପ ପାଇଁ ଏହା ୪୦କୋଟି ଟଙ୍କା  ବ୍ୟୟ ବରାଦ କରାଯିବ ବୋଲି ବୁଧବାର  ଜଣେ ଅଧିକାରୀ…

ଗାଭାସ୍କରଙ୍କ ଅରୁଚିକର ମନ୍ତବ୍ୟ ଜବାବରେ କଣ କହିଲେ ଅନୁଷ୍କା..?

ମୁମ୍ବାଇ: ଆଇପିଏଲର ଗତକାଲି ମ୍ୟାଚରେ ବିରାଟଙ୍କ ପ୍ରଦର୍ଶନ ଖରାପ ହେବାରୁ କମେଣ୍ଟ୍ରି ବେଳେ ଏକ ଅରୁଚିକର ମନ୍ତବ୍ୟ ଦେଇଥିଲେ କ୍ରିକେଟର ସୁନୀଲ ଗାଭାସ୍କର । ଯାହାର କଡା ଜବାବ ଦେଇଛନ୍ତି ଅନୁଷ୍କା । ବିରାଟ ଆଉଟ୍ ହୋଇଯିବା ପରେ କମେଣ୍ଟ୍ରି ବେଳେ ଗାଭାସ୍କର କହିଥିଲେ ଯେ, 'ଯେଉଁ ସମୟରେ…

ୟୁଜି, ପିଜି ପ୍ରଥମ ବର୍ଷ ଛାତ୍ର-ଛାତ୍ରୀଙ୍କ ପାଇଁ ଆସିଲା ନିର୍ଦେଶାବଳୀ

ନୂଆଦିଲ୍ଲୀ: ୟୁଜିସି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରଥମ ବର୍ଷର ଗ୍ରାଜୁଏଟ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ଶୁକ୍ରବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ ଟ୍ୱିଟରରେ ଛାତ୍ରଛାତ୍ରୀଙ୍କୁ ଏହା…

ପାଠ୍ୟକ୍ରମରୁ ହଟିଲା ନେହେରୁଙ୍କ ନୀତି ଓ ଅଯୋଧ୍ୟା ବିବାଦ

ଗୁଆହାଟି: ଆସାମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (AHSEC) ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନୀତି, ଶିଖ ବିରୋଧୀ ଦଙ୍ଗା, ଅଯୋଧ୍ୟା ବିବାଦ, ମହିଳା ସଶକ୍ତିକରଣ ଏବଂ ସଂଖ୍ୟାଲଘୁ ଅଧିକାର ଆଦି ବିଷୟକୁ ପାଠ୍ୟକ୍ରମରୁ ବାଦ ଦେଇଛି । ମହାମାରୀ ସମୟରେ ଛାତ୍ରମାନଙ୍କ ଉପରେ…

ଛାତ୍ରମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ମାର୍ଗଦର୍ଶନ କରିବା ପାଇଁ ଆରମ୍ଭ ହେଲା ‘U-Rise’ ପୋର୍ଟାଲ

ଲକ୍ଷ୍ନୌ: ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇବାରେ ସାହାଯ୍ୟ କରିବା ପାଇଁ ଉତ୍ତରପ୍ରଦେଶ ସରକାର ୟୁ-ରାଇଜ୍ କିମ୍ବା ୟୁନିଫାଏଡ୍ ରିମାଇଗେଡ୍ ଇନୋଭେସନ୍ ଫର୍ ଷ୍ଟୁଡେଣ୍ଟସ୍ ସଶକ୍ତିକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ ଛାତ୍ରମାନଙ୍କୁ କ୍ୟାରିୟର କାଉନସେଲିଂ ସହାୟତା ପ୍ରଦାନ କରିବ…