Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାତୀ ସହ ସାଥୀ ହେବେ ରାଣା ଡଗୁବତୀ, ରିିଲିଜ୍ ଅପେକ୍ଷାରେ ଫିଲ୍ମ !

ତେଲେଙ୍ଗାନା: ବେଶ କିଛିଦିନ ଧରି ଚର୍ଚ୍ଚା ଜୋର ଧରିଥିଲା । ବାହୁବଲି ଫେମ୍ ଅଭିନେତା ରାଣା ଡଗୁବତୀଙ୍କୁ ହୋଇଛି ଦୁଃସାଧ୍ୟ ରୋଗ । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା । ଏପରିକି ସେ ରୁଗ୍‌ଣ ଦେଖାଯାଉଥିବା ଓ ତାଙ୍କ ଶରୀରର ଓଜନ କମୁଥିବା ଖବର ମଧ୍ୟ ଭାଇରାଲ୍ ହୋଇଥିଲା । ଶେଷରେ…

ପାକିସ୍ତାନ ଭିଜା ପାଇଁ ଆଫଗାନିସ୍ତାନରେ ଦଳଚକଟା, ୧୫ ମୃତ

ନାଙ୍ଗରହାର: ଆଫଗାନିସ୍ତାନର ନାଙ୍ଗରହାର ଅଂଚଳରେ ପାକିସ୍ତାନ ଯିବା ପାଇଁ ଭିଜା ପ୍ରଦାନ କରାଯାଉଥିଲା । ଏଥିପାଇଁ ଏକ ଷ୍ଟାଡିୟମର ଆୟୋଜନ କରାଯାଇଥିଲା ସୁଦ୍ଧା ଏତେ ମାତ୍ରାରେ ଭୀଡ ହୋଇଥିଲା ଯେ, ଦଳଚକଟାରେ ୧୫ ଲୋକ ମୃତ୍ୟୁବରଣ କରିଛନ୍ତି । ଗଭର୍ଣ୍ଣର ଅତାଉଲ୍ଲାହ ଖୋୟାଗନୀ ଏହି ଦୁଃଖଦ ଘଟଣା…

[ଭିଡିଓ] ମୋବାଇଲରେ କଏଦ ଖୁଲମ୍‌ଖୋଲା ଲୁଟ୍ ମାମଲା !

କର୍ନାଟକ: ଦିନ ଦ୍ୱିପହରେ ଛୁରୀ ଦେଖାଇ ଲୁଟ୍ । ଲୁଟ୍ ସମୟରେ ରାସ୍ତା ଶୁନଶାନ୍ ନଥିଲା । ସାଧାରଣ ଦିନ ପରି ସାଧାରଣ ଲୋକେ ଯିବାଆସିବା ବି କରୁଥିଲେ । ହେଲେ କେହି ଜଣେ ଏପରି ଘଟଣାକୁ ରୋକିବା ଲାଗି ସାହାସ ଜୁଟାଇ ପାରିନଥିଲେ । ଏହି ଭିଡିଓରେ ଦୁଇଜଣ ଯୁବକ ଛୁରୀ ଦେଖାଇ ଜଣେ ବ୍ୟକ୍ତିଙ୍କୁ…

ବନ୍ୟା ପ୍ରପୀଡିତଙ୍କ ପାଇଁ ୧.୫ କୋଟି ଦାନ କଲେ ବାହୁବଳୀ

ହାଇଦ୍ରାବାଦ: ବନ୍ୟା ପୀଡିତଙ୍କ ପାଇଁ ଆଗେଇ ଆସିଲେ ବାହୁବଳୀ । ବନ୍ୟା ଦ୍ୟାରା ପ୍ରଭାବିତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ । ବନ୍ୟା ପ୍ରପୀଡିତଙ୍କ ପାଇଁ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୫ କୋଟି ଟଙ୍କା ଦାନ କରିଛନ୍ତି । ଦକ୍ଷିଣ…

ଜିମ୍ବାୱେ ଜାତୀୟ କ୍ରିକେଟ୍ ଦଳର ଭାରତୀୟ କୋଚ୍‌ଙ୍କୁ ପାକିସ୍ତାନ ମନା !

ନୂଆଦିଲ୍ଲୀ: ପାକିସ୍ତାନରେ ଜିମ୍ବାୱେ କ୍ରିକେଟ ଦଳ ତିନୋଟି ଲେଖାଏଁ ଦିନିକିଆ ଓ ଟି୨୦ ସିରିଜ୍ ଖେଳିବ । ଅକ୍ଟୋବର ୩୦ରେ ପ୍ରତିଯୋଗୀତା ଆରମ୍ଭ ହେବାକୁ ଥିବାବେଳେ କରୋନା ମାହାମାରୀ ପାଇଁ ଦର୍ଶକଙ୍କୁ ମିଳିବନି ଷ୍ଟାଡିୟମରେ ପ୍ରବେଶ ଅନୁମତି । ମଙ୍ଗଳବାର ଜିମ୍ବାୱ୍ୱେ ଦଳ ପାକିସ୍ତାନରେ…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ!

ଲଣ୍ଡନ:  ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ବେତନକୁ ନେଇ ସନ୍ତୁଷ୍ଟ ନୁହନ୍ତି ଏବଂ ସେଥିରେ ତାଙ୍କ ଚଳିବା କଷ୍ଟକର ହୋଇପଡ଼ୁଛି। ତାଙ୍କ ନିକଟରେ ଚଳିବାକୁ ଟଙ୍କା ନାହିଁ। ରିପୋର୍ଟ ଅନୁଯାୟୀ, ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଯେତିକି ବେତନ ପାଉଛନ୍ତି…

ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ତାଲିବାନଙ୍କ ଆକ୍ରମଣ, ୨୫ ନିହତ

କାବୁଲ: ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ଉପରେ ତାଲିବାନ ଆତଙ୍କବାଦି ସଂଗଠନ ବଡ ଧରଣର ଆକ୍ରମଣ କରିଛି । ଏଥିରେ ୨୫ ଆଫଗାନ ପୋଲିସକର୍ମୀ ନିହତ ହୋଇଛନ୍ତି । ଏବେ ବି ତଖାର ଅଂଚଳରେ ସୁରକ୍ଷାକର୍ମୀ ଓ ତାଲିବାନ ମଧ୍ୟରେ ସଂଘର୍ଷ ଜାରି ରହିଛି । ତେବେ କେତେ ଜଣ ଆତଙ୍କବାଦୀ ମରିଛନ୍ତି ଏହା…

କେବିସି ୧୨: ପ୍ରତିଯୋଗୀ ଜିତିଲେ ୧.୬ ଲକ୍ଷ ହେଲେ ମିଳିଲା ୫ ଲକ୍ଷ

ମୁମ୍ବାଇ: ଲୋକପ୍ରିୟ ରିୟାଲିଟି ସୋ କୌନ ବାନେଗା କରୋଡ଼ପତି (କେବିସି) ୧୨ ରେ ମୁମ୍ବାଇର ସ୍ୱରୂପା ଦେଶପାଣ୍ଡେ ଭାଗ ନେଇଥିଲେ। ତାଙ୍କର ସଂଘର୍ଷମୟ ଜୀବନୀ ପାଇଁ ଏହି ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସମେତ ସମସ୍ତେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କର ଏହି ଆଦର୍ଶ ଯାତ୍ରା ଅନ୍ୟମାନଙ୍କ…

କେନ୍ଦ୍ର କର୍ମଚାରୀଙ୍କୁ ସରକାରଙ୍କ ଦଶହରା ଭେଟି

ନୂଆଦିଲ୍ଲୀ: ପୂଜା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ଦଶହରା ଭେଟି । ମୋଦୀ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ପୂଜା ବୋନସ । କେନ୍ଦ୍ର କ୍ୟାବିନେଟରେ ଏନେଇ ନିସ୍ପତ୍ତି ହୋଇଛି । ଏହି…

ପ୍ରେରଣା : ୯ ମାସ ପରିଶ୍ରମ କରି ୩୦୦ ମିଟର ସଡକ ନିର୍ମାଣ କଲେ୧୫୯ ପରିବାରର ମହିଳା

ଭିଲାଇ: ପୁନର୍ବାର ମହିଳା ଶକ୍ତି ଅସମ୍ଭବ ବୋଲି କିଛି ଶବ୍ଦ ନାହିଁ ପ୍ରମାଣିତ କରିପାରିଛନ୍ତି । ଏଠାରେ ଥିବା ଜଙ୍ଗଲମୟ ପରିବେଶରେ ପାହାଡ ଉପରେ ରହିଛି ମାଆ ଶୀତଳାଙ୍କ ମନ୍ଦିର । ମୂଖ୍ୟ ରାସ୍ତାଠାରୁ ଏହା ୩କିଲୋମିଟର ଦୂରରେ ଅବସ୍ଥିତ । ଭଲ ରାସ୍ତା ନ ଥିବାରୁ ଭକ୍ତମାନେ ନାନାପ୍ରକାର…