Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଧ୍ୱଂସୀ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲର ସଫଳ ପରୀକ୍ଷଣ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ତିକ୍ତତା ସମୟରେ କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ । ଆଜି ସଫଳତାର ସହ 'ନାଗ' ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ୟ୍ୟାୟକୁ ପରୀକ୍ଷଣ କରିଛି । ସକାଳ ୬ଟା ୪୫ ମିନିଟରେରେ ରାଜସ୍ଥାନର ପୋଖରାନ୍…

ଇ-କମର୍ସ କମ୍ପାନୀ ମାଲାମାଲ, ଫେଷ୍ଟିଭାଲ୍ ସେଲରେ ୨୨ ହଜାର କୋଟି କାରବାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଅନଲାଇନ୍ କିଣାବିକାରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ପୂଜା ଫେଷ୍ଟିଭାଲ ସେଲରେ ୬ ଦିନରେ ଇ-କମର୍ସ କମ୍ପାନୀ ୨୨ ହଜାର କୋଟି ଟଙ୍କାର ଜିନିଷ ବିକ୍ରି କରିଛନ୍ତି । ୨୦୧୮ ଓ ୨୦୧୯ ଫେଷ୍ଟିଭାଲ୍ ସେଲ୍ ତୁଳନାରେ ଏବର୍ଷ ଅନଲାଇନରେ ଅଧିକ ବିକ୍ରି ହୋଇଛି…

ବ୍ରାଜିଲରେ ଅକ୍ସଫୋର୍ଡ ଟିକା ଟ୍ରାଏଲରେ ସାମିଲ ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ

କରୋନା ଭ୍ୟାକସିନର ହ୍ୟୁମାନ ଟ୍ରାଏଲ ବେଳେ ବ୍ରାଜିଲରୁ ସାମନାକୁ ଆସିଛି ଏକ ନିରାଶାଜନକ ଖବର । ଆଷ୍ଟ୍ରାଜେନିକା ଓ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନେଇଥିବା ଜଣେ ସ୍ୱେଚ୍ଛାସେବୀଙ୍କର ମୃତ୍ୟୁ ହୋଇଛି । ବ୍ରାଜିଲର ହେଲ୍ଟ ଅଥରିଟି ଆନଭିସା ପକ୍ଷରୁ ଏନେଇ ସୂଚନା…

ଆଜି ନୌସେନାରେ ସାମିଲ ହେବ INS କଭରାତି

ବିଶାଖାପାଟଣା: ଭାରତୀୟ ନୌସେନାରେ ଆଜି ସାମିଲ ହେବ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଡ଼ା ଜାହାଜ ବିଧ୍ୱଂସୀ ଯୁଦ୍ଧତୋପ INS କଭରାତି । ସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ବାଣେ ବିଶାଖାପାଟଣାରେ ନୌସେନା ଡକୟାର୍ଡରେ ଏହାକୁ ବିଧିବଦ୍ଧ ଭାବରେ ନୌସେନାରେ ସାମିଲ କରାଇବେ । ପ୍ରୋଜେକ୍ଟ…

ଜିତିଲେ ସଞ୍ଜୟ ଦତ୍ତ, ହାରିଲା କ୍ୟାନସର

ମୁମ୍ବାଇ: ଦଶହରାରେ ଫ୍ୟାନଙ୍କୁ ଖୁସି ଖବର ଦେଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ । ହାରିଲା କ୍ୟାନସର, ଜିତିଲେ ସଞ୍ଜୁ ବାବା । ମାରାତ୍ମକ କର୍କଟ ରୋଗ ସହ ଲଢ଼ି ସେ ସୁସ୍ଥ ହୋଇଛନ୍ତି । ନିଜେ ସୋସିଆଲ୍ ମିଡିଆରେ ଏହି ଖୁସି ଖବର ଦେଇଛନ୍ତି ସଞ୍ଜୟ ଦତ୍ତ । ଏହି ଖବର ତାଙ୍କର ଲକ୍ଷ ଲକ୍ଷ…

ମହାରାଷ୍ଟ୍ରରେ ସିବିଆଇକୁ ନୋ ଏଣ୍ଟ୍ରି, ପ୍ରବେଶ ପୂର୍ବରୁ ଅନୁମତି ଆବଶ୍ୟକ

ମୁମ୍ବାଇ: ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାସ୍ତାରେ ମହାରାଷ୍ଟ୍ର । କୌଣସି ନୂଆ ମାମଲାର ତଦନ୍ତ ପାଇଁ ମହାରାଷ୍ଟ୍ର ଆସିଲେ ଏଣିକି ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଦ୍ଧବ ଠାକରେଙ୍କ ସରକାର । ସିବିଆଇକୁ ତଦନ୍ତ ପାଇଁ…

ବାଣୀ କାପୁରଙ୍କୁ ଧରି ଗାଁ ଚଣ୍ଡିଗଡରେ ପହଂଚିଲେ ଅଭିନେତା ଆୟୁଷ୍ମାନ୍ !

ମୁମ୍ବାଇ: ବଲିଉଡର ଭର୍ସାଟାଇଲ୍ ଆକ୍ଟର ଆୟୁଷ୍ମାନ ଖୁରାନା । ବଜେଟ୍ କମ୍ ହେଲେ ବି ତାଙ୍କ ଫିଲ୍ମ ସବୁବେଳେ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇଥାଏ । ଏପରିକି ଫିଲ୍ମ ନିର୍ମାତାମାନେ ବି ତାଙ୍କୁ ଗ୍ୟାରେଣ୍ଟିର ସହ ସାଇନ୍ କରାଇଥାନ୍ତି । ଆଗାମୀ ଦିନରେ ଏହି ଅଭିନେତା ଏକ ନୂଆ ପ୍ରୋଜେକ୍ଟରେ ନଜର…

ନାସାର ଓସିରିସ୍‌-ରେକ୍ସ ଆଷ୍ଟରୟେଡ ବେନକୁ ଛୁଇଁଲା, ଜାପାନ ପରେ ଆମେରିକାକୁ ବଡ ସଫଳତା

ନ୍ୟୁୟର୍କ: ଆମେରିକା ସ୍ପେଶ ଏଜେନ୍ସି ବୁଧବାର ଆଉ ଏକ ସଫଳତା ହାସଲ କରିଛି । ଜାପାନର ପରେ ଦ୍ୱିତୀୟ ଦେଶ ଭାବେ ନାସାର ମହାକାଶଯାନ ଓସିରିସ୍‌-ରେକ୍ସ ମହାକାଶରେ ଆଷ୍ଟରୟେଡ ବେନୁକୁ ଛୁଇଁବାରେ ସଫଳ ହୋଇଛି । ଏଥିରୁ ନମୁନା ମଧ୍ୟ ସଂଗ୍ରହ କରିଛି ଓସିରିସ୍‌-ରେକ୍ସ । ନାସାର ଏହି ମହାକାଶଯାନ…

ମିଳିଲାନି ଜାତୀୟ ଦଳରେ ସ୍ଥାନ, ସନ୍ୟାସ ନେବେ କି ଏହି ବରିଷ୍ଠ କ୍ରିକେଟର୍ ?

ଭୁବନେଶ୍ୱର: ଅକ୍ଟୋବର ୩୦ ଠାରୁ ପାକିସ୍ତାନରେ ଆରମ୍ଭ ହେବ ଦିନିକିଆ ଓ ଟି୨୦ ସିରିଜ୍ । ରାୱଲପିଣ୍ଡିରେ ଦିନିକିଆ ଓ ଗଦ୍ଦାଫି ଷ୍ଟାଡିୟମରେ ହେବ ଟି୨୦ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଘୋଷଣା କରିଛି ୨୨ ଜଣିଆ ଦଳ । ହେଲେ ଦଳରେ ସ୍ଥାନ ପାଇନଥିବାରୁ ଜଣେ ବରିଷ୍ଠ…

ଆସନ୍ତୁ ଜାଣିବା ବିହାର ନିର୍ବାଚନ ପ୍ରଚାର ବେଳେ ହଠାତ୍ କାହିଁକି ସାର୍ଟ ଚିରି ପକାଇଲେ କଂଗ୍ରେସ ପ୍ରାର୍ଥୀ

ସମସ୍ତୀପୁର: ବିହାର ନିର୍ବାଚନର ପ୍ରଚାର ଜୋର ଧରିବାରେ ଲାଗିଛି । ବିଭିନ୍ନ ଦଳ ମତଦାତାଙ୍କ ମନ ଜିଣିବା ପାଇଁ ବିଭିନ୍ନ ପ୍ରକାର ରଣନୀତି ଆପଣାଉଛନ୍ତି । ବୁଧବାର ରୋସଡା ବିଧାନସଭା ଅଂଚଳର କଂଗ୍ରେସ ପ୍ରାର୍ଥୀ ନାଗେନ୍ଦ୍ର କୁମାର ବିକଳ ପ୍ରଚାର ବେଳେ ହଠାତ୍ ତାଙ୍କ ସାର୍ଟ ଚିରି ପ୍ରତିଜ୍ଞା…