Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇପିଏଲ୍ ପରେ ଲଙ୍କା ପ୍ରିମିୟର ଲିଗ୍‌, ଭାରତରୁ ମାତ୍ର ୨ ଖେଳାଳି !

ଭୁବନେଶ୍ୱର: ଆଇପିଏଲ ପରେପରେ ଆରମ୍ଭ ହେବ ଏଲ୍‌ପିଏଲ୍‌(ଲଙ୍କା ପ୍ରିମିୟର ଲିଗ୍‌) । ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏହି ଟି୨୦ ପ୍ରତିଯୋଗୀତାରେ ଭାଗ ନେବେ ମାତ୍ର ୫ଟି ଟିମ୍ । ୧୫ ଦିନ ମଧ୍ୟରେ ଅନୁଷ୍ଠିତ ହେବ ୨୩ଟି ମ୍ୟାଚ୍ । ନଭେମ୍ବର ୮ରେ ଆଇପିଏଲ ସରୁଥିଲାବେଳେ ନଭେମ୍ବରରୁ ୨୧ରୁ…

ବିଶ୍ୱର ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମରେ କିଏ ଖେଳିବ ପ୍ରଥମେ ?

ନୂଆଦିଲ୍ଲୀ: ଗୁଜରାଟ ଅହମଦାବାଦର ମୋଟେରା କ୍ରିକେଟ୍ ଷ୍ଟାଡିୟମ । ବିଶ୍ୱରେ ସବୁଠୁ ବଡ । ଏହି ଷ୍ଟାଡିୟମରେ ପ୍ରଥମେ ଏକ ଦିନରାତି ଗୋଲାପି ବଲ୍ ଟେଷ୍ଟ କ୍ରିକେଟ୍ ମ୍ୟାଚ୍‌ର ଆୟୋଜନ ହେବ । ଯେଉଁଥିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ନିକଟରେ ଏ ନେଇ ଖୋଦ ବିସିସିଆଇ ପ୍ରେସିଡେଣ୍ଟ…

[ଭିଡିଓ] ବୟସ ୬୮, ସାଇକେଲରେ ୨୨୦୦ କିମି ଦୂର ଯିବେ ଠାକୁର ଦେଖି !

ମୁମ୍ବାଇ: ଭକ୍ତିରେ ଭୋଳ ଭକ୍ତ କିଛି ବି କରିପାରେ । ଚାଲିପାରେ ନିଆଁରେ, ଝୁଲିପାରେ କଣ୍ଟାରେ ଓ ରହିପାରେ ଯାବତଜୀବନ ଉପବାସରେ । ତେବେ ଏଭଳି କୌଣସି ଉଦାହରଣ ନୁହେଁ ବରଂ ଜଣେ ମହିଳାଙ୍କ ଭକ୍ତି ଆଗରେ ସତରେ ଅବା ହାର ମାନିଛି ବୟସର ବାଧକତା । ସୋସିଆଲ ମିଡିଆରେ ଏହି ଭିଡିଓ ବହୁଳ ମାତ୍ରାରେ…

ଧୋନୀଙ୍କ ପରେ ବିଜୟଙ୍କ ଝିଅକୁ ଦୁଷ୍କର୍ମ ଧମକ !

ତେଲେଙ୍ଗାନା: ବାୟୋପିକ୍ 800ରେ ଅଭିନୟ କରିବା ନେଇ ଅଭିନେତା ବିଜୟ ସେଥୁପତି ସମାଲୋଚନାର କେନ୍ଦ୍ରରେ ରହିଥିଲେ । ହେଲେ ସୋମବାର ଖୋଦ ମୁରଲିଧରନ୍ ତାଙ୍କୁ ଫିଲ୍ମରୁ ଓହରିଯିବାକୁ କହିଥିଲେ । ଯାହା ପରେ ବିଜୟ ଫିଲ୍ମରେ ଅଭିନୟ ନ କରିବା ନେଇ ସ୍ପଷ୍ଟ କରିଥିଲେ । ହେଲେ ସୋସିଆଲ ମିଡିଆରେ ଏବେ ବି…

ନିମୋରୋଜରେ ବୋମା ବିସ୍ଫୋରଣରେ, ୧୨ ପୋଲିସ କର୍ମଚାରୀ ନିହତ

କାବୁଲ: ଆଫଗାନିସ୍ତାନର ନିମୋରୋଜ ଅଂଚଳରେ ବୋମା ବିସ୍ଫୋରଣ ଘଟିବା ଯୋଗୁ ୧୨ ପୋଲିସ କର୍ମଚାରୀ ନିହତ ହୋଇଛନ୍ତି ।  ମୃତ ପୋଲିସ କର୍ମଚାରୀଙ୍କ ଭିତରେ ଜିଲ୍ଲା ପୋଲିସ ମୁଖ୍ୟ ରହିଛନ୍ତି । ଗତ ରବିବାର ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତରେ ଏକ ଆତ୍ମଘାତି କାର୍ ବୋମା ବିସ୍ଫୋରଣ ହୋଇଥିଲା । ଏହି…

ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୨ ମିନିଟର ୧୨ କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ସନ୍ଧ୍ୟା ୬ଟାରେ ୧୨ମିନିଟ ଧରି ସମ୍ବୋନ୍ଧିତ କରିଥିଲେ । ଆସନ୍ତୁ ଜାଣିବା ଏହି ୧୨ ମିନିଟର ୧୨ କଥା ୧.କରୋନା ବିପକ୍ଷରେ ଆମେ ଲମ୍ବା ଲଢ଼େଇ ଲଢ଼ୁଛେ । ଏବେ ଆର୍ଥୀକ ଗତିବିଧିରେ ଉନ୍ନତି ଆସିଛି । ଘରୁ ଲୋକେ ବାହାରୁଛନ୍ତି ।…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ :ସଂକ୍ରମଣ କମିଛି, ଲକଡାଉନ ହଟିଛି ହେଲେ କରୋନା ଭାଇରାସ ଯାଇନି

ନୂଆଦିଲ୍ଲୀ:ପାର୍ବଣ ପରିବେଶ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ୧୨ ମିନିଟ ଉଦବୋଧନ ଦେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମିଛି, ଲକଡାଉନ ଉଠିଛି ହେଲେ କରୋନା ମହାମାରୀ ଯାଇନାହିଁ ବୋଲି ସତର୍କ କରାଇ ଦେଇଛନ୍ତି । ପାର୍ବଣ ଋତୁ ଆସୁଛି,…

ଏମବିବିଏସ ପରୀକ୍ଷାରେ ନକଲ କରୁଥିବା ବେଳେ ଧରାପଡିଲେ ହାଇଟେକ ମୁନ୍ନାଭାଇ

ଆଗ୍ରା: ଏଠାରେ ଭୀମରାଓ ଆମ୍ବେଦକର ୟୁନିଭରସିଟିରେ ଏମବିବିଏସ ପରୀକ୍ଷରେ ନକଲ କରି ଧରା ପଡିଛନ୍ତି ୧୦ ହାଇଟେକ ମୁନ୍ନାଭାଇ । ନକଲ ହୋଉଥିବା ଅଭିଯୋଗ ପାଇବା ପରେ ପ୍ରିନ୍ସପାଲ ଅଶୋକ କୁମାର ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ନକଲକାରୀ ଧରିବା ପରେ ତାଙ୍କ ଶୈଳି ନେଇ ଆଶ୍ଚର୍ଯ୍ୟଚକିତ…

ଶାସନ ଗାଦି ଛାଡ଼ିବେ ୟେଦୁରପ୍ପା!!

ବାଙ୍ଗାଲୋର: କର୍ଣ୍ଣାଟକ ବିଜେପିରେ ପଡ଼ିଲାଣି ଫାଟ । ପଦାରେ ପଡ଼ିଲାଣି ଦଳର ଅନ୍ତଃକନ୍ଦଳ । ଦଳୀୟ ବିଧାୟକ ବସନଗୌଡା ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କ ଶାସନରେ ଖୁସି ନଥିବା କହିଛନ୍ତି । ବିଜେପି ବିଧାୟକ ବସନଗୌଡା ଯତନାଲ ଦାବୀ କରିଛନ୍ତି ଯେ ହାଇ କମାଣ୍ଡ ବିଏସ ୟେଦୁରପ୍ପାଙ୍କ ଉପରେ…

ସୁନା ସ୍ମଗଲିଂର ନୂଆ ତରିକା, ଗୋଲ୍ଡ ପୋଷ୍ଟ !

ତାମିଲନାଡୁ: କେତେବେଳେ ନକଲି ଚୁଟି ମଧ୍ୟରେ, ତ କେତେବେଳେ ମଳଦ୍ୱାରରେ ଲୁଚାଇ ସୁନା ତସ୍କରି ଖବର ଆପଣ ନିଶ୍ଚୟ ପଢିଥିବେ । ହେଲେ ସିଲ୍ ପ୍ୟାକ୍ ଭ୍ୟାସଲିନ୍ କିମ୍ବା ହେୟାର ଜେଲ୍ ଟ୍ୟୁବ୍ ଭିତରେ ସୁନା ସ୍ମଗଲିଂ ବିଷୟରେ ବୋଧ ହୁଏ ଆପଣ ଜାଣିନଥିବେ । ଏମିତି ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି…