Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିହାର ଭୋଟରଙ୍କୁ କଂଗ୍ରେସର ପ୍ରତିଶ୍ରୁତି, କ୍ଷମତାକୁ ଆସିଲେ ମାସିକ ୧୫ଶହ ଟଙ୍କା ବେରୋଜଗାରୀ ଭତ୍ତା

ପାଟନା: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ସରଗରମ । ସରକାରକୁ ଆସିଲେ ନିଯୁକ୍ତି ନମିଳିବା ଯାଏ ମାସିକ ୧୫ ଶହ ଟଙ୍କା ଲେଖାଏ ବେରୋଜଗାରୀ ଭତ୍ତା ଦେବ କଂଗ୍ରେସ । ପ୍ରଥମ କ୍ୟାବିନେଟ୍ ବୈଠକରେ ୧୦ ଲକ୍ଷ ନିଯୁକ୍ତି ନେଇ ଫୈସଲା ନିଆଯିବ । ବିହାର ଭୋଟରଙ୍କୁ ଏହି ଦଳ ପ୍ରତିଶ୍ରୁତି ଦେଇଛି…

କରାଚି ବିସ୍ଫୋରଣ; ଏପର୍ଯ୍ୟନ୍ତ ୩ ମୃତ ୧୫ ଆହତ

କରାଚି: ପଡୋଶୀ ଦେଶ ପାକିସ୍ତାନରେ କରାଚିରେ ଏକ ବଡ଼ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଏହି ବିସ୍ଫୋରଣ ଗୁଲଶାନ-ଇ-ଇକବାଲରେ ମସ୍କାନ ଚୋରାଙ୍ଗିର ଦୁଇ ମହଲା କୋଠାରେ ଘଟିଛି। ତେବେ ବ୍ଲାଷ୍ଟ…

ଗୁଗୁଲ୍‌ ବିରୋଧରେ ମାମଲା ରୁଜୁ କଲେ ଆମେରିକା ସରକାର

ୱାଶିଂଟନ୍: ଆମେରିକା ସରକାର ଗୁଗୁଲ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି। ନ୍ୟାୟ ବିଭାଗ ପକ୍ଷରୁ ଦାଖଲ ହୋଇଥିବା ଏହି ଅଭିଯୋଗରେ ଲୋକପ୍ରିୟ ଆଇଟି କମ୍ପାନୀ ଅନ୍‌ଲାଇନ୍‌ ପ୍ରତିଯୋଗିତା ମାଧ୍ୟମରେ ଗ୍ରାହକମାନଙ୍କ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବା ପାଇଁ ଏହାର ପ୍ରାଧାନ୍ୟର ଅପବ୍ୟବହାର କରୁଥିବାର…

କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି: ICMR

ନୂଆଦିଲ୍ଲୀ: କାମ ଦେଉନି ପ୍ଲାଜମା ଥେରାପି । ଏଥିପାଇଁ କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି । ନ୍ୟାଶନାଲ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପିକୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ଆଇସିଏମ୍‌ଆର୍ ବିବୃତି ଜାରି କରି ଏଭଳି କହିଛନ୍ତି । ପ୍ଲାଜମା ଥେରାପିର ରେଜଲ୍ଟକୁ…

ଆମେରିକାର ପ୍ରତିରକ୍ଷା ଏବଂ ବୈଦେଶିକ ସଚିବଙ୍କ ଆସନ୍ତା ସପ୍ତାହରେ ଭାରତ ଗସ୍ତ

ୱାଶିଂଟନ୍: ଭାରତ-ଚୀନ୍ ସୀମାରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସ୍ପ‌ର୍ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଏବଂ ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଆସନ୍ତା ସପ୍ତାହରେ ଭାରତ ଗସ୍ତ କରିବେ। ଏହି ସମୟ ମଧ୍ୟରେ ଚୀନ୍‌ର ରଣନୀତିକ ଆହ୍ୱାନର ମୁକାବିଲା…

୪୦ ଫୁଟ ତଳକୁ ଖସିଲା ବସ୍, ୫ ମୃତ ଓ ୩୫ ଆହତ

ମହାରାଷ୍ଟ୍ର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବ୍ରିଜ ଉପରୁ ୪୦ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ହୋଇଛନ୍ତି ୩୫ ଜଣ । ମହାରାଷ୍ଟ୍ରର ନନ୍ଦୁରବାର ଅନ୍ତର୍ଗତ ଖାମଚନ୍ଦର ଗାଁ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବସ୍ ଡ୍ରାଇଭର, ହେଲପର ଓ ତିନି…

ପୋଲିସ ସହିଦ ସ୍ମୃତି ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲା ସାରା ଦେଶ

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପାଳନ କରାଯାଉଛି ୬୧ତମ ପୋଲିସ ସହିଦ ସ୍ମୃତି ଦିବସ । ଏହି ଅବସରରେ ସହିଦ ପୋଲିସ କର୍ମଚାରୀଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଇଛି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶମାତୃକା ପାଇଁ…

୨୪ ଘଣ୍ଟାରେ ୫୪ ହଜାର ନୂଆ ଆକ୍ରାନ୍ତ, ୬୧ ହଜାର ସୁସ୍ଥ, ୭୧୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଟ୍ରେଣ୍ଡ । ଦୈନିକ ଆକ୍ରାନ୍ତଙ୍କ କମ୍ ଚିହ୍ନଟ ହେଉଛନ୍ତି । ସୁସ୍ଥ ହେଉଛନ୍ତି ଅଧିକ । ମୃତ୍ୟୁସଂଖ୍ୟା ବି କମିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୫୪ ହଜାର ୪୪ ନୂଆ ଆକ୍ରାନ୍ତ ଟଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୬ ଲକ୍ଷ ୫୧…

ଲଘୁଚାପ ନେଇପାରେ ଡିପ୍ରେସନ୍ ରୂପ, ଓଡ଼ିଶାର ଏସବୁ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଇପାରେ ଡିପ୍ରେସନର ରୂପ । ଏବେ ଅଧିକ ଘନୀଭୂତ ହେଉଛି । ଆସନ୍ତା ୨୪ ଘଣ୍ଟାରେ ଓ୍ୱେଲ ମାର୍କଡ ଲୋକ ପ୍ରେସରରେ ପରିଣତ ହେବ । ଧୀରେ ଧୀରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ଲଘୁଚାପ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ…

ସାତ ମାସ ପରେ ଆଜିଠୁ ଖୋଲିବ କାଜିରଙ୍ଗା ଜାତୀୟ ଉଦ୍ୟାନ

ଆସାମ: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ଅଭୟାରଣ୍ୟ । କରୋନା ଓ ଲକଡାଉନ୍ ଯୋଗୁ ସାତ ମାସ ବନ୍ଦ ରହିଥିଲା । ଆଜି ପୁଣି ଥରେ ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମହଲରେ ଖୁସି । ତେବେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରାଯିବ । ଜିପ୍ ସଫାରିକୁ କେବଳ…