Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁମ୍ବାଇ ଛାଡି କାହିଁକି ଲଖ୍ନୌ ଗଲେ ଜନ୍ ଆବ୍ରାହାମ୍ ?

ମୁମ୍ବାଇ: କାଲିଠୁ ଆରମ୍ଭ ହେବ ଫିଲ୍ମ ସତ୍ୟମେବ ଜୟତେ-୨ର ସୁଟିଂ । ପୂର୍ବଥର ଭଳି ସିକ୍ୱେଲ ପାର୍ଟରେ ନଜର ଆସିବେ ଜନ୍ ଆବ୍ରାହାମ୍ । ହେଲେ କୌଣସି ଆକ୍ଟିଭ ଅଭିନେତ୍ରୀ ନୁହେଁ ବରଂ ପ୍ରଯୋଜକ ଭୂଷଣ କୁମାରଙ୍କ ସ୍ତ୍ରୀ ଦିବ୍ୟା ଖୋସ୍‌ଲାଙ୍କ ସହ ସେ ରୋମାନ୍ସ କରିବାରେ ନଜର ଆସିବେ । ଆଜି ଜନ୍…

ଫିଲ୍ମ ପଠାନ୍ ପାଇଁ ସଜବାଜ ଶାହରୁଖ ଖାନ୍ !

ମୁମ୍ବାଇ: କରୋନା କଟକଣାରେ ବି ଅନୁମତି ପାଇବା ପରେ ଧୀରେଧୀରେ ମଇଦାନକୁ ଓହ୍ଲାଇଲେଣି ବଲିଉଡ ସେଲିବ୍ରିଟି । ଆରମ୍ଭ ହେଲାଣି ଅଧା ପଡିଥିବା ଫିଲ୍ମର ସୁଟିଂ, ପ୍ରସ୍ତୁତ ହେଉଛି ନୂଆନୂଆ ପ୍ରେଜେକ୍ଟ ପାଇଁ ଯୋଜନା । କିଛି ଦିନ ପୂର୍ବରୁ ନିଜ ଟିମ୍ କୋଲକାତା ନାଇଟ୍ ରାଇଡର୍ସର ଖେଳ ଦେଖିବା ପାଇଁ…

ମାନସିକ ଚାପରେ ରହୁଛନ୍ତି ଆମ ସେନା !

ନୂଆଦିଲ୍ଲୀ: ସେପ୍ଟେମ୍ବରରେ କେବଳ ଲେଫନନେଂଟ କର୍ଣ୍ଣେଲ ଓ କର୍ଣ୍ଣଲ ର‌୍ୟାଙ୍କର ୬ ସୈନ୍ୟ ଅଧିକାରୀ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ସମସ୍ତଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ । ତା ମାନେ କଣ ଆମ ଭାରତୀୟ ସେନା ଚାପରେ ଅଛନ୍ତି ? ରକ୍ଷା ବିଶେଷଜ୍ଞ ଓ ଡାକ୍ତରଙ୍କ ରିପୋର୍ଟକୁ ଆଧାର କଲେ…

ଆତଙ୍କବାଦୀ ସାଥୀଙ୍କ ସହ ମିଶି ଭାରତ ବିରୋଧରେ ବଡ ଷଡଯନ୍ତ୍ର ରଚୁଛି ପାକିସ୍ତାନ

କରାଚୀ: ଆତଙ୍କବାଦୀ ସାଥୀଙ୍କ ସହ ମିଶି ପାକିସ୍ତାନ ଭାରତ ବିରୋଧରେ ବଡ ଧରଣର ଷଡଯନ୍ତ୍ର ରଚୁଛି । ରିପୋର୍ଟ ମୁତାବକ ପାକିସ୍ତାନୀ ସେନା ବାହିନୀ ମୁଖ୍ୟ କ୍ୱାମର ଜାଭେଦ ବାଜୱା ଆତଙ୍କବାସୀ ସଂଗଠନ ଲଶ୍କର-ଇ-ତୋଇବା ମୁଖ୍ୟ ହାଫିଜ ସଇଦ, ହିଜଜିବୁଲ ମଜାହିଦ୍ଦିନ ପ୍ରମୁଖ ସଲ୍ଲାଉଦ୍ଦିନଙ୍କୁ ଭାରତରେ…

କପିଲଙ୍କ ସୋ’କୁ କାହିଁକି ଆସିନଥିଲେ ଅମୀର ଖାନ ଓ ଧୋନୀ ?

ମୁମ୍ବାଇ: ଅଭିନେତା ତଥା ହାସ୍ୟ କଳାକାର କପିଲ ଶର୍ମା । ଦ କପିଲ ଶର୍ମା ସୋ'ର ମୁଖ୍ୟ ଚରିତ୍ର । ପ୍ରମୋଶନ କି ଟିଆରପି କେଳେଙ୍କାରୀ ନୁହେଁ । ଖୋଦ କପିଲଙ୍କ ପ୍ରତିଭା ହିଁ ଏହି ସୋ'କୁ ଟିଭି ଜଗତରେ ଆଣିଦେଇଛି ଶୀର୍ଷ ସ୍ଥାନ । କରୋନା ମହାମାରୀରେ ବି ସେ ଦର୍ଶକଙ୍କୁ ହସାଇବାକୁ ଭୁଲିନାହାନ୍ତି ।…

୧୦ ଟଙ୍କାରେ ବିରିୟାନୀ ବିକି ହୋଟେଲ ମାଲିକ ଗିରଫ !

ତାମିଲନାଡୁ: ମହଙ୍ଗା ପଡିଛି ଶସ୍ତାରେ ବିରିଆନୀ ବିକ୍ରୟ । ସାରା ଦେଶରେ ବିରିଆନୀର ଏକ ଭିନ୍ନ ଚାହିଦା ଥିବାବେଳେ ଖାସ କରି ତାମିଲନାଡୁର ଲୋକେ ଏହି ବ୍ୟଂଜନ ପାଇଁ ପାଗଳ ପ୍ରାୟ । ଲୋକଙ୍କୁ ଆକୃଷ୍ଟ କରିବାକୁ ଯାଇ ଜଣେ ହୋଟେଲ ମାଲିକ ମାତ୍ର ୧୦ ଟଙ୍କାରେ ପ୍ଲେଟ୍ ପିଛା ବିରିଆନୀ ବିକି ପୋଲିସ…

ଦେଶବାସୀଙ୍କୁ ଆଜି ସନ୍ଧ୍ୟା ୬ଟାରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ମଙ୍ଗଳବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ସେ ଟ୍ୱିଟ କରି ଜଣାଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସନ୍ଧ୍ୟା ୬ଟାରେ…

ଉପ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ନାଁକୁ ପରିହାସ କଲେ ଡେଭିଡ୍‌

ଆମେରିକା: ରିପବ୍ଲିକାନ୍ ପାର୍ଟିର ସିନେଟର ଡେଭିଡ ପର୍‌ଡ୍ୟୁ ଜାଣିଶୁଣି ଡେମୋକ୍ରାଟିକ୍ ପାର୍ଟିର ଉପ-ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ନାମକୁ ପରିହାସ କରିଥିବା ସୂଚନା ମିଳିଛି। ଏହା ପରେ ହାରିସ୍‌ଙ୍କ ସମର୍ଥକମାନେ କ୍ରୋଧିତ ହୋଇ ଟ୍ୱିଟର୍‌ରେ 'ମାଏ ନେମ୍‌ ଇଜ୍‌' ଏବଂ 'ଆଇ…

କୁମାର ବିଶ୍ୱାସଙ୍କ ଚୋରି କାର ମିଳିଲା

ନୂଆଦିଲ୍ଲୀ: ଜଣାଶୁଣା କବି ତଥା ପୂର୍ବତନ ଆପ୍ ନେତା କୁମାର ବିଶ୍ୱାସଙ୍କ ଚୋରି କାର ଶେଷରେ ମିଳିଲା । ୮ ମାସ ତଳେ ଗାଜିଆବାଦ ଘରୁ ବିଶ୍ୱାସଙ୍କ ଫର୍ଚୁନର କାର ଚୋରି ହୋଇ ଯାଇଥିଲା । ଉତରପ୍ରଦେଶ ପୋଲିସ ଏକ ଗାଡି ଚୋର ଗ୍ୟାଙ୍ଗକୁ ଧରିବା ପରେ ବିଶ୍ୱାସ କାର ମିଳିଥିଲା । ଏଥିନେଇ ସେ ପୋଲିସକୁ…

୬୭ ବର୍ଷ ପରେ ମହିଳାଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ; ଆମେରିକା

ନୂଆଦିଲ୍ଲୀ: ଆମେରିକାରେ ୬୭ ବର୍ଷ ପରେ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ସୂଚନା ମୁତାବକ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ମହିଳା ଜଣେ ଗର୍ଭବତୀଙ୍କୁ ହତ୍ୟା କରିବା ଏବଂ ପେଟକୁ କାଟି ଶିଶୁକୁ ଅପହରଣ କରିବା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆସନ୍ତା ଡିସେମ୍ବର ୮ରେ, ଆମେରିକା…