Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସାବାସ୍ କୁସୁମ୍‌: ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ ୧୫ ବର୍ଷର ଝିଅ

ପଞ୍ଜାବ: ସାହସିକତା ଦେଖାଇଲେ ୧୫ ବର୍ଷର କୁସୁମ । ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ । ଫୋନ୍ ଛଡାଇ ନଉଥିବା ଦୁଇ ଲୁଟେରାକୁ କାବୁ କଲେ କୁସୁମ । ପଞ୍ଜାବ ଜଳନ୍ଧରର ଜଣେ ୧୫ ବର୍ଷୀୟ ନାବାଳିକାର ଏହି ସାହସିକତା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । More power to…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କରେ ୨ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏବେ ସିବିଆଇ ଓ ଇଡି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ କନେକସନ ଆସିବା ପରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ସଜାଗ ହୋଇଯାଇଛି । ନାର୍କୋଟିକ୍ସ ବ୍ୟୁରୋ ଡ୍ରଗ୍ସ ଲିଙ୍କ କନେକସନ୍ ମାମଲାରେ ଦୁଇ ଜଣଙ୍କୁ…

ଗୋଆ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ପଞ୍ଜି: କରୋନା ଆକ୍ରାନ୍ତ ହୋଇଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ଡା. ପ୍ରମୋଦ ସାୱନ୍ତ। ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ, "ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ମୁଁ ହୋମ ଆଇସିଲେଶନରେ ଅଛି। ମୁଁ ଘରୁ ମୋ କାର୍ଯ୍ୟ କରିବି। ମୁଁ ଅନୁରୋଧ କରୁଛି ଯେ,…

ସଂସଦ ମୌସୁମୀ ଅଧିବେଶନରେ ଏଥର ପ୍ରଶ୍ନକାଳ ନାହିଁ, କାରଣ କହିଲେ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥର ଅଧିବେଶନର ରହିବ ନାହିଁ ପ୍ରଶ୍ନକାଳ । ଏହାପରେ ପ୍ରଶ୍ନ ଉଠୁଛି ସଂସଦ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ପ୍ରଶ୍ନକାଳକୁ କାହିଁକି ହଟାଇ ଦିଆଗଲା ? ଏହାର ସ୍ପଷ୍ଟୀକରଣ ରଖିଛନତି…

୭୮ ହଜାର ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ୩୭ ଲକ୍ଷ ଟପିଲା କରୋନା ମାମଲା, ମୃତ୍ୟୁ ସଂଖ୍ୟା ଟପିଲା ୬୬ ହଜାର

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଦେଇପାରିଲେନି ଡେଲିଭରୀ ଫି’, ନବଜାତକୁ ଲକ୍ଷେ ଟଙ୍କାରେ ବିକିଦେଲେ ବାପା-ମା’!

ଲକ୍ଷ୍ନୌ: ଟଙ୍କାର ଅଭାବ । ଅସହାୟ ବାପା-ମାଆ । ଦେଇପାରିଲେନି ହସ୍ପିଟାଲ ଫି’ । ଶେଷରେ ନବଜାତକୁ ଲକ୍ଷେ ଟଙ୍କାରେ ବିକି ଦେଲେ ଦମ୍ପତ୍ତି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଆଗ୍ରାରୁ । ଏଠାରେ ଜଣେ ମା’ ଡେଲିଭରୀ ଫି’ ଦେଇପାରି ନଥିଲେ । ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ…

ବନାରସର ଡଙ୍ଗା ଚାଳକଙ୍କୁ ରାସନ ଯୋଗାଇବେ ସୋନୁ ସୁଦ

ମୁମ୍ବାଇ: ପୁଣି ସହଯୋଗର ହାତ ବଢ଼ାଇଲେ ବଲିଉଡର ରିଆଲ ହିରୋ ସୋନୁ ସୁଦ । ଏବେ ବନ୍ୟାରେ କ୍ଷତିଗ୍ରସ୍ତୁ ହୋଇଥିବା ଡଙ୍ଗା ଚାଳକ ଏବଂ ତାଙ୍କ ପରିବାରକୁ ସହାତୟା କରିବାକୁ ଆଗେଇ ଆସିଛନ୍ତି ସୋନୁ । ଉତ୍ତରପ୍ରଦେଶ ବନାରସର ୩୫୦ ଡଙ୍ଗା ଚାଳକ ଏବଂ ସେମାନଙ୍କ ପରିବାର ସୋନୁ ଖୁବଶୀଘ୍ର ରାସନ ସାମଗ୍ରୀ…

‘ଯୁବକଙ୍କୁ ଭାଷଣ ନୁହେଁ ଚାକିରି ଦାରକାର’

ନୂଆଦିଲ୍ଳୀ: ଜିଡିପି ଅଭିବୃଦ୍ଧି ହ୍ରାସ ଓ ବେରୋଜଗାରିକୁ ନେଇ ପୁଣି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦୀର୍ଘ ସମୟ ଧରି ଅଟକି ରହିଥିବା ଏସଏସସି ଓ ରେଲଓ୍ଵେ ପରୀକ୍ଷାକୁ ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଯୁବ…

ଖେଳାଳିଙ୍କ ପରି ଫିଲ୍ମ ତାରକାଙ୍କ କରାଯାଉ ଡୋପ୍ ଟେଷ୍ଟ!

ଭୋପାଳ: କ୍ରୀଡା ବିତ୍‌ଙ୍କ ପରି ଫିଲ୍ମ ତାରକାଙ୍କର ମଧ୍ୟ ଡୋପ୍ ଟେଷ୍ଟ କରାଇବା ପାଇଁ ମଧ୍ୟପ୍ରଦେଶର ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ପତ୍ର ଲେଖିଛନ୍ତି । ଆଜିକାର ସମୟରେ ଯୁବ ପିଢିଙ୍କ ଆଇକନ୍ ପାଲଟିଛନ୍ତି ଫିଲ୍ମ ଷ୍ଟାର…

ଅନଲକ୍ ୪.୦ରେ ଚାଲିବ କି ଆଉ ୧୦୦ ଟ୍ରେନ୍‌!

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ମଙ୍ଗଳବାର ଦିନଠାରୁ ଅନଲକ୍ ୪.୦ ଆରମ୍ଭ ହୋଇଛି । ଏଭଳି ସମୟରେ ରେଳ ମନ୍ତ୍ରଣାଳୟ ଆଉ ୧୦୦ଟି ଟ୍ରେନ୍ ଚଳାଚଳ ନେଇ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି । ବର୍ତ୍ତମାନ ସମୟରେ କେବଳ ୨୩୦ଟି ଏକ୍ସପ୍ରେସ୍ ଟ୍ରେନ୍ ଗଡୁଛି, ଯେଉଁଥିରେ ୩୦ଟି…