Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀନଗରରେ ସିଆରପିଏଫର ପ୍ରଥମ ମହିଳା ଆଇଜି ହେଲେ ଚାରୁ ସିହ୍ନା

ଶ୍ରୀନଗର: ପ୍ରଥମ ଥର ପାଇଁ ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆରପିଏଫ୍‌) ଶ୍ରୀନଗର ସେକ୍ଟରରେ ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି । ଆତଙ୍କବାଦ ପ୍ରଭାବିତ ଅଞ୍ଚଳ ଶ୍ରୀନଗର ସେକ୍ଟରରେ ୧୯୯୬ ବ୍ୟାଚର ତେଲେଙ୍ଗାନା କ୍ୟାଡରର ଆଇପିଏସ୍ ଅଫିସର ଚାରୁ…

ଭାରତ ସୀମାରେ ଚୀନର ଅନୁପ୍ରବେଶ ଉଦ୍ୟମକୁ ନିନ୍ଦା କଲା ଆମେରିକା

ନୂଆଦିଲ୍ଲୀ: ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରି ପୁନର୍ବାର ଚୀନ ବିଫଳ ହୋଇଛି । ଭାରତୀୟ ସେନାଙ୍କ କଡା ଆଭିମୁଖ୍ୟ ଯୋଗୁ ଡ୍ରାଗନ ପଛକୁ ହଟିଛି । ମଙ୍ଗଳବାର ଆମେରିକାର ଡେପୁଟି ସେକ୍ରେଟାରୀ ଷ୍ଟିଫେନ୍ ବିଗନ କହିଛନ୍ତି, ଚୀନ ବାରମ୍ବାର ଭୁଲ କରୁଛି । ସବୁ ଦିଗରେ ବିସ୍ତାରବାଦୀ…

ଭାରତ-ଚୀନ୍ ସୀମା ବିବାଦ: ସ୍ଥିତି ସମୀକ୍ଷା କଲେ ଏନ୍‌ଏସ୍‌ଏ ଅଜିତ ଡୋଭାଲ

ନୂଆଦିଲ୍ଲୀ: ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ୍ । ସୀମା ବିବାଦକୁ ନେଇ ଏ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଏଲ୍‌ଏସିରେ ଉଭୟ ପକ୍ଷର ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଏହାରି ଭିତରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବରିଷ୍ଠ ଅଧବକାରୀଙ୍କ ସହ…

ଚୀନର ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କଲେ ଭାରତୀୟ ସେନା: ସର୍ଭେଲାନ୍ସ ସିଷ୍ଟମ, କ୍ୟାମେରା ଭାଙ୍ଗିଲେ

ଲଦାଖ: ଚୀନକୁ ମଙ୍ଗଳବାର ଭାରତୀୟ ସେନା ଆଉ ଏକ ଝଟକା ଦେଇଛନ୍ତି । ଏଲଏସିରେ ଚୀନ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା । ଏହାର ଖବର ପାଇବା ସେନା ଆଲର୍ଟରେ ରହିଥିଲା । ସୀମାରେ ପଂହଚିବା ପରେ ଭାରତୀୟ ସେନା ଚୀନର ସର୍ଭେଲାନ୍ସ ସିଷ୍ଟମ ଓ କ୍ୟାମେରା ଭାଙ୍ଗିବା ସହ ସେଠାରୁ ଘଉଡାଇ ଦେଇଥିଲା…

ପଞ୍ଚତତ୍ତ୍ୱରେ ବିଲିନ ହେଲା ପ୍ରଣବ ମୁଖାର୍ଜିଙ୍କ ପାର୍ଥୀବ ଶରୀର

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଶେଷକୃତ୍ୟ ମଙ୍ଗଳବାର ଦିନ ଦିଲ୍ଲୀ ସ୍ଥିତ ଲୋଧି ରୋଡ୍ ଶ୍ମଶାନ ଘାଟରେ ସଂପନ୍ନ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହିତ ତାଙ୍କୁ ବିଦାୟ ଦିଆଯାଇଥିବା ବେଳେ ପୁଅ ଅଭିଜିତ୍ ମୁଖାଗ୍ନି ଦେଇଥିଲେ ।…

ରାଜୀବ କୁମାର ହେଲେ ଭାରତର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଭାରତର ନୂଆ ନିର୍ବାଚନ କମିଶନର ଭାବେ ମଙ୍ଗଳ ବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି ରାଜୀବ କୁମାର । ପ୍ରାପ୍ତ ସୂଚନାନୁଯାୟୀ, ସେ ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଅରୋଡା ଏବଂ ନିର୍ବାଚନ କମିଶନର ସୁଶିଲ ଚନ୍ଦ୍ରାଙ୍କ ସହିତ ଭାରତ ନିର୍ବାଚନ କମିଶନର ସଦସ୍ୟ ଭାବେ ସାମିଲ…

ପ୍ରଣବ ମୁଖାର୍ଜିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଣବ ମୁଖାର୍ଜିଙ୍କ ନିଧନରେ ମଙ୍ଗଳବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପ ରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ୮୪ ବର୍ଷ ବୟସରେ ଶ୍ରୀ ମୁଖାର୍ଜି ଦିଲ୍ଲୀ କେଣ୍ଟ ସ୍ଥିତ ଆର୍ମି…

କିଏ ସେହି କାଫିଲ୍ ଖାନ ? ଯାହାଙ୍କୁ ଜେଲରୁ ତୁରନ୍ତ ମୁକ୍ତି ନିର୍ଦ୍ଦେଶ ଦେଲେ ଆହ୍ଲାବାଦ ହାଇକୋର୍ଟ

ଉତ୍ତରପ୍ରଦେଶ: ନାଗରିକତା ସଂଶୋଧନ ଆଇନ ଉପରେ ଉତ୍ତେଜନା ସୃଷ୍ଟି କଲା ଭଳି ଭାଷଣ ଦେଇ ଗିରଫ ହୋଇଥିବା ଉତ୍ତରପ୍ରଦେଶର ଡାକ୍ତର କାଫିଲ୍ ଖାନଙ୍କୁ ଆଶ୍ୱସ୍ତି । ତାଙ୍କୁ ଜେଲରୁ ତୁରନ୍ତ ମୁକ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ତାଙ୍କ ବିରୋଧରେ ଲାଗିଥିବା ଜାତୀୟ…

କ୍ୟାନସର ହୋଇଥିବା ଜାଣିବା ପରେ ଧୂମ୍ରପାନ ଶିଖାଇଥିବା ସାଙ୍ଗକୁ ଗୁଳି କରି ହତ୍ୟା କଲେ ଯୁବକ

ଦିଲ୍ଲୀ: କ୍ୟାନସରରେ ପୀଡିତ ଥିବା ଜାଣିବା ପରେ ଧୂମ୍ରପାନ ଶିଖାଇଥିବା ସାଙ୍ଗକୁ ଗୁଳି କରି ହତ୍ୟା କଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ସ୍ଥିତ ଉତ୍କଳ ନାଗର ଅଞ୍ଚଳରେ । ଗଳା କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ସ୍ଥିତ ଉତ୍କଳ…

ଦେଶରେ କରୋନା ନେଲାଣି ୬୫ ହଜାର ଜୀବନ

ନୂଆଦିଲ୍ଲୀ: ଦେଶରେ ୩୬ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେଲେଣି । ପ୍ରତିଦିନ ହଜାର ହଜାର ନୂଆ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬୯ ହଜାର ୯୨୧ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ପଜିଟିଭ୍ କେସ୍ ୩୬ ଲକ୍ଷ ୯୧ ହଜାର ୧୬୭କୁ ବୃଦ୍ଧି ପାଇଛି । ସଂକ୍ରମଣ…