Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜିଠୁ ଜେଇଇ ମେନ, ରାଜ୍ୟର ୭ସହରରେ ୨୬ ସେଣ୍ଟର

ଭୁବନେଶ୍ୱର: ଆଇଆଇଟି ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠୁ ସାରା ଦେଶରେ ଅନୁଷ୍ଠିତ ହେଉଛି ଜେଇଇ ମେନ୍ । ଆସନ୍ତା ୬ ତାରିଖ ଯାଏଁ ପରୀକ୍ଷା ଚାଲିବ । କୋଭିଡ୍ କଟକଣା ଓ ସତର୍ଭିକାମୂଳକ ପଦକ୍ଷେପ ଭିତରେ ପରୀକ୍ଷା ହେଉଛି । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ ବା…

ଜିଓ ଫାଇବର୍‌ର ନୂଆ ଟାରିଫ୍ ପ୍ଲାନ୍ ‘ନୂଆ ଭାରତର ନୂଆ ଜୋଶ୍‌’ ଘୋଷଣା

ମୁମ୍ବାଇ / ଭୁବନେଶ୍ୱର: ଜିଓ ତାର ଗ୍ରାହକ ମାନଙ୍କୁ ସବୁବେଳେ କିଛି ନା କିଛି ଖାସ ଅଫର ରଖିଥାଏ | ସେହିଭଳି ନୂଆ ଓ ପୁରୁଣା ଜିଓ ଫାଇବର ଗ୍ରାହକଙ୍କୁ ମଧ୍ୟ ସେହିପରି ଅଫର ଦେବାକୁ ଘୋଷଣା କରିଛି | ଖାଲି ଘୋଷଣା କରିନି ଏକ ପ୍ରକାର ଅନ୍ୟ ପ୍ରତିଦ୍ବନ୍ଦିଙ୍କ ଠାରୁ ଭଲ ସେବା ଦେବାକୁ କହିଛି |…

ବାଲୁକା କଳାରେ ପ୍ରଣବଙ୍କୁ ସୁଦର୍ଶନଙ୍କ ଶ୍ରଦ୍ଧାଂଜଳି

ପୁରୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସବୁ ଦଳର ନେତା ଶ୍ରଦ୍ଧାଂଜଳି ଜଣାଇଛନ୍ତି । ପୁରୀ ବେଳାଭୂମିରେ ନିଜ ବାଲୁକା କଳାରେ ଏହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ଅନ୍ତର୍ଜାତୀୟ…

ଆସନ୍ତାକାଲି ନୂଆଦିଲ୍ଲୀରେ ହେବ ପ୍ରଣବ ମୁଖାର୍ଜୀଙ୍କର ଶେଷକୃତ୍ୟ

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ସାଢେ ୮ଟାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେବେ ପ୍ରଣବ । ଏଥି ସହ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା ହୋଇଛି । ଏହି ସମୟରେ ଦେଶର ସମସ୍ତ ସ୍ଥାନରେ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମ୍ମାନରେ ସାତ ଦିନିଆ ରଷ୍ଟ୍ରୀୟ ଶୋକ ଘୋଷିତ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ର ସରକାର ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ତାଙ୍କୁ ସମ୍ମାନ ଜଣାଇ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକାକୁ ସାତ ଦିନ ପାଇଁ ଅର୍ଦ୍ଧ ନମିତ କରିରଖାଯିବ । ଏହି ସମୟ ମଧ୍ୟରେ କୌଣସି ସରକାରୀ…

ପ୍ରଣବ ଦା’ଙ୍କ ବିୟୋଗ, ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ନବୀନ

ଭୁୁବନେଶ୍ୱର: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ସୋମବାର ସନ୍ଧ୍ୟାରେ ଦେହାନ୍ତ ହୋଇଛି । ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। Deeply saddened to know about the demise of…

ପ୍ରଣବଙ୍କ ବିୟୋଗରେ ଶୋକ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି । ସୋମବାର ସନ୍ଧ୍ୟାରେ ୮୪ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଅନେକ ରାଜନେତା ଟ୍ୱିଟ୍ କରି ପ୍ରଣବକୁ…

କରୋନା ମୁକାବିଲା ପାଇଁ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍ । ଓଡିଶା ସମେତ ଛତିଶଗଡ, ଝାରଖଣ୍ଡ ଓ ଉତ୍ତର ପ୍ରଦେଶକୁ ମଧ୍ୟ କେନ୍ଦ୍ରୀୟ ଟିମ୍ ଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି କେନ୍ଦ୍ରୀୟ ଟିମ୍ କରୋନା ମୁକାବିଲା କ୍ଷେତ୍ରରେ ସରକାରଙ୍କୁ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ୮୪ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ହୋଇଛି । ଏନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦୀର୍ଘ ଦିନ ହେବ ସେ କୋମାରେ ଥିଲେ । ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ…

ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କଲେ ପ୍ରଶାନ୍ତ ଭୂଷଣ, ଭରିଲେ ୧ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଭରିଲେ ଟଙ୍କିକିଆ ଜରିମାନା । ସୁପ୍ରିମକୋର୍ଟ ଆଜି ତାଙ୍କୁ ୧ ଟଙ୍କା ଜରିମାନା ଦଣ୍ଡିତ କରିଥିଲେ । ଏଥିସହ ଆସନ୍ତା ସେପ୍ଟେଟର ୧୫ ସୁଦ୍ଧା ୧ ଟଙ୍କା ଜରିମାନା ଭରଣା କରିବାରେ ଯଦି ସେ ବିଫଳ…