Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବେୟର ଗ୍ରୀଲ୍ସଙ୍କ ସହ ଅକ୍ଷୟ କୁମାରଙ୍କ ଖତରନାକ ଏଡଭେଞ୍ଚର୍ସ; ଦେଖନ୍ତୁ ଭିଡିଓ

..ଭୁବନେଶ୍ୱର: ଦୁନିଆର ସବୁଠୁ ଲୋକପ୍ରିୟ ଶୋ ‘ମେନ୍ ଭସେର୍ସ ୱାଇଲ୍ଡ’ରେ ବଲିଉଡ ଅଭିନେତା ଅକ୍ଷୟ କୁମାର ନଜର ଆସିବାକୁ ଯାଉଛନ୍ତି । ସୋମବାର ଦିନ ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ବେୟର ଗ୍ରୀଲ୍ସଙ୍କ ସହ ଖତରନାକ ଏଡଭେଞ୍ଚର୍ସ କରୁଥିବା ନଜର…

ବୃଦ୍ଧାଙ୍କ ଡ୍ୟାନ୍ସ ଜଲଓ୍ୱା, ଭିଡିଓ ଦେଖିଲେ ଖୁସ୍ ହୋଇଯିବେ

ଆଶା ଭୋସଲେଙ୍କ ଗୀତରେ ଦୁଇ ବୃଦ୍ଧାଙ୍କ ଜବରଦସ୍ତ ଡ୍ୟାନ୍ସ । ଧମାକାଦାର ଷ୍ଟେପ୍ ସାଙ୍ଗକୁ ଜମାଣିଆ ଫେସିଆଲ୍ ଏକ୍ସପ୍ରେସନ୍ । ଭାଇରାଲ୍ ଭିଡିଓକୁ ଯିଏ ଦେଖିବ କହିବ ଓ୍ୱା ... ଓ୍ବା ...। କଣ ଡ୍ୟାନ୍ସ କରୁଛନ୍ତି ସେମାନେ ! ୧୯୭୫ ମସିହାର ଫେମସ ସଙ୍ଗ୍ ପିୟା ତୁ ଅବ ତୋ ଆଜା ... ଗୀତରେ…

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା, ନଦେଲେ ଜେଲ୍

ନୂଆଦିଲ୍ଲୀ: ଅଦାଲତ ଅବମାମନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଦଣ୍ଡ ବିଧାନ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ୧ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୧୫ ତାରିଖ ଭିତରେ ଜରିମାନା ଅର୍ଥ ଦେବେ । ନଚେତ ୩ ମାସ ଜେଲ ଦଣ୍ଡ ଭୋଗିବେ । ୩…

ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମ ଝଟକା

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଟଙ୍କା ନଫେରାଇ ଦେଶ ଛାଡ଼ି ଫେରାର୍ ହୋଇଥିବା ଲିକର ବାରୁନ୍ ବିଜୟ ମାଲ୍ୟାଙ୍କୁ ଝଟକା । ଅଦାଲତ ଅବମାନନା ମାମଲାରେ ପୁନଃବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଟଙ୍କା ନେଣଦେଣ ସମ୍ପର୍କିତ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୨୭ ତାରିଖରେ ରାୟ ସଂରକ୍ଷିତ…

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ; ସୂଚନା ଦେଲା ଆର୍ମି ହସ୍ପିଟାଲ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହଥିବା ସୂଚନା ଦେଇଛନ୍ତି ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲ୍ । ପ୍ରାୟ ୨୦ ଦିନ ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲ ପକ୍ଷରୁ ସୋମବାର…

ବଦମାସ୍ ଚୀନର ପୁଣି ବାହାରିଲା ପୁରୁଣା ରୋଗ

ନୂଆଦିଲ୍ଲୀ: କଥାରେ ଅଛି ଯେତେ ମାଠିବୁ ମାଠ, ସେହି ଦରପୋଡା କାଟ୍ । ଯାହାର ପ୍ରକୃତି ଯାହା କେବେ ବଦଳିବ ନାହିଁ । ପ୍ରତାରକ ଚୀନ କ୍ଷେତ୍ରରେ ପୁଣି ଥରେ ଦେଖିବାକୁ ମିଳିଛି । ଶାନ୍ତି ଆଲୋଚନା ଚାଲିଥିବା ବେଳେ ସୀମାରେ ଆରମ୍ଭ କରିଛି ନାଟକବାଜୀ । ମୁହାଁମୁହିଁ ହୋଇଛନ୍ତି ଚୀନ୍-ଭାରତ ସେନା ।…

ଦେଶରେ ୩୬ ଲକ୍ଷ ସଂକ୍ରମିତ, କରୋନା ନେଲାଣି ୬୪ ହଜାର ଜୀବନ

ନୂଆଦିଲ୍ଲୀ: କୋଭିଡ୍ ଟେଷ୍ଟିଂ ବଢୁଛି । ସେହି ଅନୁସାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୭୮ ହଜାର ୫୧୨ ନୂଆ ଆକ୍ରାନ୍ତ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୨୧ ହଜାର ୨୪୬କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଦେଶରେ କରୋନା ନେଇଛି…

ସୁଶାନ୍ତଙ୍କ ଭଉଣୀ ଓ ରିୟାଙ୍କୁ ମୁହାଁମୁହିଁ ଜେରା କରିବ ସିବିଆଇ !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ରିୟାଙ୍କୁ ତିନି ଦିନ ହେବ ଝାଳବୁହା ଜେରା ଚଳାଇଛି । ତିନି ଦିନରେ ପାଖାପାଖି ୨୭ ଘଣ୍ଟା ଗୁଡ଼େଇ ତୁଡେଇ ପଚରାଉଚରା କରିଛି । ଆଜି ପୁଣି ଥରେ ସିବିଆଇ ଜେରାର ସାମନା କରିବେ ରିୟା ଚକ୍ରବର୍ତ୍ତୀ । ସେହିପରି ଆଜି ସୁଶାନ୍ତଙ୍କ ଭଉଣୀ…

ହସ୍ପିଟାଲରୁ ଡିସଚାର୍ଜ ହେଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ । ନିକଟ ଅତୀତରେ ସେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ଗତ ଅଗଷ୍ଟ ୧୮ ତାରିଖରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ୍ (ଏମ୍ସ) ମେଡିକାଲରେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କଡା ଜବାବ ଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦେଲେ କଡା ଜବାବ । ଇମ୍ରାନ ଖାନ୍‌ଙ୍କ ଟିପ୍ପଣୀ ଉପରେ ଜୟଶଙ୍କର ତାଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଭାରତ କାହା ସହିତ ମିଶି କିମ୍ଵା କାହାରି ଇସାରାରେ କାମ କରେ…