Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀରେ ବାୟୁ ପ୍ରଦୂଷଣର ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କମିଟି ଦ୍ୱାରା ଅତ୍ୟାଧୁନିକ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ରଙ୍କ ଅଧ୍ୟକ୍ଷତାରେ  ଦିଲ୍ଲୀରେ ବାୟୁର ଗୁଣବତ୍ତାରେ ସୁଧାର ଆଣିବା ସକାଶେ ଗଠିତ ଉଚ୍ଚସ୍ତରୀୟ କାର୍ଯ୍ୟଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଲ୍ଳୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର…

ଆଇପିଏଲ ୨୦୨୦ର ଉଦଘାଟନୀ ମ୍ୟାଚ : ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍‌

ଆବୁଧାବି: ଫଟାଫଟ୍ କ୍ରିକେଟର ମହାସମର ଆଇପିଏଲ ୨୦୨୦ ସଂସ୍କରଣର ଉଦଘାଟନୀ ମ୍ୟାଚରେ ବାଜିମାତ୍ କରିଛି ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ଆଜି ଅନୁଷ୍ଠିତ ହୋଇଥିବା ଉଦଘାଟନୀ ମ୍ୟାଚରେ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଦଳ ୫ ୱିକେଟରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ଧୂଳି…

ଆଗାମୀ ସପ୍ତାହରୁ କୋଭିଡ ଟିକାର ଚୂଡାନ୍ତ ପରୀକ୍ଷଣ ପର୍ଯ୍ୟାୟ ଆରମ୍ଭ କରିବ ସେରମ୍ ଇନଷ୍ଟିଚୁଟ୍‌

ପୁଣେ: ଦେଶରେ ବଢୁଥିବା କୋଭିଡ୍ ସଂକ୍ରମଣ ପରୀପ୍ରେକ୍ଷୀରେ ପୁଣେରୁ ଆସିଛି ଏକ ଭଲ ଖବର । କିଛି ଦିନ ପାଇଁ ସ୍ଥଗିତ ରହିଥିବା ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ ଟିକାର ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ ଆସନ୍ତା ସପ୍ତାହରୁ ପୁଣେର ଶାସୋନ ଜେନେରାଲ ହସ୍ପିଟାଲରେ ଆରମ୍ଭ ହେବ ବୋଲି…

ଏଲଓସିରେ ୩ ହଜାର ଅତିରିକ୍ତ ଯବାନ ନିୟୋଜିତ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଅନୁପ୍ରବେଶ ଆଶଙ୍କା ବଢ଼ୁଥିବାରୁ ଏଲଓସିରେ ଭାରତ ପକ୍ଷରୁ ୩ ହଜାର ଅତିରିକ୍ତ ଯବାନ ଜମ୍ମୁ-କଶ୍ମୀରରେ ନିୟୋଜିତ କରିଛି । ସେନା ସୂତ୍ରରୁ ମିଳୁଥିବା ଖବର ମୁତାବକ ଏହାର ସକାରତ୍ମକ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ପାକିସ୍ତାନ ସେନା ଅନ୍ୟ ବର୍ଷ ତୁଳନାରେ ଏଥର…

ବାଜିଲା ଆଇପିଏଲ୍ ବିଗୁଲ: ଟସ୍ ଜିତି CSKର ବୋଲିଂ ନିଷ୍ପତ୍ତି

ଆବୁଧାବି: ବାଜିଲା ଆଇପିଏଲ୍ ବିଗୁଲ । ଆରମ୍ଭ ହୋଇଛି ଫଟାଫଟ ଲଢେ଼ଇ । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲର…

ଡ୍ରଗ୍ସ ଲିଙ୍କ ମାମଲା: ଫିଲ୍ମ ‘ABCD’ର କୋରିଓଗ୍ରାଫର ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତୁ୍ୟ ମାମଲା ଏବଂ ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଏବେ ଚର୍ଚ୍ଚା ଜୋର୍ ଧରିି । ଏନ୍ସିବି ଏହି ଲିଙ୍କକୁ ନେଇ ଜୋର୍ଦାର ତଦନ୍ତ ଜାରି ରଖିଛି । ଡ୍ରଗ୍ସ ମାମଲାରେ ଆଜି ମଙ୍ଗାଲୋର କ୍ରାଇମବ୍ରାଂଚ ପୋଲିସ କୋରିଓଗ୍ରାଫର କିଶୋର ସେଟ୍ଟୀଙ୍କୁ ଗିରଫ କରିଛି…

ଅକ୍ଟୋବର ୧ ପୂର୍ବରୁ ସରିଯିବ ମୌସୁମୀ ଅଧିବେଶନ!

ନୂଆଦିଲ୍ଲୀ: ସମୟ ପୂର୍ବରୁ ଆଗୁଆ ସରିଯାଇପାରେ ମୌସୁମୀ ଅଧିବେଶନ । ଅକ୍ଟୋବର ୧ରେ ମୌସୁମୀ ଅଧିବେଶନ ସରିବା କଥା ହେଲେ ଏହା ଏବେ ସମୟ ପୂର୍ବରୁ ସରିଯିବ । ୩୦ରୁ ଅଧିକ ସାଂସଦ କରୋନରେ ଆକ୍ରାନ୍ତ ହେବା ପରେ ଏଭଳି ଆକଳନ କରାଯାଉଛି । ସଂସଦର ଦୁଇ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଚଳିତ…

ପୋଲାଭରମ ପ୍ରକଳ୍ପ: ପ୍ରଭାବିତ ରାଜ୍ୟର ଚିନ୍ତା ଦୂର ପାଇଁ ଆନ୍ଧ୍ରକୁ ଏନ୍‌ଜିଟିର ନିର୍ଦ୍ଦେଶ

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ଉପରେ ନିଜ ରାୟ ଶୁଣାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ । ଏହି ପ୍ରକଳ୍ପ ସଂପର୍କରେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ଚିନ୍ତା ଦୂରକରିବାକୁ ସେମାନଙ୍କ ସହ ଆଲୋଚନା କରିବାକୁ ଆନ୍ଧ୍ରପ୍ରଦେଶ ସରକାର ଓ ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ…

ଜିଓ ର ଆଇପିଏଲ କ୍ରିକେଟ୍ ପ୍ଲାନ୍‌ ଅଫ୍ଫର : ଗ୍ରାହକଙ୍କ ପାଇଁ ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର ବାର୍ଷିକ…

ମୁମ୍ବାଇ /ଭୁବନେଶ୍ୱର: ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛିି । ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍‌ରେ ୩୯୯ ଟଙ୍କା ମୂଲ୍ୟର ଡିଜ୍‌ନି+…

ସର୍ଭେ, ୬୦% ପିଲା ଚାଲିଚାଲି ଯାଉଛନ୍ତି ସ୍କୁଲ

ନୂଆଦିଲ୍ଲୀ: ଦେଶ ଆଜି ବିକାଶ ପଥରେ କିନ୍ତୁ ଶିକ୍ଷାନୁଷ୍ଠନ ଯିବା ପାଇଁ ଛାତ୍ରଛାତ୍ରରଙ୍କ ପ୍ରଥମ ପସନ୍ଦ ପାଲଟିଛି ପାଦ ଚଲାବାଟ । ସେହିପରି ଦ୍ୱିତୀୟ ପସନ୍ଦ ରହିଛି ସାଧାରଣ ପରିବହନ ସେବା । ଏହାକୁ ନେଇ ଏକ ସର୍ଭେ କରିଛି ଜାତୀୟ ପରିସଂଖ୍ୟାନ ସଂଗଠନ(ଏନ୍‌ଏସ୍‌ଓ) । ଏହି ସର୍ଭେ ଉଭୟ…