Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଜପେୟୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି, ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଅଧିକ ଦିନ ଦାୟିତ୍ୱରେ ରହିଲେ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁୁରୁବାର ଆଉ ଏକ ସଫଳତା ନିଜ ନାମରେ ଯୋଡିଛନ୍ତି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ବିଜେପିର ମୋଦି ଅଧିକ ଦିନ ଦେଶରେ ଶାସନ ଭାର ସମ୍ଭାଳି ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡ ଭାଙ୍ଗିଛନ୍ତି । ବାଜପେୟୀ ୨୨୬୮ ଦିନ ପ୍ରଧାନମନ୍ତ୍ରୀ ଦାୟିତ୍ୱ…

ନକଲି ପୋଲିସ ମାଡାମ୍ କାଟୁଥିଲେ ଅସଲି ଚାଲାଣ !

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଭାରି ପଡିଛି କରୋନା କାଳ । କିଏ ପେଟ ପୋଷିବା ପାଇଁ ଚୋର ପାଲଟିଲାଣି, ତ କିଏ ଆତ୍ମହତ୍ୟା ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି । ହେଲେ ଦିଲ୍ଲୀର ଜଣେ ମହିଳା ନିଜକୁ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର କହି ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଗିରଫ…

ରାଜସ୍ଥାନ ରାଜନୀତି: କାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଜୟପୁର: ରାଜସ୍ଥାନ ରାଜନୀତିରେ ଏବେବି ଜାରି ରହିଛି ନାଟକ । ଏଠାରେ ଘଡିବେ ଘୋଡା ଛୁଟୁଛି । ଶୁକ୍ରବାର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ମଧ୍ୟରେ ବିଜେପି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ତେଣୁ ଅଶୋକ ଗେହଲଟ ସରକାର ସାମ୍ନାରେ ଆସ୍ଥା ଭୋଟ୍…

କରୋନା ରୋଗୀଙ୍କୁ ବୋହିଲେ ନେତା, ହେଲେ କେଉଁଠି?

କୋଲକାତା: କରୋନା ରୋଗୀଙ୍କୁ ବୋହିଲେ ନେତା । ସମସ୍ତଙ୍କୁ ପାଇଁ ସୃଷ୍ଟି କଲେ ଉଦାହାରଣ । କରେନା ମହାମାରୀ ବେଳେ ଜଣେ ରାଜନେତା ସାଜିଲେ ଡ୍ରାଇଭର । କରୋନା ରୋଗୀଙ୍କୁ ବାଇକ୍ ପଛପଟେ ବସାଇ ବୋହିନେଲେ ହସ୍ପିଟାଲ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗର ଜଣେ…

ଘୁଙ୍ଗୁଡି ପାଇଁ ହତ୍ୟାକାରୀ ସାଜିଲା ପୁଅ !

ଉତ୍ତରପ୍ରଦେଶ: ପଢିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଆମ ଜୀବନରେ ଘୁଙ୍ଗୁଡି ଏକ ଅଭିନ୍ନ ଅଙ୍ଗ । ପରିବାରରେ କେହି ନା କେହି ଏପରି ଅଭ୍ୟାସରେ ସଂପୃକ୍ତ ଥାନ୍ତି । ହେଲେ ଘୁଙ୍ଗୁଡି ମାରିବାକୁ ନେଇ ହତ୍ୟାକାଣ୍ଡ ଭଳି ଘଟଣା ଆପଣ କେବେ ବି ଶୁଣିନଥିବେ କି ପଢିନଥିବେ ।…

ବର୍ଷାରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ

ନୂଆଦିଲ୍ଲୀ: ବର୍ଷା ପାଣିରେ ଉବୁଟୁବୁ ରାଜଧାନୀ ଦିଲ୍ଲୀ । ମାତ୍ର କିଛି ଘଂଟାର ବର୍ଷାରେ ଜଳାର୍ଣ୍ଣବ ହୋଇଯାଇଛି ଦିଲ୍ଲୀ ସହର ।  ବୁଧବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ସହରରେ ସବୁଆଡେ ପାଣି ଆଉ ପାଣି ।  ଏତେ ପାଣି ଜମା ହୋଇଥିଲା ଯେ ପାଣି ନିଷ୍କାସନ ହୋଇ ନପାରିବାରୁ ବର୍ଷା…

ରାମ ମନ୍ଦିର ଟ୍ରଷ୍ଟ ମୁଖ୍ୟଙ୍କୁ କରୋନା; ଅଯୋଧ୍ୟାରେ ମୋଦିଙ୍କ ସହ ମଞ୍ଚରେ ଥିଲେ

ମଥୁରା: ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟର ମହନ୍ତ ନିର୍ତ୍ୟ ଗୋପାଳ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ହୋଇଥିବା ରାମ ମନ୍ଦିର ଶିଳାନ୍ୟାସ ଉତ୍ସବରେ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ । ସେହି ମଞ୍ଚରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,…

ଏମସିଆଇ ପକ୍ଷରୁ ସର୍କୁଲାର ଜାରି : ପିଓକେରେ ମେଡିକାଲ ଡିଗ୍ରୀ ହାସଲକାରୀ ଭାରତରେ ଗ୍ରହଣ ଯୋଗ୍ୟ ହେବେ ନାହିଁ

ନୂଆଦିଲ୍ଲୀ: ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମସିଆଇ) ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ସର୍କୁଲାର ଜାରି କରିଛି । ଏହା ଅନୁସାରେ ପାକ୍ ଅଧିକୃତ କଶ୍ମୀର (ପିଓକେ) ଅଂଚଳରେ ଥିବା ମେଡିକାଲ କଲେଜର ଡିଗ୍ରୀ ଭାରତରେ ଗ୍ରହଣ ଯୋଗ୍ୟ ହେବ ନାହିଁ । ପିଓକେ ଏବଂ ଲଦାଖର ପାକିସ୍ତାନ ଅବୈଧ ଅଧିକୃତ ଅଂଚଳ…

ଚୀନକୁ ଚ୍ୟାଲେଞ୍ଜ: ଲଦାଖ ନିକଟରେ ଆମେରିକା ନିୟୋଜିତ କଲା ପରମାଣୁ ବମ୍ବର

ଲଦାଖ: ଭାରତ-ଚୀନ ମଧ୍ୟରେ ଉତେଜନା ପରିସ୍ଥିତି ଦେଖି ଆମେରିକା ଗୁରୁବାର ସବୁଠାରୁ ମାରାତ୍ମକ ପରମାଣୁ ବମ୍ବର ବି୨ ସ୍ପିରିଟ ଷ୍ଟିଲ୍‌ଥ ବମ୍ବରସ ଲଦାଖ ନିକଟରେ ନିୟୋଜିତ କରିଛି । ଏହି ବିମାନକୁ ଡିଏଗୋ ଗାର୍ସିଆ ନିକଟରେ ରଖାଯାଇଛି । ଏକାଥରକେ ୧୬ ପରମାଣୁ ବୋମା ନେଇଯିବା କ୍ଷମତା ଏହି ବମ୍ବରର…

ରାଷ୍ଟ୍ର ନିର୍ମାଣରେ ଟିକସ ଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ସଚ୍ଚୋଟ କରାଦାତାଙ୍କ ଲାଗି ‘ଟ୍ରାନ୍ସପରେଣ୍ଟ ଟାକ୍ସେସନ-ଅନରିଂ ଦ ଅନେଷ୍ଟ’ ନାମକ ଏକ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ ଏହି ନୂଆ ନିୟମ ଟିକସ ଦାତାଙ୍କୁ ଭୟମୁକ୍ତ କରିବ ଏବଂ ସଚ୍ଚୋଟ…