Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୋଷା ବିଲେଇ ପାଇଁ ଚାଲିଗଲା ନାବାଳକର ଜୀବନ !

ଉତ୍ତରପ୍ରଦେଶ: ଘରକୁ ଆସିଲାନି ବିଲେଇ ଛୁଆ । ଚାଲିଗଲା ୧୪ବର୍ଷୀୟ ନାବାଳକର ଜୀବନ । ସତରେ ଏହି କରୋନା କାଳ ଲୋକଙ୍କ ମାନସିକତାକୁ ବି ରୁଗ୍‌ଣ କରିଦେଇଛି । ଛୋଟଛୋଟ କଥାରେ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି । ଗାଜିଆବାଦର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବୁଧବାର ଜଣେ…

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ; ୨ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗର ଅଞ୍ଚଳରେ ଥିବା ନୌଗାମରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ମାନେ ଅଚାନକ ଆକ୍ରମଣ କରିଛନ୍ତି । ଯେଉଁଥିରେ ଦୁଇ ଯବାନ ସହିଦ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ଏନେଇ କାଶ୍ମୀର ଜୋନ୍ ପୋଲିସ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଟ୍ୱିଟ୍…

ଇସ୍ରାଏଲ-ୟୁଏଇ ମଧ୍ୟରେ ଐତିହାସିକ ଚୁକ୍ତି

ତେଲ ଅବିବ: ଇସ୍ରାଏଲ ଶୁକ୍ରବାର ୟୁଏଇ ସହ ଐତିହାସିକ ଚୁକ୍ତି କରିଛି । ୭୨ ବର୍ଷ ପରେ ଇସ୍ରାଏଲ କୌଣସି ଏକ ଆରବ ଦେଶ ସହ ଏ ଭଳି ଚୁକ୍ତି କରିଛି । ପୂର୍ବରୁ ଜୋର୍ଡାଦ ଓ ମିଶର ସହିତ ଚୁକ୍ତ୍‌ି କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତ୍ୟାନେହୁ…

୨୪ ଘଂଟାରେ ଦେଶରେ ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା, ୬୪ ହଜାରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୬୪,୫୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ମୃତ୍ୟୁ ସଂଖ୍ୟା ହଜାରେ ପାର୍ କରିଛି । ଦିନକରେ ଭାରତରେ ୧୦୦୭ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି । Spike…

ସେପ୍ଟେମ୍ବରରେ ‘କୋଭାକ୍ସିନ୍‌’ର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଏହାର ମକୁବାଲି ପାଇଁ ଭାର ଆଂଟି କରୋନା ଭାଇରାସ ଟିକା ଆଣିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛି ଭାରତ । ଭାରତର ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ’ର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ସରିଥିବା ବେଳେ…

ଆଜିଠୁ ରାଜସ୍ଥାନ ବିଧାନସଭା ଅଧିବେଶନ, ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

ଜୟପୁର: ଆଜିଠୁ ରାଜସ୍ଥାନରେ ଆରମ୍ଭ ହେଉଛି ବିଧାନସଭା ଅଧିବେଶନ । ତାପୂର୍ବରୁ ଘର ସଜାଡିକ ସାରିଛି କଂଗ୍ରେସ । ଏକ ହୋଇଛନ୍ତି ସଚିନ୍ ପାଇଲଟ୍ ଓ ଅଶୋକ ଗେହଲଟ କ୍ୟାମ୍ପ । ଆଜି କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ଆସ୍ଥା…

ଓଡିଆ ଭାଷାରେ ରିଲିଜ ହେବ ‘ଥ୍ରୀଲର’

ଭୁବନେଶ୍ୱର: ଆସନ୍ତାକାଲି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ରାମ ଗୋପାଳ ବର୍ମାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥ୍ରୀଲର’ । ଏହାର ମୁଖ୍ୟ ଭୂମିକାରେ ଅଛନ୍ତି ଓଡିଆ ଝିଅ ଅପସରା ରାଣୀ ଓ ଓଡିଆ ପୁଅ ରକ୍ କଚ୍ଚି । ଫିଲ୍ମଟି ଏକ ସମୟରେ ୯ଟି ଭାଷାରେ ରିଲିଜ ହେବ । ଏ ମଧ୍ୟରେ ରହିଛି ଓଡିଆ ଭାଷା ।…

ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ ଦୂର କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଡବ୍ଲୁ-ଜିଡିପି ଏବଂ ୟୁଏସ୍‌ଏଡ୍…

ମୁମ୍ବାଇ / ଭୁବନେଶ୍ୱର: ଓମନେସ୍ ଗ୍ଲୋବାଲ୍ ଡେଭେଲପ୍‌ମେଂଟ୍ ଆଣ୍ଡ୍ ପ୍ରସ୍ପରିଟି (ଡବ୍ଲୁ-ଜିଡିପି) ଅଭିଯାନ ଅଧୀନରେ ଭାରତରେ ଲିଙ୍ଗଗତ ଡିଜିଟାଲ୍ ପ୍ରଭେଦ (ବୈଷମ୍ୟ)କୁ ଦୂର କରିବା ଲାଗି ୟୁଏସ୍ ଏଜେନ୍ସି ଫର ଇଟଂରନ୍ୟାସନାଲ୍ ଡେଭେଲପ୍‌ମେଂଟ୍ (ୟୁଏସ୍‌ଏଡ୍‌) ଓ ରିଲାଏନ୍ସ ଫାଉଣ୍ଡେସନ ମଧ୍ୟରେ…

[ଭାଇରାଲ୍ ଭିଡିଓ] ଫଇସଲା କରିବାକୁ ଯାଇ ଫସିଲେ ଓକିଲ !

ରାଜସ୍ଥାନ: ସୋସିଆଲ୍ ମିଡିଆରେ ଭାଇରାଲ୍ ଜଣେ ବରିଷ୍ଠ ଓକିଲଙ୍କ ଭିଡିଓ । ଚାଲିଥିଲା ଭର୍ଚୁଆଲ୍ ଶୁଣାଣୀ । ହେଲେ ଶୁଣାଣୀ ମଝିରେ ବରିଷ୍ଠ ଓକିଲଙ୍କ କାରନାମା ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ୍ ହୋଇଛି । ପୁରୁଣା ନୁହେଁ, ଆଜିର ତାଜା ଖବର ! ୬ ଜଣ ବିଏସ୍‌ପି ବିଧାୟକ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ତାଜା ସର୍ଭେରେ ଟ୍ରମ୍ପ ପଛରେ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବରରେ ଅନୁଷ୍ଠିତ ହେବ । ଏ ନେଇ କରାଯାଇଥିବା ସର୍ଭେରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଲୋକପ୍ରିୟତା କମୁଥିବା ଜଣା ପଡିଛି । ରିପୋର୍ଟ ମୁତାବକ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥର ଜୋ ବାଇଡେନ ଏହି ଦୌଡରେ ବର୍ତମାନ ସୁଦ୍ଧା ଆଗରେ ରହିଛନ୍ତି…