Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହୀରୋସୀମା, ନାଗାସାକି ଉପରେ ପରମାଣୁ ଆକ୍ରମଣର ୭୫ ବର୍ଷ ପୂର୍ଣ୍ଣ : ମଣିଷକୃତ ପ୍ରଥମ ବିଭୀଷିକା ସୃଷ୍ଟି କରିଥିଲେ ଲିଟିଲ…

ପୁରୀ: ଜାପାନର ହୀରୋସୀମା ଓ ନାଗାସାକି ଉପରେ ୬ ଅଗଷ୍ଟ ୧୯୪୫ରେ ଆମେରିକା ପରମାଣୁ ଆକ୍ରମଣ କରିଥିଲା । ଏହା ପରେ  ମାନବ ଇତିହାସରେ ଏହା କଳଙ୍କିତ ଦିବସ ହୋଇ ରହିଗଲା । ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଅଲିଭା ଦାଗ ଏବେ ମଧ୍ୟ ରହିଛି । କ୍ଷମତା, ଅହଙ୍କାର ଓ ଯୁଦ୍ଧ ପ୍ରବୃତି କଣ କ୍ଷତି ଘଟିପାରେ…

ଆତ୍ମହତ୍ୟା କଲେ ଟେଲିଭିଜନ ଜଗତର ଆଉ ଏକ କଳାକାର

ମୁମ୍ବାଇ: ଆତ୍ମହତ୍ୟାର ବାଟ ବାଛି ନେଲେ ଟେଲିଭିଜନ ଜଗତର ଆଉ ଜଣେ ଲୋକପ୍ରିୟ କଳାକାର ସମୀର ଶର୍ମା। ମୁମ୍ବାଇ ମଲାଡସ୍ଥିତ ତାଙ୍କ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତାଙ୍କ ମୃତଦେହକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି । ବୁଧବାର ରାତିରେ ଡ୍ୟୁଟିରେ ଥିବା…

ଚୀନକୁ ଆଉ ଏକ ଧକ୍କା : ୨୫୦୦ ୟୁଟ୍ୟୁବ ଚ୍ୟାନେଲ ଡିଲିଟ କଲା ଗୁଗଲ

ବେଜିଂ: କରୋନା ଚୀନ ପାଇଁ କାଳ ହୋଇଛି କହିଲେ ଭୁଲ ହେବ ନାହିଁ । ହାତଗଣତି କେତେକ ଦେଶ ଛାଡି ଦେଲେ ପୃଥିବୀର ଅନେକ ଦେଶ ଖୋଲାଖୋଲି ଭାବେ ଚୀନକୁ ବିରୋଧ କରୁଛନ୍ତି । ଭାରତର ଆପ ଆଟାକ ପରେ ଏବେ ଚୀନକୁ ଆଉ ଏକ ଝଟକା ଦେଇଛି ଗୁଗଲ । ରିପୋର୍ଟ ମୁତାବକ ଚୀନର ୨୫୦୦ ୟୁଟ୍ୟୁବ ଚ୍ୟାନେଲକୁ ଗୁଗଲ…

ଶ୍ୱେତା ଶେୟାର କଲେ ସୁଶାନ୍ତ ଓ ମହାଦେବଙ୍କ ମିଳିତ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ସିବିଆଇକୁ ହସ୍ତାନ୍ତର ହେବା ପରେ ପରିବାର ଲୋକ ନ୍ୟାୟ ମିଳିବା ନେଇ ଆଶାବାଦୀ ହୋଇ ଉଠିଛନ୍ତି । ଏହି ଅବସରରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତି ସୋସିଆଲ ସାଇଟରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହା ପ୍ରଶଂସକଙ୍କ ମନୋବଳ ବଢ଼ାଇଛି । ସୁଶାନ୍ତ ଏବଂ…

ଟ୍ରମ୍ପଙ୍କ ଉପରେ ଟ୍ୱିଟରର କଟକଣା

ନୂଆଦିଲ୍ଲୀ: ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରାମ୍ପଙ୍କ ଉପରର କଟକଣା ଲାଗାଇଲା ଟ୍ୱିଟର । ଟ୍ୱିଟର ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଉପରେ ଅସ୍ଥାୟୀ ରୋକ ଲଗାଇଛି । ଟ୍ୱିଟର ଅଭିଯୋଗ ମୁତାବକ, ଟ୍ରମ୍ପ ମହାମାରୀ କରୋନା ଭୂତାଣୁକୁ ନେଇ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ସେୟାର…

ଆତଙ୍କବାଦୀଙ୍କ ଗୁଳିରେ ଟଳିଲେ ଆଉ ଜଣେ ବିଜେପି ସରପଞ୍ଚ

ଜମ୍ମୁ କଶ୍ମୀର: ଦକ୍ଷିଣ କଶ୍ମୀରର କୁଲଗାମରେ ଗୁଳି କରି ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ । କ୍ୱାଜିଗୁଣ୍ଡ ବ୍ଲକ ଅନ୍ତର୍ଗତ ବେସୁର ବିଜେପି ସରପଞ୍ଚଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର…

କମିବ କି ସୁଧହାର, କି ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର ?

ନୂଆଦିଲ୍ଲୀ: କୋଭିଡ୍ ଯୋଗୁ ଅର୍ଥନୀତି ଏବେ କୋମାରେ । ବିଭିନ୍ନ ସେକ୍ଟରରେ ମାନ୍ଦାବାସ୍ଥା । ଏଭଳି ସମୟରେ କମିବ କି ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କର ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି । ଆଜି ମଧ୍ୟାହ୍ନ ୧୨ଟାରେ ଦ୍ୱିମାସିକ ମୁଦ୍ରାନୀତିର ସମୀକ୍ଷା ପରେ ସୂଚନା ଦେବେ ଆରବିଆଇ…

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, କାଲି ଗଡ଼ିବନି ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର-ମୁମ୍ୱାଇ (୦୧୦୨୦) କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ବାତିଲ । ସଂଯୋଗକାରୀ ଟ୍ରେନ୍ ନ ଆସିବା କାରଣରୁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡ଼ିବ ନାହିଁ କୋଣାର୍କ ଏକ୍ସପ୍ରେସ । ସେହିପରି ପ୍ରବଳ ବର୍ଷା ଯୋଗୁ ମୁମ୍ୱାଇ ରେଲଓ୍ୱେ ଟ୍ରାକରେ…

ବାଲୁକା କଳାରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଦେଶର ସମ୍ମାନସ୍ପଦ ନେତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ବର୍ଷେ ତଳେ ଆଜିର ଦିନରେ ସୁଷମା ପ୍ରାଣ ହରାଇଥିଲେ । ତାଙ୍କ ବିଦାୟ ସହ ଭାରତ ହରାଇଥିଲା ଏକ ମହାନ ରାଜନେତ୍ରୀ । ଆଜି ତାଙ୍କର…

ଅହମ୍ମଦାବାଦ ଟ୍ରାଜେଡି: ସହାୟତା ଘୋଷଣା କଲେ ପିଏମ୍, ତଦନ୍ତ ନିର୍ଦ୍ଦେଶ ଦେଲେ ସିଏମ୍

ଅହମ୍ମଦାବାଦ: କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡରେ ମୃତାହତଙ୍କ ପାଇଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ । ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଦିଆଯିବ ।…