Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶର ସବୁଠୁ ବୟସ୍କ ଆୟକର ଦାତା, ବୟସ ୧୧୭ ବର୍ଷ

ମଧ୍ୟପ୍ରଦେଶ: ବୟସ ୧୧୭ ବର୍ଷ । ହେଲେ ପରିଣତ ବୟସରେ ମଧ୍ୟ ସେ ଏଭଳି କିଛି କାମ କରିଛନ୍ତି ଯାହା ତାଙ୍କୁ ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆଣିଛି । ୧୧୭ ବର୍ଷରେ ଦେଶର ସବୁଠାରୁ ବୟସ୍କ ଆୟକର ଦାତା ହେବାକୁ ଯାଉଛନ୍ତି ମଧ୍ୟପ୍ରଦେଶର ଗିରିଜା ବାଇ । ପ୍ରତିଷ୍ଠା ଦିବସରେ ଆୟକର ବିଭାଗ ୧୦୦…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗି ମୋରାରୀ ବାପୁଙ୍କ ୫ କୋଟି ଟଙ୍କା ଦାନ ଘୋଷଣା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗି ସ୍ପିରିଚୁଆଲ୍ ଲିଡର ମୋରାରୀ ବାପୁ ୫ କୋଟି ଟଙ୍କା ଦାନ ପାଇଁ ଘୋଷଣା କରିଛନ୍ତି। ପ୍ରବଚନ ଦେବା ସମୟରେ ମୋରାରୀ ବାପୁ କହିଛନ୍ତି ଯେ ତାଙ୍କ ଆଶ୍ରମ ପକ୍ଷରୁ ରାମ ଜନ୍ମଭୂମି ଲାଗି ୫ ଲକ୍ଷ ଟଙ୍କାର ଅର୍ଥ ରାଶି…

୨୦୨୧ ଜୁନ୍ ଯାଏଁ ‘ୱାର୍କ ଫ୍ରମ୍ ହୋମ୍‌’ କରିବେ ଗୁଗୁଲ୍ କର୍ମଚାରୀ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଗୁଗୁଲ୍ ତା’ର କର୍ମଚାରୀଙ୍କୁ ବଡ ଆଶ୍ୱସ୍ତୀ ଦେଇଛନ୍ତି । ଆସନ୍ତା ବର୍ଷ ଜୁନ୍ ଯାଏଁ ତା’ର କର୍ମଚାରୀ ମାନେ ଘରେ ରହି କାମ କରି ପାରିବେ । ଏ ସମ୍ପର୍କରେ ଗୁଗୁଲର ପାରେଣ୍ଟ କମ୍ପାନୀ ଆଲ୍ଫାବେଟ୍ ଆଇଏନସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନ୍ଦର ପିଚାଇ…

ରାମ ମନ୍ଦିର ତଳେ ଟାଇମ କ୍ୟାପସୁଲ ରଖାଯିବ ନାହିଁ : କମଳେଶ୍ୱର ଚୌପାଲ

ଅଯୋଧ୍ୟା: ରାମ ମନ୍ଦିର ତଳେ ଟାଇମ କ୍ୟାପସୁଲ ରଖାଯିବା ଖବରକୁ ମଙ୍ଗଳବାର ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମେମ୍ବର କମଳେଶ୍ୱର ଚୌପାଲ ଖଣ୍ଡନ କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ଖବରରେ କୌଣସି ସତ୍ୟତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଭବିଷ୍ୟତରେ କୌଣସି ବିବାଦ ଉପୁଜିବାର…

ନେହେରୁ, ଗାନ୍ଧୀଙ୍କ ସମ୍ପତିର ତଦନ୍ତ କରିବ ହରିୟାଣା ସରକାର

ଚଣ୍ଡୀଗଡ: ହରିୟାଣା ସରକାର ଏକ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଏଠାରେ ଥିବା ସମସ୍ତ ଗାନ୍ଧୀ-ନେହେରୁ ପରିବାର ସହିତ ଜଡିତ ଥିବା ସମସ୍ତ ସମ୍ପତିର ତଦନ୍ତ ସ୍ଥାନୀୟ ସରକାର କରିବ । ରାଜ୍ୟର ମୁଖ୍ୟ ଶାସନ ସଚିବ ସଚିନ କେଶନୀ ଆନନ୍ଦ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ।…

ଚିନ୍ତାରେ ଚୀନ: ଶାଂଘାଇ ନିକଟରେ ଉଡିଲା ଆମେରିକାର ଫାଇଟର ଜେଟ

ସାଂଘାଇ: ଚୀନ ଏବେ ଚିନ୍ତାରେ । ଆମେରିକା କ୍ରମାଗତ ଭାବେ ଚୀନ ଉପରେ ଚାପ ପକାଇବାରେ ଲାଗିଛି । ରିପୋର୍ଟ ମୁତାବକ ଆମେରିକାର ଫାଇଟର ଜେଟ ସାଂଘାଇ ନିକଟରେ ଉଡିଥିଲା । ଚୀନର ଏହି ବ୍ୟବସାୟିକ ସହରଠାରୁ ଏହି ବିମାନ ମାତ୍ର ୧୦୦ କିଲୋମିଟର ଦୂରରେ ଉଡିଥିଲା । ତେବେ ଚୀନ ରକ୍ଷା ମନ୍ତ୍ରଣାଳୟ…

ବଢୁଛି ସଂକ୍ରମଣ: ଦେଶରେ ୨୪ ଘଣ୍ଟାରେ ୪୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ, ୩୩ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଲକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୪୭,୭୦୪ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ସେପ୍ଟେମ୍ୱର ୨୯ରେ ପ୍ରଥମ ଡିବେଟ୍

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆସନ୍ତା ସେପ୍ଟେମ୍ୱର ୨୯ ତାରିଖର୍ ପ୍ରଥମ ଡିବେଟ୍ ଅନୁଷ୍ଠିତ ହେବ । ମୁହାଁମୁହିଁ ହେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର ପୂର୍ବତନ ଉପରାଷ୍ଟ୍ରପତି ଜୋ ବିଡେନ୍ । କାର‌୍ୟ୍ୟସୂଚୀ ଜାରି…

ଟ୍ରମ୍ପ କହିଲେ ଦୁଇ ସପ୍ତାହ ଭିତରେ ଦେବେ ଖୁସି ଖବର

ଓ୍ୱାଶିଂଟନ୍: କରୋନା ମହାମାରୀର ଚିକିତ୍ସା କ୍ଷେତ୍ରରେ ଆଗାମୀ ଦୁଇ ସପ୍ତାହ ଭିତରେ ଖୁସି ଖବର ଦେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଏଭଳି ଇସାରେ ଦେଇଛନ୍ତି । ଟ୍ରମ୍ପ ଏକ ପ୍ରେମସିଟରେ କହିଛନ୍ତି, କରୋନା ସଂକ୍ରମଣର ଚିକିତ୍ସା କ୍ଷେତ୍ରରେ ଆଗାମୀ ଦୁଇ ସପ୍ତାହ ଭିତରେ ବାସ୍ତବିକ…

ହ୍ଵାଟସଆପ୍ ରୁ ଏଲପିଜ ସିଲିଣ୍ଡର ବୁକ୍ କରିପାରିବେ, ଆସନ୍ତୁ ଜାଣିବା ଏ ବିଷୟରେ

ନୂଆଦିଲ୍ଲୀ: ବର୍ତ୍ତମାନ ଏଲପିଜି ସିଲିଣ୍ଡର ଅନଲାଇନ, ଏସ୍ଏମ୍ଏସ୍ ଏବଂ ହ୍ଵାଟସଆପ ମାଧ୍ୟମରେ ବୁକ୍ ହୋଇପାରିବ।  ଦେଶର ସର୍ବବୃହତ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଏହାର ଇଣ୍ଡେନ ଗ୍ୟାସରେ ଏହି ସୁବିଧା ଆରମ୍ଭ କରିଛି।  ଏଥିପାଇଁ କମ୍ପାନୀ ସୋସିଆଲ ନେଟୱାର୍କିଂ ସାଇଟ୍…