Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜୁନ୍‌ରେ ୪ଜି ଡାଉନଲୋଡ ସ୍ପିଡରେ ଆଗୁଆ ରହି ପୁଣି ଥରେ ବାଜି ମାରିଲା ଜିଓ

-ଏୟାରଟେଲ ଓ ଭୋଡାଫୋନ ଆଇଡିଆଠାରୁ ଦୁଇ ଗୁଣରୁ ଅଧିକ ଜିଓର ୪ଜି ଡାଉନଲୋଡ ସ୍ପିଡ୍‌: ଟ୍ରାଇ ତଥ୍ୟ ଭୁବନେଶ୍ୱର : ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ(ଟ୍ରାଇ) ଦ୍ୱାରା ଜୁନ ମାସ ପାଇଁ ପ୍ରକାଶିତ ହାରାହାରି ୪ଜି ଡାଉନଲୋଡ୍ ସ୍ପିଡ୍‌ରେ ପୁଣି ଥରେ ସମସ୍ତଙ୍କଠାରୁ ଆଗରେ ରହିଛି ରିଲାଏନ୍ସ ଜିଓ ।…

[ଭିଡିଓ] ମଝି ନଦୀରେ ନେଉଥିଲେ ସେଲ୍‌ଫି, ଆଉ ତା’ପରେ…

ମଧ୍ୟପ୍ରଦେଶ: ଏକ ଛାତି ଥରାଇଦେଲାଭଳି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମଧ୍ୟପ୍ରଦେଶର ଚିନ୍ଦୱାରା ଜିଲ୍ଲାର ଦୁଇ ଜଣ ଯୁବତୀ ଫଟୋ ଉଠାଇ ନିଜ ମରଣକୁ ଡାକିଥିଲେ । ହେଲେ ସୌଭାଗ୍ୟବଶତଃ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଉଦ୍ଧାର ପାଇଥିଲେ । ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଇପାରେ ଯେ,…

କାହିଁକି ଗାଈ ବିକି ସ୍ମାର୍ଟଫୋନ୍ କିଣିଲେ କୁଲଦୀପ ?

ହିମାଚଳ ପ୍ରଦେଶ: କରୋନା ମାଡରେ ଛଟପଟ ଧନୀଠୁ ଗରିବ ସମସ୍ତେ । କାହା ପାଖରେ ପଇସା ଥାଇ ହନ୍ତସନ୍ତ, ତ କିଏ ଖାଇବାକୁ ଗଣ୍ଡେ ଦାନା ଯୋଗାଡ କରିନପାରି ଜୀବନ ହାରୁଛି । ପେଟକୁ ମୁଠେ ଭାତ ଯୋଗାଡ କରିବା ଚିନ୍ତା ଛାଡିଲେ ଆହୁରି ଅନେକ ସମସ୍ୟା ମାଡି ବସୁଛି । ହିମାଚଳ ପ୍ରଦେଶର କୁଲଦୀପ କୁମାର…

ବିଗବସ୍ ସିଜିନ୍‌-୧୪; କେବେ ଆସିବ ଛୋଟ ପରଦାକୁ ?

ମୁମ୍ବାଇ: ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନି ଲୋକପ୍ରିୟ ରିୟାଲିଟି ସୋ ବିଗ୍‌ବସ୍ ସିଜିନ୍‌-୧୪ । ଆରମ୍ଭ ହେବା ନେଇ ଶୁଣିବାକୁ ମିଳୁଛି ଅନେକ ର‌୍ୟୁମର । ପୂର୍ବ ସିଜିନ୍ ଗୁଡିକ ପରି ଏହି ସମୟରେ ପ୍ରମୋ ଟିଭିରେ ଆସିବା ସହ କଣ୍ଟେଷ୍ଟାଣ୍ଟଙ୍କୁ ନେଇ ଅନେକ ଅଙ୍କ କଷା ଚାଲିବା କଥା । ହେଲେ…

ଥମୁନି କରୋନା: ଗୋଟିଏ ଦିନରେ ଆମେରିକାରେ ୭୬,୫୭୦ ଆକ୍ରାନ୍ତ ଓ ୧୨ ଶହରୁ ଉର୍ଦ୍ଧ୍ୱ ମୃତ

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୧,୪୪,୩୦୫ରୁ ଅଧିକ ଟପିଲାଣି । ଏହାବ୍ୟତିତ ୪୦ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ…

ଭାରତ,ଆମେରିକା, ବ୍ରାଜିଲ କରୋନାର ଉଚିତ ମୁକାବିଲା କରିପାରିବେ : ଡବ୍ଲ୍ୟୁଏଚଓ

ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କରୋନା ମୁକାବିଲା କ୍ଷେତ୍ରରେ ଭାରତ, ବ୍ରାଜିଲ ଓ ଆମେରିକା ପ୍ରଶଂସା କରିଛି । ଏହି ୩ଟି ଦେଶରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ କରୋନାକୁ ହରାଇବା ଦକ୍ଷତା ମଧ୍ୟ ଏମାନଙ୍କର ରହିଛି । ଗଣତନ୍ତ୍ର ଓ ଇଚ୍ଛାଶକ୍ତି ଯୋଗୁ ରୋଗ ସହ…

ଜାତୀୟ କ୍ରୀଡା ପୁରସ୍କାରରେ ରେକର୍ଡ ସଂଖ୍ୟକ ଆବେଦନ

ନୂଆଦିଲ୍ଲୀ:ଚଳତି ବର୍ଷ ଜାତୀୟ କ୍ରୀଡା ପୁରସ୍କାର ପାଇଁ ରେକର୍ଡ ସଂଖ୍ୟକ ଆବେଦନ ଆସିଛି । କ୍ରୀଡା ମନ୍ତ୍ରଣାଳୟ ନିକଟକୁ ୫୦୦ରୁ ଅଧିକ ଆବେଦନ ଆସିଥିବା ବେଳେ ୪୨ ଖେଳରତ୍ନ ପୁରସ୍କାର ପାଇଁ ରହିଛି । ଜୟଲକ୍ଷ୍ମୀ, ଅନୂସୁୟା, ସଭ୍ୟା, ସମ୍ପୂର୍ଣ୍ଣା ଓ ମଣିକନ୍ଦନ ପରି ଅପରିଚିତ ଖେଳାଳିମାନେ ମଧ୍ୟ…

ଆଜି ରିଲିଜ ହେଉଛି ସୁଶାନ୍ତଙ୍କ ଶେଷ ସିନେମା ‘ଦିଲ ବେଚାରା’: କେଉଁଠି ଓ କେମିତି ଏହାକୁ ଦେଖିବେ ଜାଣନ୍ତୁ

ମୁମ୍ବାଇ: ଆଜି ମୁକ୍ତିଲାଭ କରିବାକୁ ଯାଉଛି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଦିଲ ବେଚାରା । ସୁଶାନ୍ତଙ୍କ ପ୍ରଶଂସକ, ପରିବାର ଏବଂ ସୁଶାନ୍ତଙ୍କ କୋ'ଷ୍ଟାର ମାନଙ୍କ ପାଇଁ ଏହା ଏକ ଭାବପ୍ରବଣତାର ମୁହୂର୍ତ୍ତ । ଏହି ସିନେମାଟି ଆଜି ସନ୍ଧ୍ୟା ୭.୩୦ ରୁ OTT…

ସୁଶାନ୍ତଙ୍କ ଫିଲ୍ମ ଦେଖି ଆତ୍ମହତ୍ୟା କଲେ ନାବାଳିକା

ଭିଲାଇ: ବଲିଉଡର ଲୋକପ୍ରିୟ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କର ଅନେକ ଫ୍ୟାନଙ୍କ ଦ୍ୱାରା ଆତ୍ମହତ୍ୟା ଖବର ଲଗାତାର ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରୁ ସୁଶାନ୍ତଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ତାଙ୍କ ପ୍ରଶଂସକ ମାନେ ଆତ୍ମହତ୍ୟା କରିଥିବା ବେଳେ ଏହିଭଳି…

ପୁଣି ଭାଙ୍ଗିଲା ରେକର୍ଡ଼: ଗୋଟିଏ ଦିନରେ ୪୯ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଟପିଲା ୩୦ ହଜାର

ନୂଆଦିଲ୍ଲୀ: ଭାରତରେ ସବୁ ରେକର୍ଡ ଭାଙ୍ଗି କରୋନା ମହାମାରୀ ଏବେ ଅସମ୍ଭାଳ ସ୍ଥିତିରେ ପହଞ୍ଚି ଯାଇଛି । ଦେଶରେ ୨୪ ଘଣ୍ଟାରେ ସର୍ବାଧିକ ୪୯,୩୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣ ପ୍ରାଣ ହରାଇଛନ୍ତି। ଯାହା ସାଜିଛି ଚିନ୍ତାର କାରଣ । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା…