Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାମ ମନ୍ଦିର ଭୂମି ପୂଜା ଉପରେ ରୋକ ପାଇଁ ଜନସ୍ୱାର୍ଥ ମାମଲା

ପ୍ରୟାଗରାଜ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ତାରିଖରେ ପ୍ରସ୍ତାବିତ ଭୂମି ପୂଜନ ଉପରେ ରୋକ ଲଗାଇବାକୁ ପିଟିସନ୍ । ଆହ୍ଲାବାଦ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଦିଲ୍ଲୀର ଜଣେ ସାମ୍ବାଦିକ ସାକେତ ଗୋଖଲେ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି । ଆବେଦନକାରୀ…

ରାଜସ୍ଥାନ କ୍ଷମତା ଲଢ଼େଇରେ ଆଜି ଚୁଡ଼ାନ୍ତ ରାୟ ଶୁଣାଇବେ ହାଇକୋର୍ଟ

ଜୟପୁର: ରାଜସ୍ଥାନରେ କାହାର ହେବ ଜିତାପଟ ? ପାଇଲଟ୍ ନା ଗେହଲଟ୍ କ୍ୟାମ୍ପ । କ୍ଷମତା ଲଢ଼େଇରେ ଆଜି ଚୁଡାନ୍ତ ରାୟ ଶୁଣାଇବେ ରାଜସ୍ଥାନ ହାଇକୋର୍ଟ । ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଉପରେ ରାୟ ଆସିବ । ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ୍…

ପୃଥିବୀର ନିକଟତର ହେଉଛି ଜ୍ୱଳନ୍ତ ଗ୍ରହାଣୁପିଣ୍ଡ ୨୦୨୦-ଏନଡି

ନୂଆଦିଲ୍ଲୀ:ଶୁକ୍ରବାର ପୃଥିବୀର ନିକଟତର ହେବାକୁ ଯାଉଛି ଜ୍ୱଳନ୍ତ ଗ୍ରହାଣୁପିଣ୍ଡ ୨୦୨୦-ଏନଡି । ବର୍ତମାନ ଏହା ପୃଥିବୀଠାରୁ ୦.୦୩୪ ଆଷ୍ଟୋନୋମିକାଲ ୟୁନିଟ ଦୂରରେ ରହିଛି । ଏହା ପୃଥିବୀ ପାଇଁ ବିପଦ ସମ୍ଭାବନା ସୃଷ୍ଟି କରିପାରେ ବୋଲି ନାସା ଅନୁମାନ ବ୍ୟକ୍ତ କରିଛି । ଯଦି ବାୟୁମଣ୍ଡଳରେ ଘର୍ଷଣ…

ଆଫଗାନିସ୍ତାନରେ ୩ ସପ୍ତାହରେ ୨୫୦ ସୈନ୍ୟଙ୍କ ମୃତ୍ୟୁ : ରିପୋର୍ଟ

କାବୁଲ: ଆଫଗାନିସ୍ତାନରେ ହିଂସା ଏବେ ବି ବଳବତର ରହିଛି । ରିପୋର୍ଟ ମୁତାବକ ୩ ସପ୍ତାହ ମଧ୍ୟରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ୨୫୦ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି । ୧୧ ଅଂଚଳରେ ତାଲିବାନ ଦ୍ୱାରା କରାଯାଇଥିବା ୨୨୦ ଆକ୍ରମଣରେ ଉପରୋକ୍ତ ସୈନ୍ୟଙ୍କ ମୃତ୍ୟୁ ଘଟିବା ବ୍ୟତୀତ ୩୦୦ରୁ ଅଧିକ ଆହତ…

ସାଉଥ ସୁପରଷ୍ଟାର ନୀତିନ୍‌ଙ୍କ ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର କରିବେ ବିବାହ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ହାତକୁ ଦି ହାତ ହେବେ ସାଉଥ ସୁପରଷ୍ଟାର ନୀତିନ୍ । ତାଙ୍କ ଦୀର୍ଘଦିନର ପ୍ରେମିକା ଶାଲିନୀ କାଣ୍ଡୁକୁରୀଙ୍କ ସହ ତାଙ୍କର ସରିଛି ନିର୍ବନ୍ଧ । ବୁଧବାର ଦିନ ହାଇଦ୍ରାବାଦରେ ଉଭୟ ପରିବାର ଓ ସାଙ୍ଗସାଥିଙ୍କ ଉପସ୍ଥିତିରେ ଶାଲିନୀଙ୍କୁ ଏଙ୍ଗେଜମେଂଟ ରିଙ୍ଗ ପିନ୍ଧାଇଛନ୍ତି…

ଆସିିଲା କରୋନାଠୁ ବି ଆଉ ଏକ ଭୟଙ୍କର ଭାଇରସ, ସୁରଟରେ ପ୍ରଥମ ସଂକ୍ରମିତ ଚିହ୍ନଟ

ସୁରଟ: ସାରା ଦେଶରେ ଏବେ କରୋନାର କୋକୁଆ ଭୟ । ସାରା ବିଶ୍ୱ ଏହି ମହାମାରୀର ମୁକାବିଲା କରୁଛି । ଏହାରି ଭିତରେ ଦେଶରେ ଆଉ ଏକ ମାରାତ୍ମକ ରୋଗ ବ୍ୟାପିବା ଆରମ୍ଭ ହୋଇଛି । ଗୁଜରାଟର ସୁରଟରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁରଟର ଏକ ଶିଶୁ ଠାରେ ଏହି ନୂଆ ରୋଗର ଲକ୍ଷଣ ଦେଖିବାକୁ…

କଟକଣା ଭିତରେ ହେବ ସ୍ୱାଧୀନତା ଦିବସ ପାଳନ

ନୂଆଦିଲ୍ଲୀ: ଦୂର ହେଲା ଦ୍ୱନ୍ଦ । ଚଳିତ ବର୍ଷ ପାଳନ ହେବ ସ୍ୱାଧୀନତା ଦିବସ । କରୋନା କଟକଣା ଭିତରେ ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ସରକାର । ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ପାଇଁ କେନ୍ଦ୍ର ଓ ଗୃହ ବିଭାଗ ପକ୍ଷରୁ ଗାଇଡ ଲାଇନ୍ ଜାରି ହୋଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର…

କୋଭିଡ୍ ରିପୋର୍ଟ ନେଗେଟିଭ୍ ଖବରକୁ ମିଛ କହିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ଖବରକୁ ଖଣ୍ଡନ କରିଛନ୍ତି ଅମିତାଭ ବଚ୍ଚନ । ଏନେଇ ଟ୍ୱିଟ୍ କରିଛନ୍ତି ବିଗ ବି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ଟ୍ୟାଗ୍ କରି ଅମିତାଭ ବଚ୍ଚନ ଖବରକୁ ଭୁଲ୍ ଓ ଦାୟିତ୍ୱହୀନତା ବୋଲି ଲେଖିଛନ୍ତି । ମିଥ୍ୟା ଓ ସାଂଘାତିକ ମିଛ ବୋଲି କହିଛନ୍ତି…

ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କୁ ଜେରା କରିବ ମୁମ୍ବାଇ ପୋଲିସ !

ମୁମ୍ବାଇ: ଚଳିତବର୍ଷ ବଲିଉଡରେ ସତରେ ଯେମିତି ଅମାବାସ୍ୟାର ଗ୍ରହଣ ଲାଗିଛି । ପ୍ରଥମେ କିଛି ପୁରୁଖା କଳାକାରଙ୍କ ଦେହାନ୍ତ । ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଆତ୍ମହତ୍ୟା ଓ ହତ୍ୟାର ଚକ୍ରବ୍ୟୁହରେ ଘୁରିବୁଲୁଛି । ହେଲେ ଏବେ ଖବର ମିଳିଛି ପ୍ରିୟଙ୍କା ଓ ଦୀପିକାଙ୍କୁ ମୁମ୍ବାଇ…

ରାମ ମନ୍ଦିର ଭୂମିପୂଜା ମୁହୂର୍ତ୍ତକୁ ଅଶୁଭ କହିଲେ ଶଙ୍କରାଚାର୍ଯ୍ୟ

ଅଯୋଧ୍ୟା: ବହୁ ବର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତାରଖ ନିର୍ଦ୍ଧାରିତ ହୋଇଛି । ତେବେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶିଳାଦ୍ୟାସ ତାରିଖକୁ ନେଇ ବିବାଦ ସୃଷ୍ଟି ହୋଇଛଇ । ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭୂମିପୂଜା ପାଇଁ ନିର୍ଣ୍ଣୟ ହୋଇଥିବା ମୁହୂର୍ତ୍ତକୁ…