Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଣବଙ୍କ ବିୟୋଗରେ ଶୋକ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଳୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି । ସୋମବାର ସନ୍ଧ୍ୟାରେ ୮୪ ବର୍ଷ ବୟସରେ ସେ ଦେହ ତ୍ୟାଗ କରିଛନ୍ତି । ସେ ଅନେକ ଦିନ ଧରି ଭେଣ୍ଟିଲେଟରରେ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ଅନେକ ରାଜନେତା ଟ୍ୱିଟ୍ କରି ପ୍ରଣବକୁ…

କରୋନା ମୁକାବିଲା ପାଇଁ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଓଡିଶା ଆସିବ କେନ୍ଦ୍ରୀୟ ଟିମ୍ । ଓଡିଶା ସମେତ ଛତିଶଗଡ, ଝାରଖଣ୍ଡ ଓ ଉତ୍ତର ପ୍ରଦେଶକୁ ମଧ୍ୟ କେନ୍ଦ୍ରୀୟ ଟିମ୍ ଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି କେନ୍ଦ୍ରୀୟ ଟିମ୍ କରୋନା ମୁକାବିଲା କ୍ଷେତ୍ରରେ ସରକାରଙ୍କୁ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ୮୪ ବର୍ଷ ବୟସରେ ଆଜି ତାଙ୍କ ପରଲୋକ ହୋଇଛି । ଏନେଇ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଦୀର୍ଘ ଦିନ ହେବ ସେ କୋମାରେ ଥିଲେ । ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ…

ସୁପ୍ରିମକୋର୍ଟଙ୍କ ରାୟକୁ ଗ୍ରହଣ କଲେ ପ୍ରଶାନ୍ତ ଭୂଷଣ, ଭରିଲେ ୧ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଭରିଲେ ଟଙ୍କିକିଆ ଜରିମାନା । ସୁପ୍ରିମକୋର୍ଟ ଆଜି ତାଙ୍କୁ ୧ ଟଙ୍କା ଜରିମାନା ଦଣ୍ଡିତ କରିଥିଲେ । ଏଥିସହ ଆସନ୍ତା ସେପ୍ଟେଟର ୧୫ ସୁଦ୍ଧା ୧ ଟଙ୍କା ଜରିମାନା ଭରଣା କରିବାରେ ଯଦି ସେ ବିଫଳ…

ବେୟର ଗ୍ରୀଲ୍ସଙ୍କ ସହ ଅକ୍ଷୟ କୁମାରଙ୍କ ଖତରନାକ ଏଡଭେଞ୍ଚର୍ସ; ଦେଖନ୍ତୁ ଭିଡିଓ

..ଭୁବନେଶ୍ୱର: ଦୁନିଆର ସବୁଠୁ ଲୋକପ୍ରିୟ ଶୋ ‘ମେନ୍ ଭସେର୍ସ ୱାଇଲ୍ଡ’ରେ ବଲିଉଡ ଅଭିନେତା ଅକ୍ଷୟ କୁମାର ନଜର ଆସିବାକୁ ଯାଉଛନ୍ତି । ସୋମବାର ଦିନ ଅକ୍ଷୟ କୁମାର ସୋସିଆଲ୍ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ । ଏହି ଭିଡିଓରେ ବେୟର ଗ୍ରୀଲ୍ସଙ୍କ ସହ ଖତରନାକ ଏଡଭେଞ୍ଚର୍ସ କରୁଥିବା ନଜର…

ବୃଦ୍ଧାଙ୍କ ଡ୍ୟାନ୍ସ ଜଲଓ୍ୱା, ଭିଡିଓ ଦେଖିଲେ ଖୁସ୍ ହୋଇଯିବେ

ଆଶା ଭୋସଲେଙ୍କ ଗୀତରେ ଦୁଇ ବୃଦ୍ଧାଙ୍କ ଜବରଦସ୍ତ ଡ୍ୟାନ୍ସ । ଧମାକାଦାର ଷ୍ଟେପ୍ ସାଙ୍ଗକୁ ଜମାଣିଆ ଫେସିଆଲ୍ ଏକ୍ସପ୍ରେସନ୍ । ଭାଇରାଲ୍ ଭିଡିଓକୁ ଯିଏ ଦେଖିବ କହିବ ଓ୍ୱା ... ଓ୍ବା ...। କଣ ଡ୍ୟାନ୍ସ କରୁଛନ୍ତି ସେମାନେ ! ୧୯୭୫ ମସିହାର ଫେମସ ସଙ୍ଗ୍ ପିୟା ତୁ ଅବ ତୋ ଆଜା ... ଗୀତରେ…

ଅଦାଲତ ଅବମାନନା ମାମଲା: ପ୍ରଶାନ୍ତ ଭୂଷଣଙ୍କୁ ୧ ଟଙ୍କା ଜରିମାନା, ନଦେଲେ ଜେଲ୍

ନୂଆଦିଲ୍ଲୀ: ଅଦାଲତ ଅବମାମନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଦଣ୍ଡ ବିଧାନ କରିଛନ୍ତି ସୁପ୍ରିମକୋର୍ଟ । ତାଙ୍କୁ ୧ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୧୫ ତାରିଖ ଭିତରେ ଜରିମାନା ଅର୍ଥ ଦେବେ । ନଚେତ ୩ ମାସ ଜେଲ ଦଣ୍ଡ ଭୋଗିବେ । ୩…

ପଳାତକ ବିଜୟ ମାଲ୍ୟାଙ୍କୁ ସୁପ୍ରିମ ଝଟକା

ନୂଆଦିଲ୍ଲୀ: ବ୍ୟାଙ୍କ ଋଣ ଟଙ୍କା ନଫେରାଇ ଦେଶ ଛାଡ଼ି ଫେରାର୍ ହୋଇଥିବା ଲିକର ବାରୁନ୍ ବିଜୟ ମାଲ୍ୟାଙ୍କୁ ଝଟକା । ଅଦାଲତ ଅବମାନନା ମାମଲାରେ ପୁନଃବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଟଙ୍କା ନେଣଦେଣ ସମ୍ପର୍କିତ ଏହି ମାମଲାର ଶୁଣାଣି କରି ଅଗଷ୍ଟ ୨୭ ତାରିଖରେ ରାୟ ସଂରକ୍ଷିତ…

ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ; ସୂଚନା ଦେଲା ଆର୍ମି ହସ୍ପିଟାଲ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହଥିବା ସୂଚନା ଦେଇଛନ୍ତି ନୂଆଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲ୍ । ପ୍ରାୟ ୨୦ ଦିନ ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲ ପକ୍ଷରୁ ସୋମବାର…

ବଦମାସ୍ ଚୀନର ପୁଣି ବାହାରିଲା ପୁରୁଣା ରୋଗ

ନୂଆଦିଲ୍ଲୀ: କଥାରେ ଅଛି ଯେତେ ମାଠିବୁ ମାଠ, ସେହି ଦରପୋଡା କାଟ୍ । ଯାହାର ପ୍ରକୃତି ଯାହା କେବେ ବଦଳିବ ନାହିଁ । ପ୍ରତାରକ ଚୀନ କ୍ଷେତ୍ରରେ ପୁଣି ଥରେ ଦେଖିବାକୁ ମିଳିଛି । ଶାନ୍ତି ଆଲୋଚନା ଚାଲିଥିବା ବେଳେ ସୀମାରେ ଆରମ୍ଭ କରିଛି ନାଟକବାଜୀ । ମୁହାଁମୁହିଁ ହୋଇଛନ୍ତି ଚୀନ୍-ଭାରତ ସେନା ।…