Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋରନା ଯୋଗୁ ଏବର୍ଷ ଅମରନାଥ ଯାତ୍ରା ବାତିଲ୍

ଜମ୍ମୁ କଶ୍ମୀର: କରୋନା ଟାଣିଲା ଲକ୍ଷ୍ମଣରେଖା । ଏବର୍ଷ ହେବନି ଅମରନାଥ ଯାତ୍ରା । ଭକ୍ତ ଓ ଭଗବାନଙ୍କ ମଧ୍ୟରେ କଣ୍ଟା ସାଜିଲା କରୋନା । ମହାମାରୀ ପାଇଁ ଚଳିତବର୍ଷ ଅମରନାଥ ଯାତ୍ରାକୁ ରଦ୍ଦ କରାଯାଇଛି । ଏନେଇ ସୂଚନା ଦେଇଛି ଅମରନାଥ ଶ୍ରାଇନ୍ ବୋର୍ଡ । ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଗିରୀଶ…

ଆସାମରେ ଭୟଙ୍କର ବନ୍ୟା: ସହାୟତାର ହାତ ବଢ଼ାଇଲା ଜାତିସଂଘ

ଆସାମ: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି । ଏପର୍ଯ୍ୟନ୍ତ କମିବାର ନାଁ ନେଉନାହିଁ । ସେଠାକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ବନ୍ୟା ଦ୍ୱାରା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିସହ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ଆସାମରେ ଭାରତ…

ଗାଜିଆବାଦରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପାଞ୍ଚ ଗିରଫ

ଗାଜିଆବାଦ: ଦୁଇ ଝିଅଙ୍କ ସାମ୍ନା ଜଣେ ସାମ୍ବାଦିକଙ୍କୁ ଗୁଳିମାଡ କରିବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗତକାଲି ବିଜୟ ନଗର ଅଂଚଳରେ ସାମ୍ବାଦିକ ବିକ୍ରମ ଯୋଶୀ ନିଜର ଦୁଇ ଝିଅଙ୍କ ସହ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ହଠାତ୍ ତାଙ୍କ ସାମ୍ନାରେ ପାଞ୍ଚ ଜଣ ବ୍ୟକ୍ତି…

ପାଠକଙ୍କୁ ଖବରକାଗଜ ସହ ମାସ୍କ ଫ୍ରି

ଶ୍ରୀନଗର: କରୋନାଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସଚେତନତା । ଏଥିସହ ସାମାଜିକ ଦୂରତା ଓ ମାସ୍କ । ଏହି ଭାଇରସରୁ ବଂଚିବା ପାଇଁ ଏହା ନିହାତି ଜରୁରୀ । ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରିବା ଲାଗି ନିଜ ପାଠକଙ୍କୁ ତାଜା ଖବର ସହ ମାସ୍କ ଦେବାକୁ ଅଭିଯାନ ଆରମ୍ଭ କରିଛି ଏକ…

ଜେବ୍ରା ଛୁଆକୁ ବଂଚାଇବା ପାଇଁ ନିଜକୁ ରଙ୍ଗରେ ରଙ୍ଗେଇଦେଲେ ଚିଡିଆଖାନାର କର୍ମଚାରୀ

ନାଇରୋବି: କେନିୟାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ସିଂହ ଆକ୍ରମଣରେ ମାଆ ଜେବ୍ରାର ମୃତ୍ୟୁ ଘଟିଥିଲା । ପାଖରେ ଲୁଚି ରହିଥିବା ଜେବ୍ରା ଛୁଆଟି ଭୟଭୀତ ହୋଇ ପଡିଥିଲା । ତାକୁ ବଂଚାଯିବା ପରେ ସାଭୋ ଇଷ୍ଟ ନ୍ୟାଶନାଲ ପାର୍କକୁ ଅଣା ଯାଇଥିଲା । ତେବେ ସେ ତା ମାଆକୁ ଝୁରିବା ଛାଡି ନ…

‘ବନ୍ଦ ଘରେ ବି ମାସ୍କ ଜରୁରୀ’

ନୂଆଦିଲ୍ଲୀ: ଏଣିକି ବନ୍ଦ ଘରେ ତଥା ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ଜରୁରୀ । ବାୟୁରେ କରୋନା ବ୍ୟାପିବା ଆଶଙ୍କା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ବନ୍ଦ ଜାଗାରେ ବି ମାସ୍କ ପିନ୍ଧିବା ପାଇଁ ସିଏସ୍‌ଆଇଆର୍‌ (କାଉନସିଲ୍ ଅଫ୍ ସାଇଂଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ)…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ

ଅଗରତାଲା: ପଂଜାବୀ ଓ ଜାଠଙ୍କ ପ୍ରତି ବିବାଦୀୟ ମନ୍ତ୍ୟ ଦେଇଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ସମାଲୋଚିତ ହେବା ପରେ କ୍ଷମା ମାଗିଛନ୍ତି । ଏହି ଦୁଇ ସମ୍ପ୍ରଦାୟର ମୋର ଅନେକ ବନ୍ଧୁ ଅଛନ୍ତି । ଯଦି ମୋ ମନ୍ତବ୍ୟ ନେଇ କେହି ଆଘାତ ପାଇଥାନ୍ତି ତାହାହେଲେ ମୁଁ କ୍ଷମା ପ୍ରାର୍ଥନା କରୁଛି…

ବିଲରେ ଧାନ ରୋଉଛନ୍ତି ସଲମାନ ଖାନ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଅଭିନେତାରୁ ଚାଷୀ ପାଲଟିଲେ ବଲିଉଡର ଭାଇଜାନ ସଲମାନ ଖାନ । ବିଲରେ ରୋଇଲେ ଧାନ । କେବଳ ସେତିକି ନୁହେଁ ଟ୍ରାକ୍ଟର ଚଳାଇ ହଳ ମଧ୍ୟ କଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । Rice plantation done . . pic.twitter.com/uNxVj6Its4 — Salman Khan…

ପାଇଲଟ ଓ ତାଙ୍କ ଟିମ୍‌କୁ ୨୪ ଯାଏଁ ଆଶ୍ୱସ୍ତି

ଜୟପୁର: ଥମୁନି ରାଜସ୍ଥାନ ରାଜନୀତି ସଂକଟ । ଏହାରି ଭିତରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ତାଙ୍କ ଟିମ୍‌ଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି । ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ଦିନ ବାଚସ୍ପତିଙ୍କ ନୋଟିସ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି କରିଛନ୍ତି । ସଚିନ ପାଇଲଟ ଓ ଅନ୍ୟ…

ଜେଲ୍ ଭିତରେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରିଣୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ନଳିନୀ ଶ୍ରୀହରଣ ଜଲ୍ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନଳିନୀ ଭେଲ୍ଲୋର ଜେଲରେ ଆଜୀବନ ସଜ୍ଜା…