Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜା ମାନ ସିଂ ଫେକ୍ ଏନକାଂଉଟର କେସ୍‌: ୩୫ ବର୍ଷ ପରେ ନିଷ୍ପତି ଆସିଲା, ୧୧ ପୋଲିସଙ୍କୁ ଆଜୀବନ ଦଣ୍ଡାଦେଶ

ମଥୁରା: ବହୁ ଚର୍ଚ୍ଚିତ ରାଜା ମାନସିଂ ହତ୍ୟାକାଣ୍ଡରେ ଉତରପ୍ରଦେଶ କୋର୍ଟ ଏକ ଯୁଗାନ୍ତକାରୀ ନିଷ୍ପତି ଶୁଣାଇଛି । ୩୫ ବର୍ଷ ପରେ ମାନ ସିଂଙ୍କ ପରିବାରକୁ ନ୍ୟାୟ ମିଳିଛି । ଭରତପୁର ରାଜାଙ୍କ ହତ୍ୟା ମାମଲାରେ ୧୧ ପୋଲିସକର୍ମୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଦଣ୍ଡାଦେଶ ଜାରି କରିଛନ୍ତି…

କରୋନା ପଜିଟିଭ ଚିହ୍ନଟ ହେଲେ ଆଉ ୧୧ ସିଆରପିଏଫ ଯବାନ

ନୂଆପଡ଼ା: କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ନୂଆପଡ଼ାର ଆଉ ୧୧ ସିଆରପିଏଫ ଯବାନ । ସଂକ୍ରମିତ ଯବାନମାନେ ୧୮ ଜଣିଆ ସଦସ୍ୟ ବିଶିଷ୍ଟ କଣ୍ଟିଜେଣ୍ଟରେ ରହୁଥିଲେ । ଏମାନେ ଦେଶର ବିଭିନ୍ନ ରାଜ୍ୟରୁ ନିଜ କର୍ତ୍ତବ୍ୟରେ ଯୋଗଦେବାକୁ ଫେରିଥିଲେ। ଏହି ଯବାନମାନେ ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା,…

ଖଣି ଖାଦାନରୁ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା ଖଣ୍ଡ

ପାଟଣା: ଖଣି ଖାଦାନରୁ ମିଳିଲା ୧୦. ୬୯ କ୍ୟାରେଟର ହୀରା ଖଣ୍ଡ । ଯାହାର ମୂଲ୍ୟ ୫୦ ଲକ୍ଷ ଟଙ୍କା । ମଧ୍ୟପ୍ରଦେଶ ପାଟଣା ଜିଲ୍ଲା ଅନ୍ତର୍ଗତ ରାଣୀପୁର ଅଞ୍ଚଳରେ ଥିବା ଗୋଟିଏ ଖଣି ଖାଦାନରୁ ଗତକାଲି ହୀରା ଖଣ୍ଡ ମିଳିଥିଲା । ରାଣୀପୁର ଅଞ୍ଚଳରେ ଥିବା ଏହି ଖଣିକୁ ଲିଜରେ ନେଇଛନ୍ତି ୩୫ ବର୍ଷୀୟ…

ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅବମାନନା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅପରାଧିକ ଅବମାନନା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଦିନେ ପୂର୍ବରୁ ପ୍ରଶାନ୍ତ ଭୂଷଣ ଓ ଟ୍ୱିଟର ଇଣ୍ଡିଆ ବିରୋଧରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିଥିଲେ କୋର୍ଟ । ମାମଲାର ଶୁଣାଣି କରିବେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ବି. ଆର.…

ବଢୁଛି ସଂକ୍ରମଣ : ଭାରତରେ ୨୪ ଘଣ୍ଟାରେ ୩୭,୭୨୪ ଆକ୍ରାନ୍ତ ଚିହ୍ନଟ, ୧୨ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଜଟିଳ ଆଡକୁ ଗତି କରୁଛି କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ ହୋଇ ଚାଲିଛି । ଆଖି ପିଛୁଲକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୩୭, ୭୨୪ ଜଣ ବ୍ୟକ୍ତି କରୋନା ସଂକ୍ରମିତ…

ଗାଜିଆବାଦରେ ଗୁଳିମାଡ଼ରେ ଆହତ ସାମ୍ବାଦିକଙ୍କ ମୃତ୍ୟୁ

ଗାଜିଆବାଦ (ଉତ୍ତରପ୍ରଦେଶ): ଆଖି ବୁଜିଲେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆହତ ଗାଜିଆବାଦର ଯୁବ ସାମ୍ବାଦିକ ବିକ୍ରମ ଯୋଶୀ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ବିକ୍ରମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଗୁଳିମାଡ଼ରେ ତାଙ୍କ ମୁଣ୍ଡରେ ଥିବା ଶିରାଗୁଡ଼ିକ ଅଚଳ…

ଜିଓ ଫୋନ୍ ପାଇଁ ସବୁଠାରୁ ବଡ ଅପଡେଟ୍, ଗୁଗୁଲ ଲେନ୍ସ ଏବେ ଜିଓ ଫୋନରେ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ରିଲାଏନ୍ସ ଜିଓର ଜିଓ ଫୋନ୍ ଅଛି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି | ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଜିଓ ଫୋନକୁ ସବୁଠାରୁ ବଡ ଅପଡେଟ୍ ମିଳିଛି | ଜିଓ ଫୋନ୍ ବ୍ୟବହାରକାରୀମାନେ ଗୁଗୁଲରୁ ଏହି ଉପହାର ଗ୍ରହଣ କରିଛନ୍ତି, ଯାହାକି KaiOS ବ୍ୟବହାରକାରୀଙ୍କ…

ଆୟ ବଢାଇବା ପାଇଁ ଭାରତୀୟ ରେଳବାଇ ର ନୂଆ ରଣନୀତି ପ୍ରସ୍ତୁତ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ନୂଆଦିଲ୍ଲୀ: ମାଲ ପରିବହନ ବୃଦ୍ଧି ପାଇଁ ଭାରତୀୟ ରେଳ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ନୂତନ ରଣନୀତି ଅନୁଯାୟୀ ରେଳ ମନ୍ତ୍ରଣାଳୟ ସମସ୍ତ ଜୋନ୍ ଏବଂ ବିଭାଗ ସ୍ତରରେ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ସୃଷ୍ଟି କରିଛି। ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ରେଳ ମାଧ୍ୟମରେ ମାଲ ପରିବହନର…

ଜାପାନର ବୋୖଦ୍ଧ ମନ୍ଦିରରେ ରୋବଟ ପୂଜକ ପ୍ରସ୍ତୁତି ପାଇଁ ସାତ କୋଟି ଟଙ୍କା ଖର୍ଚ୍ଚ ହୋଇଛି

ଅନେକ ସମୟରେ ହୋଟେଲ ରେ ହେଉ ଅବା ଅଫିସ ରେ ରୋବଟ କାମ କରିବା ଦେଖିଥିବେ | ବଡ ବଡ ଦେଶ ସବୁ ଏଥିରେ ବିଭିନ୍ନ ପ୍ରକାରର ରିସର୍ଚ୍ଚ କରିବାକୁ ଲାଗିଛନ୍ତି | ଏଥିରୁ ଜାପାନ ବାଦ ପଡ଼ନ୍ତା କିପରି | ଏମିତିବି ଜାପାନ ନୂଆନୂଆ ଜିନିଷ ତିଆରି କରିବାରେ ସମସ୍ତଙ୍କଠାରୁ ଆଗରେ | ଏବେ ସେମିତି ଗୋଟେ ଖବର…

ସର୍ଜିଲ ଇମାମଙ୍କୁ କରୋନା

ନୂଆଦିଲ୍ଲୀ: ବିବାଦୀୟ ଯୁବ ନେତା ସର୍ଜିଲ ଇମାମ କରୋନା ଭାଇରସ କବଳରେ ପଡିଛନ୍ତି । ଉତେଜନା ସୃଷ୍ଟି କାରୀ ଭାଷଣ ଦେବା ଅଭିଯୋଗରେ ସେ ଗିରଫ ହୋଇ ଗୌହାଟୀ ଜେଲରେ ଅଛନ୍ତି । କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଜୁଲାଇ ୧୭ରେ ତାଙ୍କୁ ନେଇ ଆସୁଥିବା ସମସ୍ତ…