Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହ୍ଵାଟସଆପ୍ସରେ କେବଳ ଚାଟିଂ ନୁହେଁ, ମ୍ୟୁଚୁଆଲ୍ ଫଣ୍ଡ ମଧ୍ୟ କିଣିପାରିବେ, ଆକ୍ସିସ୍ ଏଏମସି ଆରମ୍ଭ କଲା ଏହି ସେବା

ନୂଆଦିଲ୍ଲୀ: ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ କରିବାକୁ ଚାହାଁନ୍ତି, ଆଉ ପାଖରେ ସ୍ମାର୍ଟଫୋନ ଅଛି, ତେବେ ଆପଣଙ୍କର ଅସୁବିଧା ସହଜ ହୋଇଯାଇଛି | ମ୍ୟୁଚୁଆଲ୍ ଫଣ୍ଡରେ ବିନିଯୋଗ ହ୍ଵାଟସଆପ୍ସ ରେ ଚାଟିଂ କରିବା ସହଜ ହୋଇଛି। ଆକ୍ସିସ୍ ଏମ୍ସି (ଆକ୍ସିସ୍ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀ)…

ରିୟା ଚକ୍ରବର୍ତ୍ତୀଙ୍କୁ ସାଢ଼େ ୧୦ ଘଣ୍ଟା ଘାଣ୍ଟିଲା ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ୍ ଜେରା କରିଛି ସିବିଆଇ । ଗତକାଲି ପ୍ରଥମ ଦିନରେ ସାଢ଼େ ୧୦ ଘଣ୍ଟା ଧରି ଜେରା ହୋଇଥିଲା । ରାତି ୯ଟା ବେଳେ ମୁମ୍ବାଇ ସ୍ଥିତ ଡିଆରଡିଓ ଗେଷ୍ଟ ହାଉସରୁ ବାହାରିଥିଲେ ରିୟା ଚକ୍ରବର୍ତ୍ତୀ ।…

ଓଡିଶାରେ ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱ ଆୟରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କଲା ରିଲାଏନ୍ସ ଜିଓ : ଟ୍ରାଇ ରିପୋର୍ଟ

-ମୋଟ ରାଜସ୍ୱ ଆୟରେ ଜିଓ ୫୦% ବଜାର ଅଂଶ ହାସଲ କରିଥିବା ଭାରତର ଦୁଇଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ…

କରୋନାରେ ମୃତ୍ୟୁବରଣ କଲେ କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାର

ଚେନ୍ନାଇ: କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାରଙ୍କର ଆଜି ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବସନ୍ତଙ୍କୁ ଗତ ୧୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

ମୌସୁମୀ ଅଧିବେଶନର ୭୨ ଘଣ୍ଟା ପୂର୍ବରୁ ସାଂସଦଙ୍କ ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନ ଆରମ୍ଭ ହେବାର ୭୨ ଘଣ୍ଟା ପୂର୍ବରୁ ସାଂସଦ ମାନେ କରୋନା ପରୀକ୍ଷା କରାଇବା ଲାଗି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ କୋଭିଡ-୧୯ ଟେଷ୍ଟ କରିବା ପାଇଁ ପାର୍ଲିଆମେଣ୍ଟ…

କୋଲକାତାରେ ଗ୍ରାଜୁଏସନ କରିବେ ସନ୍ନି ଲିଓନି !

କୋଲକାତା: ଅଭିନୟ ସହ କଲେଜରେ ପଢିବେ ସନ୍ନି ଲିଓନି । ଏପରିକି ମେରିଟ୍ ଲିଷ୍ଟରେ ବି ତାଙ୍କ ନାଁ ରହିଛି । ଏହି ଖବରକୁ ନେଇ ଆମ ପାଖରେ କୌଣସି ଦଲିଲ ନାହିଁ । ହେଲେ କୋଲକାତାର ଏକ କଲେଜର ଇଂଗ୍ଲିସ୍ ଅନର୍ସ ମେରିଟ୍ ଲିଷ୍ଟରେ ତାଙ୍କ ନାଁ ସାମ୍ନାକୁ ଆସିଛି । କୋଲକାତାର ଆଶୁତୋଷ କଲେଜ । ଏହି…

ପୁଣିଥରେ ନିର୍ମାଣ ହେବ ଅନ୍ଧାଧୁନ୍‌, ଏଥର ଶ୍ରୀୟା ସରନ୍ !

ହାଇଦ୍ରାବାଦ: ୨୦୧୮ରେ ରିଲିଜ ହୋଇଥିଲା ବ୍ଲାକ୍ କମେଡି ଫିଲ୍ମ ଅନ୍ଧାଧୁନ୍ । ଲିଡ୍ ରୋଲ୍‌ରେ ଥିଲେ ଆୟୁଷ୍ମାନ ଖୁରାନା, ରାଧିକା ଆପ୍ଟେ ଓ ତବ୍ୱୁ । ମାତ୍ର ୩୨ କୋଟି ବଜେଟ୍‌ରେ ନିର୍ମିତ ଏହି ଫିଲ୍ମ ସ୍ଲିପର୍ ହିଟ୍ ସାବ୍ୟସ୍ତ ହୋଇ ୪୫୦କୋଟିରୁ ଅଧିକ ଇନ୍‌କମ୍ କରିଥିଲା । ତେବେ ଖୁବଶୀଘ୍ର ଏହି…

ଆଇଏଏସ୍ ଉଷା ପାଢୀ ହେଲେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋର ଡିଜି

ନୂଆଦିଲ୍ଲୀ: ଆଇଏଏସ୍ ଉଷା ପାଢୀ ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋ(ବିସିଏଏସ୍‌)ର ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୧୮ ତାରିଖରେ ସେ ଦାୟିତ୍ୱରେ ଯୋଗ ଦେଇଥିବା ବେଳେ ଏ ନେଇ ଶ୍ରୀମତୀ ପାଢୀ ଟ୍ୱିଟରରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ବିସିଏଏସ ଡିଜି…

ଟ୍ରକ୍ ଅଟକାଇ ୬ କୋଟି ମୂଲ୍ୟର ମୋବାଇଲ୍ ଫୋନ୍ ଲୁଟ୍ !

ଆନ୍ଧପ୍ରଦେଶ: ଦିନ ଦ୍ୱିପହରେ ଜାତୀୟ ରାଜପଥରେ ବଡ ଧରଣର ଲୁଟ୍ । ଟ୍ରକ୍‌ରୁ ଲୁଟେରା ଲୁଟିନେଲେ ୬କୋଟି ଟଙ୍କା ମୂଲ୍ୟର ମୋବାଇଲ୍ ଫୋନ୍ । ଏହି ମାମଲାର ପୋଲିସ ତଦନ୍ତ କରୁଥିଲାବେଳେ ଯୋଜନାବଦ୍ଧ ଭାବେ ଲୁଟ୍ ହୋଇଥିବା ସ୍ପଷ୍ଟ ହୋଇଛି । ମଙ୍ଗଳାବର ୬ରୁ ୭ଜଣ ଅଜଣା ବ୍ୟକ୍ତି ଆନ୍ଧ୍ରପ୍ରଦେଶ ଓ…

ଡିସେମ୍ବରରେ ପାଇଲଟ୍ ହେବେ କଙ୍ଗନା ରଣାୱତ !

ମୁମ୍ବାଇ: ପାଇଲଟ୍ ବନିବେ କଙ୍ଗନା ରଣାୱତ୍ । କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । ହେଲେ ରିୟଲ୍‌ରେ ନୁହେ ବରଂ ରିଲ୍ ଲାଇଫରେ ତାଙ୍କୁ ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ କଙ୍ଗନାଙ୍କ ଆଗାମୀ ଫିଲ୍ମର ଫାଷ୍ଟ ଲୁକ୍ ରିଭିଲ୍ ହୋଇଛି । ଫିଲ୍ମର ଟାଇଟଲ ତେଜସ୍ ରହିଥିଲାବେଳେ…