Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗଲଓ୍ୱାନ ଘାଟିରୁ ପଛକୁ ହଟିବେ ଭାରତ ଓ ଚୀନ୍ ସୈନ୍ୟ

ଜମ୍ମୁ କଶ୍ମୀର: ପୂର୍ବ ଲଦାଖର ଗଲଓ୍ୱାନ ଘାଟି ଓ ଗୋଗ୍ରା ହଟସ୍ପ୍ରିଙ୍କରୁ ସେନ୍ୟ ପ୍ରତ୍ୟାହାର କରିବେ ଉଭୟ ଭାରତ ଓ ଚୀନ । ବୀବାଦୀୟ ସ୍ଥାନରୁ ଦୁଇ ଦେଶ ପଛକୁ ହଟିବା ନେଇ ସହମତି ହୋଇଛି । ପୂର୍ବ ଭଳି ସୀମାରେ ଶାନ୍ତି ବଜାର ରଖିବେ । ଦୁଇ ଦେଶର ସେନା ମଧ୍ୟରେ ଏନେଇ ୧୨ ଘଣ୍ଟାର ମାରାଥନ୍…

ଆଜି ଶିବରାଜ ସିଂ ଚୌହ୍ୱାନ କ୍ୟାବିନେଟର ସମ୍ପ୍ରସାରଣ

ମଧ୍ୟପ୍ରଦେଶ: ଶିବରାଜ ସିଂହ ଚୌହ୍ୱାନ ସରକାରରେ ଆଜି ସାମିଲ ହେବେ ନୂଆ ମନ୍ତ୍ରୀ । ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୧୧ଟାରେ ରହିଛି ଶପଥଗ୍ରହଣ ସମାରୋହ । ଭୋପାଳ ସ୍ଥିତ ରାଜଭବନ ପରିସରରେ ଆୟୋଜିତ ହେବ ଉତ୍ସବରେ ରାଜ୍ୟପାଳ ଆନନ୍ଦି ବେନ୍ ପଟେଲ ନୂଆ ମନ୍ତ୍ରୀଙ୍କୁ…

ଟିକଟକ୍ କେସ୍ ଲଢ଼ିବାକୁ ରୋହତଗୀଙ୍କ ପରେ ମନା କଲେ ସିଂଘଭୀ

ଟିକଟକ୍ ସମେତ ୫୯ ଚାଇନା ଆପକୁ ମୋଦି ସରକାର ବ୍ୟାନ୍ କରିଛନ୍ତି । ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ସେସବୁ ଆପ୍ ହାନୀକାରକ ହୋଇଥିବାରୁ ପ୍ରତିବନ୍ଧକ ଲାଗିଛି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି ଟିକଟକ୍ କମ୍ପାନୀ । କିନ୍ତୁ ମିଳୁ…

ମାନିଲା ଚୀନ୍, ଭାରତରେ ଟିକଟକ୍ ବ୍ୟାନରୁ ଶହସ୍ର କୋଟି ଘାଟା

ହାତରେ ନମାରି ଚୀନକୁ ଭାତରେ ଚାପୁଡ଼ା ମାରିଛି ଭାରତ । ଗଲଓ୍ୱାନ ଘାଟି ସଂଘର୍ଷ ପରେ ଏଲଏସିରେ ଦୁଇ ଦେଶ ଭିତରେ ଟେସନର ବଢ଼ିଛି । ଚୀନକୁ ସାବାଡ କରିବା ପାଇଁ ୫୯ ଚାଇନିଜ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ବିଚଳିତ ଚୀନ୍ ଭାରତକୁ ଧମକାଉଛି । କିନ୍ତୁ ସତ ମାନିଛି ଯେ ଟିକଟକ୍ ବ୍ୟାନ୍…

ସିଆରପିଏଫ୍ ଉପରେ ହମଲା କରିଥିଲା ପାକିସ୍ତାନ ଆତଙ୍କୀ ଉସମାନ ଭାଇ

ଜମ୍ମୁ କଶ୍ମୀର: ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ପଛରେ ପାକିସ୍ତାନ ଆତଙ୍କବାଦୀ ସଂଗଠନର ହାତ ରହିଛି । ଲସ୍କର-ଏ-ତୋଇବାର ଆତଙ୍କବାଦୀ ଉସମାନ ଭାଇ ଏହାର ଲିଡର୍ । ସାଥ ଦେଇଥିଲା ସ୍ଥାନୀୟ ଆତଙ୍କୀ ଆଦିଲ୍ । ଦୁହେଁ ମିଶି ଏକ ମସଜିଦ ଭିତରୁ ସିଆରପିଏଫ୍ ଟିମ୍ ଉପରେ ହମଲା କରିଥିଲେ ।…

କୋବ୍ରା କମାଣ୍ଡୋ ଯିଏ ଏନକାଉଣ୍ଟର ବେଳେ ବଞ୍ଚାଇଥିଲେ କୁନି ଶିଶୁର ଜୀବନ

ଜମ୍ମୁ କଶ୍ମୀର ସପୋରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ଫସି ଯାଇଥିଲା ତିନି ବର୍ଷର ଶିଶୁ । ତାକୁ ଉଦ୍ଧାର କରିଥିଲେ ସିଆରପିଏଫର ଜଣେ ଯବାନ । କିନ୍ତୁ ଆତଙ୍କୀଙ୍କ ଗୁଳିରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଶିଶୁର ଜେଜେବାପା । ଏହି ଖବର ଆଜି ହେଡଲାଇନ୍ସରେ ରହିଥିଲା ।…

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମାସକ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଗଷ୍ଟ ୧ ତାରିଖ ସୁଦ୍ଧା ନୂଆଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନିର୍ଦ୍ଦେଶ ମିଳିଛି । ସେ ଘର ଖାଲି ନ କଲେ ଫାଇନ୍ ଦେବାକୁ ପଡ଼ିବ ବୋଲି ହାଉସିଂ ଓ ଅର୍ବାନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୋଟିସ…

ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଆନନ୍ଦିବେନ୍ ପଟେଲ

ଭୋପାଳ: ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଆନନ୍ଦିବେନ୍ ପଟେଲ ବୁଧବାର ଶପଥ ଗ୍ରହଣ କରିଛନ୍ତି । ଉତରପ୍ରଦେଶର ରାଜ୍ୟପାଳ ଥିବା ବେଳେ ତାଙ୍କୁ ମଧ୍ୟପ୍ରଦେଶ ରାଜାପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଗୁରୁବାର ମଧ୍ୟପ୍ରଦେଶ କ୍ୟାବିନେଟର ସମ୍ପ୍ରସାରଣ ହେବ । ଏହାକୁ ଆଖି ଆଗରେ…

ବାବା ରାମଦେବଙ୍କ କରୋନିଲ ଔଷଧ ବଜାରରେ ବିକ୍ରି ହେବ କିନ୍ତୁ କରୋନା ମେଡିସିନି ଭାବେ ନୁହେଁ : ଆୟୂଷ ମନ୍ତ୍ରଣାଳୟ

ହରିଦ୍ୱାର: କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଳୟ ପୁଣି ଥରେ ଆଜି ସ୍ପଷ୍ଟ କରିଛି ଯେ ଯୋଗ ଗୁରୁ ବାବା ରାମଦେବଙ୍କ କୋରୋନିଲ୍ ଇମ୍ୟୁନିଟି ବୁଷ୍ଟର ହିସାବରେ ବିକ୍ରି ହେବ । କିନ୍ତୁ କରୋନାର ଚିକିତ୍ସା ଭାବେ ଏହି ମେଡିସିନ୍ ବିକ୍ରି ହେବନି । କୋରୋନିଲ୍ ଉପରେ ଆଇନ୍ ଅନୁସାରେ ହିଁ କାମ କରାଯାଇଛି ।…

ଚାଇନା ଆପ୍ Weibo ଛାଡିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଥମିବାରେ ନାଁ ନେଉନାହିଁ ଭାରତ-ଚୀନ ସୀମା ବିବାଦ । ଭାରତ ସରକାର ସୋମବାର ୫୯ଟି ଚାଇନିଜ ଆପ ବ୍ୟାନ କରିଛନ୍ତି ।  ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନିଜ ଆପ Weibo ରୁ ନିଜ ଆକାଉଣ୍ଟ ହଟେଇ ଦେଇଛନ୍ତି । ମୋଦି ୨୦୧୫ ମସିହାରେ ଏହି ଆପ ଜଏନ କରିଥିଲେ । ଏହି ଆପ ଦ୍ୱାରା…