Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାଶ୍ମୀର ଜୋନ୍ ପୋଲିସ ୧୨ ଆତଙ୍କବାଦୀଙ୍କ ହିଟଲିଷ୍ଟ ଜାରି କଲା

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦୀ ମୁକ୍ତ କରିବା ପାଇଁ ସ୍ଥାନୀୟ ପୋଲିସ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଇତି ମଧ୍ୟରେ କଶ୍ମୀର ଜୋନ୍ ପୋଲିସ ୧୨ଜଣ ଆତଙ୍କବାଦୀଙ୍କ ହିଟଲିଷ୍ଟ ପ୍ରସ୍ତୁତ କରିଛି । ଏଥିରେ ଜୈଶ-ଇ-ମହମ୍ମଦର ୩, ଲଶ୍ମର-ଇ-ତୋଇବା ୫ଜଣ…

ଶିବରାଜଙ୍କ କ୍ୟାବିନେଟରେ ୯ ଜ୍ୟୋତିରାଦିତ୍ୟ ସମର୍ଥକ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛନ୍ତି । ୨୮ ଜଣ ମନ୍ତ୍ରୀ ରାଜ ଭବନରେ ଶପଥ ଗ୍ରହଣ କରିଛନ୍ତି । ସେଥିମଧ୍ୟରୁ ୨୦ ଜଣ କ୍ୟାବିନେଟ ଏବଂ ୮ ଜଣ ରାଷ୍ଟ୍ର ମନ୍ତ୍ରୀ । ଶିବରାଜଙ୍କ କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ୨୮ ଜଣ…

ଭୁମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କତ୍ରା ଠାରେ ଗୁରୁବାର ଦିନ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି। ଯାହାଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି। ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୬ ମପା ଯାଇଥିଲା। ଆଜି ଦିନ ୨ଟା…

ଫେସବୁକ୍ ଲଞ୍ଚ କଲା ‘ଅବତାର’ ଫିଚର୍ସ; ଜାଣନ୍ତୁ…

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଏକ ନୂଆ ‘ଅବତାର’ ଫିଚର୍ସ । ଯେଉଁଥିରେ ଆପଣ ନିଜର ଭର୍ଚୁଆଲ୍ କାର୍ଟୁନ ବା ଆନିମେଟେଡ୍ କ୍ୟାରେକ୍ଟର ବନାଇପାରିବେ । ଏହି ‘ଅବତାର’ ଫିଚର୍ସ ଜରିଆରେ ଫେସବୁକ୍ ୟୁଜର୍ସମାନେ ନିଜ ନିଜର…

କରୋନାଭାଇରସ ଆତଙ୍କ: ବିଶ୍ୱବ୍ୟାପୀ ୫ ଲକ୍ଷ ଟପିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱବ୍ୟାପୀ ପ୍ରାୟ ୧୦,୬୯୪,୨୮୮ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଜନ ହପକିନ୍ସ ଯୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୧୮୮ରୁ ଅଧିକ ଦେଶରେ ଏଯାବତ୍…

କରୋନା କେସରେ ଭାରତର କେଉଁ ସବୁ ରାଜ୍ୟ ବଡ଼ ବଡ଼ ଦେଶକୁ ଟପିଗଲେଣି ?

ନୂଆଦିଲ୍ଲୀ: ଦେଶରେ କାୟା ମେଲାଇ ଚାଲିଛି କରୋନା । ପଜିଟିଭ୍ କେସ୍ ବଢ଼ିଚାଲିଛି । ୬ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଲେଣି । ବହୁ ରାଜ୍ୟରେ ସପ୍ତାହେ ଭିତରେ ଦ୍ରୁତ ଗତିରେ ପଜିଟିଭ୍ କେସ ବାହାରୁଛି । ସଂଖ୍ୟା ତୁଳନା କଲେ ବିଶ୍ୱର କିଛି ବଡ଼ ବଡ଼ ରାଷ୍ଟ୍ରକୁ ବି ପଛରେ ଛାଡ଼ିଦେଇଛନ୍ତି ସେସବୁ…

ଇସ୍ତଫା ଦେଲେ ଲକଡାଉନ୍ ନିୟମ ଭାଙ୍ଗିଥିବା ନ୍ୟୁଜିଲାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ

ନ୍ୟୁଜିଲାଣ୍ଡରେ ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ କରୋନା ଲକଡାଉନ୍ ନିୟମ ଭାଙ୍ଗିଥିଲେ । ଡେଭିଡ୍ କ୍ଲାର୍କ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗକୁ ନେଇ ଦେଶରେ ବିବାଦ ଘନେଇଲା । ଶେଷରେ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଡେଭିଡ୍ କ୍ଲାର୍କ । ଆଜି ଏନେଇ ଘୋଷଣା କରିଛନ୍ତି ନ୍ୟୁଜିଲାଣ୍ଡ…

ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ଏଭେରଟନ ଓ୍ୱିକେସଙ୍କ ପରଲୋକ

ନୂଆଦିଲ୍ଲୀ: ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପୂର୍ବତନ ବ୍ୟାଟସମ୍ୟାନ୍ ଏଭେରଟନ ଓ୍ୱିକେସଙ୍କର ବୁଧବାର ଦିନ ନିଧନ ଘଟିଛି। ୯୫ ବର୍ଷ ଏହି ମହାନ କ୍ରିକେଟର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଭେରଟନ ଓ୍ୱିକେସଙ୍କୁ ଓ୍ୱେଷ୍ଟେଣ୍ଡିଜ କ୍ରିକେଟର ପ୍ରତିଷ୍ଠାତା ବୋଲି କୁହାଯାଏ। ସେ ଓ୍ୱେଷ୍ଟେଣ୍ଡିଜ…

ଦେଶରେ ୧୭ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୬,୦୪,୬୪୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କମନ ଓ୍ୱେଲଥ ଗେମ୍ସ ଭିଲେଜ ହେଲା କୋଭିଡ୍ କେୟାର୍ ସେଣ୍ଟର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ଲଗାତାର ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଅଧିକ ବେଡ୍ ଆବଶ୍ୟକ ଥିବା ବେଳେ କମନ୍ ଓ୍ୱେଲଥ ଗେମ୍ସ ଭିଲେଜକୁ ହାଇଟେକ୍ କୋଭିଡ କେୟାର ସେଣ୍ଟରରେ ପରିଣତ କରିଛନ୍ତି ଦିଲ୍ଲୀ ସରକାର । ପାଞ୍ଚ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର…