Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାକାଶରୁ ଖସିଲା ରୁଷର ରକେଟ

ମସ୍କୋ: ମହାକାଶକୁ ଉପଗ୍ରହ ଉତପେକ୍ଷଣ କରୁଥିବା ରୁଷିଆର ଏକ ରକେଟ ସୋମବାର ଖସି ପଡିଛି । ଦୀର୍ଘ ୯ ବର୍ଷ ହେବ ଏହି ରକେଟ ତାର କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଥିଲା । ୨୦୧୧ରେ ଫ୍ରେଗେଟ ଏସବି ନାମକ ଏହି ଅପରଷ୍ଟେଜ ରକେଟ ଥିଲା । ଏହା ସ୍ପେକଟରଆର ସାଟେଲାଇଟକୁ ମହାକାଶ ପଠାଇବାରେ…

ସଚେତନତା ପାଇଁ କରୋନା ଭାଇରସ ହେୟାର ଷ୍ଟାଇଲ

ନାଇରୋବି: କରୋନା ଭାଇରସ ବିଳମ୍ବରେ ଆଫ୍ରିକାରେ ପହଂଚିଥିଲା । ସେଠାରେ ଏବେ ଏହି ମହାମାରୀରୁ ମୁକୁଳିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ପଶ୍ଚିମ ଆଫ୍ରିକାର ପିଲାମାନଙ୍କୁ କରୋନା ଭାଇରସ ଶୈଳୀରେ ହେୟାର ଷ୍ଟାଇଲ କରାଯାଉଛି । ଏହା ଲୋକପ୍ରିୟ ହେବା ସହିତ ସଚେତନତାର ବାର୍ତା…

ଭାରତଠାରୁ ୬୦୦ କିଲୋମିଟର ଦୂରରେ ଚୀନ କୃତ୍ରିମ ଦ୍ୱୀପ ତିଆରି କରୁଛି

ନୂଆଦିଲ୍ଲୀ: ଚୀନ ପୁନର୍ବାର ଆଉ ଏକ ଭୁଲ କରୁଛି । ଭାରତକୁ ଅସୁବିଧାରେ ପକାଇବା ପାଇଁ ଭାରତ ମହାସାଗର ମଧ୍ୟରେ ଏକ କୃତ୍ରିମ ଦ୍ୱୀପ ପ୍ରସ୍ତୁତ କରୁଛି । ଲକ୍ଷାଦ୍ୱୀପଠାରୁ ୬୦୦ କିଲୋମିଟର ଦୂରରେ ଏହି ଦ୍ୱୀପ ପ୍ରସ୍ତୁତ ହୋଉଥିବା ସାଟେଲାଇଟ ଇମେଜରୁ ଜଣା ପଡିଥିଲା । ଦ୍ୱୀପକୁ ସମ୍ପୂର୍ଣ୍ଣ ଭାବେ…

ଚୀନକୁ ଫେରିଲା କରୋନା: ରୁଷ ସୀମାରେ ଥିବା ଶୁଲାନ ସହରରେ ୧୭ ଜଣ ସଂକ୍ରମିତ

ବେଜିଂ: ଚୀନ ପାଇଁ ଭସ୍ମାସୁର ସାଜିଛି କରୋନା । ରୁଷ ସୀମା ନିକଟରେ ଅବସ୍ଥିତ ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସରକାର ଶୁଲାନ ସହରକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । ଏକ ଲଣ୍ଡ୍ରି ଦୋକାନରୁ ଏହା ବ୍ୟାପିଛି ବୋଲି କୁହାଯାଉଛି । ୪୫ ବର୍ଷୀୟ ଜଣେ ମହିଳାଙ୍କ…

ଇରାନ ସେନାର ଫ୍ରେଣ୍ଡଲି ଫାୟର ପରୀକ୍ଷଣରେ ନିଜ ଦେଶର ୨୦ ସୈନିକଙ୍କ ମୃତ୍ୟୁ

ତେହରାନ: ଇରାନରେ ସୋମବାର ଏକ ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି । ରିପୋର୍ଟ ମୁତାବକ ଯୁଦ୍ଧ ଜାହାଜ ଜମରାନରୁ ମିଶାଇଲ ପରୀକ୍ଷଣ କରାଯାଉଥିଲା । ଏହି ଫ୍ରେଣ୍ଡଲି ଫାୟାରରେ ମିଶାଇଲ ଯାଇ ନିଜ ଦେଶର ଆଉ ଏକ ନୌସୈନିକଙ୍କ ଜାହାଜରେ ଯାଇ ବାଜିଥିଲା । ସେଠାରେ ୨୦ରୁ ଊର୍ଦ୍ଧ୍ୱ ସୈନିକ…

ସର୍ଚ୍ଚ ଅପରେଶନ ବେଳେ ନକ୍ସଲଙ୍କ ଗୁଳିରେ ଶହୀଦ ହେଲେ ସିଆରପିଏଫ କନେଷ୍ଟବଳ

ରାୟପୁର:ନକ୍ସଲଙ୍କୁ ଧରିବା ପାଇଁ କରାଯାଉଥିବା ସର୍ଚ୍ଚ ଅପେରେଶନରେ ସୋମବାର ଜଣେ ସିଆରପିଏଫ କନେଷ୍ଟବଲ ଶହୀଦ ହୋଇଛନ୍ତି । ନକ୍ସଲଙ୍କ ସହ ଗୁଳି ବିନିମୟ ବେଳେ ୩୨ ବର୍ଷୀୟ ମାନ୍ନା କୁମାରଙ୍କ ଦେହରେ ଗୁଳି ବାଜିଥିଲା । ଛତିଶଗଡ ବିଜାପୁର ଜିଲାର ଉରିପାଲି ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିଲା ।…

କରୋନା ଅପଡେଟ: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୮୫ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ…

ଲକ୍‌ଡାଉନ୍ ୩.୦: ଛାତ୍ରଛାତ୍ରୀଙ୍କ ଲାଗି ୟୁଜିସି ପକ୍ଷରୁ ଲଞ୍ଚ୍ ହେଲା ହେଲ୍ପଲାଇନ୍‌

ନୂଆଦିଲ୍ଲୀ: କରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ଲାଗି ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି) ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ସହିତ ଇ-ମେଲ୍ ଆଇଡ଼ି ଲଞ୍ଚ୍ ହୋଇଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ବିଭିନ୍ନ ପରୀକ୍ଷା ତଥା ପାଠ୍ୟକ୍ରମ ସମ୍ପର୍କୀତ ଯେକୌଣସି ପ୍ରଶ୍ନ…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

କରୋନା ମୁକାବିଲା: ସମସ୍ତ ରାଜ୍ୟମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦୀ । ଏହି ବୈଠକରେ ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟଗୁଡିକ ଉପରେ ଫୋକସ…