Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସରିବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ । ଆଜି ଲକ୍‌ଡାଉନର ୪୯ତମ ଦିବସ । ତେବେ ଆଗକୁ ଲକ୍ ଡାଉନ ବଢିବ କି ନାହିଁ ଏବଂ ଅନ୍ୟ ବିଷୟକୁ ନେଇ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି । ଦେଶବ୍ୟାପୀ ଲକ୍‌ଡାଉନ…

[ଦେଖନ୍ତୁ]ପତ୍ନୀ ନେହା ଧୁପିଆଙ୍କ ଉଚ୍ଚସ୍ୱରକୁ ବରଦାସ୍ତ କରୁଥିବା ସ୍ୱୀକାର କଲେ ଅଙ୍ଗଦ

ମୁମ୍ବାଇ: ସେଲିବ୍ରେଟି କପୁଲ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀଙ୍କର ରବିବାର ଦିନ ଥିଲା ଦ୍ୱିତୀୟ ବିବାହ ବାର୍ଷିକୀ। ଏହି ଅବସରରେ ପ୍ରଶଂସକଙ୍କ ସହ ବିବାହ ବାର୍ଷିକୀ ପାଳନ କରିବାକୁ ଯାଇ ଏହି କପୁଲ ପହଞ୍ଚିଥିଲେ ଇନଷ୍ଟାଗ୍ରାମରେ । ଇନଷ୍ଟାଗ୍ରାମରେ ଲାଇଭ୍ ସମୟରେ ଏହି ଦମ୍ପତି ପରସ୍ପର ଏବଂ…

କରୋନା ଅପଡେଟ୍: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

ଆମେରିକାରେ ୮୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୮୧,୩୭୮ରୁ ଅଧିକ ଟପିଲାଣି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେଠାରେ ୨ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ୧୩ ଲକ୍ଷରୁ ଅଧିକ…

କୋଭିଡ ୧୯ ଟୀକା ପରୀକ୍ଷଣ ପାଇଁ ନିଜ ଶରୀର ଦେବାକୁ ପ୍ରସ୍ତୁତ କାନପୁରର ହୋମଗାର୍ଡ

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ସ୍ଥିତ ଜୁହି ଅଞ୍ଚଳର ବାସିନ୍ଦା ହୋମଗାର୍ଡ ଆକାଶ ଗୁପ୍ତା (୩୫) । ନିଜ ଦେହରେ କୋଭିଡ ୧୯ ଟୀକା ପରୀକ୍ଷଣ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁମତି ମାଗିଛନ୍ତି । ଜାତୀୟ…

ଦେଶରେ ଉଦବେଗ ହେଉଛି ସ୍ଥିତି: ୭୦ ହଜାର ଟପିଲା କରୋନା ମାମଲା, ୨୪ ଘଣ୍ଟାରେ ୩୬୦୪ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । #COVID19: 87 deaths reported in the last 24 hours; total death…

ରାନୁ ମଣ୍ଡଳଙ୍କ ଉପରେ ଖପ୍ପା ହିମେଶ; ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ ତାଙ୍କର ଆଗାମୀ କୌଣସି ପ୍ରୋଜେକ୍ଟ ପାଇଁ ରାନୁ ମଣ୍ଡଳଙ୍କୁ ନେବାକୁ ଚାହୁଁ ନଥିବା ଏବେ ବି-ଟାଉନରେ ଚର୍ଚ୍ଚା ହେଉଛି । ସୂଚନାନୁସାରେ, ରାନୁଙ୍କୁ ଜିରୋ ରୁ ହିରୋ ବନେଇଥିବା ହିମେଶ ଏବେ ହୋଇ ଯାଇଛନ୍ତି ରାନୁଙ୍କ ଉପରେ ଖପ୍ପା।…

ଆଜିଠୁ ଗଡିବ ରେଳ

ନୂଆଦିଲ୍ଲୀ: ଆଜି ଠାରୁ ଦେଶବ୍ୟାପୀ ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହିତ ରେଳ ମନ୍ତ୍ରଣାଳୟ ପରାମର୍ଶ କରିବା ପରେ ଏହି ନିଷ୍ପତି ନିଆଯାଇଛି । ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ (୩୦ଟି ଟ୍ରେନ) କେତେକ ମାର୍ଗରେ…

ଧିରେ ଧିରେ ଲକଡାଉନ୍ ପ୍ରତ୍ୟାହାର ଲାଗି ରାଜ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ କହିଛନ୍ତି ଯେ, ଧିରେ ଧିରେ ଦେଶରୁ ଲକଡାଉନ୍ ପ୍ରତ୍ୟାହାର କରାଯିବ । ଏବେ କରୋନା ପବବର୍ତ୍ତୀ ଜୀବନ ଲାଗି ପ୍ରସ୍ତୁତ ହେବାକୁ ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ସଂକ୍ରମଣ ହେବା ପରେ…

ମହାକାଶରୁ ଖସିଲା ରୁଷର ରକେଟ

ମସ୍କୋ: ମହାକାଶକୁ ଉପଗ୍ରହ ଉତପେକ୍ଷଣ କରୁଥିବା ରୁଷିଆର ଏକ ରକେଟ ସୋମବାର ଖସି ପଡିଛି । ଦୀର୍ଘ ୯ ବର୍ଷ ହେବ ଏହି ରକେଟ ତାର କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଥିଲା । ୨୦୧୧ରେ ଫ୍ରେଗେଟ ଏସବି ନାମକ ଏହି ଅପରଷ୍ଟେଜ ରକେଟ ଥିଲା । ଏହା ସ୍ପେକଟରଆର ସାଟେଲାଇଟକୁ ମହାକାଶ ପଠାଇବାରେ…