Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ପଜିଟିଭ ଚିହ୍ନଟ ହେଲେ ଶିଳ୍ପା ସେଟ୍ଟୀଙ୍କ ପଡୋଶୀ !

ମୁମ୍ବାଇ: କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପଡ଼ୋଶୀ ! କିନ୍ତୁ କାହାଣୀରେ ରହିଛି ଟ୍ଵିଷ୍ଟ । ନିଜ ପଡୋଶୀ କୋଭିଡ୧୯ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାମୀ ରାଜ କୁନ୍ଦ୍ରାକୁ ଫୋନ ଯୋଗେ ଜଣାଉଥିବା ବେଳେ ରାଜଙ୍କ ପ୍ରତିକ୍ରିୟା ସହ ଏକ ଭିଡିଓ ଏବେ ସୋସିଆଲ…

କରୋନା ମୁକାବିଲା: ମୁମ୍ବାଇ ପୋଲିସ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କଲେ ବିରାଟ- ଅନୁଷ୍କା

ମୁମ୍ବାଇ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା କରୋନା ମହମାରୀ ସହ ଲଢୁଥିବା ପୋଲିସ କର୍ମଚାରୀଙ୍କ କଲ୍ୟାଣ ପାଇଁ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନନ୍ତି ଉଭୟ ଅନୁଷ୍କା ବିରାଟ ମିଶି ୧୦ ଲକ୍ଷ ସହାୟତା କରିଥିବାରୁ ବିରାଟ ଓ ଅନୁଷ୍କାଙ୍କୁ…

କରୋନା ଅପଡେଟ: ଭାରତରେ ୬୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୨୦୬ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

କାଲିଠୁ ଆରମ୍ଭ ହେବ ରେଳସେବା; ଆଜିଠୁ ଅନଲାଇନ ବୁକିଂ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଦେଶରେ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ରେଳ ସେବା। ଏଥିପାଇଁ ଆଜିଠାରୁ ଅନଲାଇନ ବୁକିଂ ଆରମ୍ଭ ହେଉଛି । ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା କାଲିଠାରୁ ପାସେଞ୍ଜର ଟ୍ରେନ ସେବା ଆରମ୍ଭ ହେବ । ତେବେ ଟିକେଟ କାଉଣ୍ଟର ଗୁଡିକ ବନ୍ଦ ରହିବାକୁ ଥିବା ବେଳେ…

ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁଜବ ପ୍ରଚାର କରି ଗିରଫ ହେଲେ ଗୁଜୁରାଟର ୪ ଯୁବକ

ଅହମ୍ମଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁଜବ ପ୍ରଚାର କରିଥିବା ଅଭିଯୋଗରେ ଚାରି ଜଣଙ୍କୁ ପୋଲିସ ଗିରଫ କରିଛି। ଅହମ୍ମଦାବାଦ ସ୍ୱତନ୍ତ୍ର ପୋଲିସ କମିଶନର (କ୍ରାଇମ) ଅଜୟ ତୋମାର କହିଛନ୍ତି ଯେ, ଶନିବାର ଦିନ ସୋସିଆଲ ମିଡିଆରେ ଶାହାଙ୍କ ସ୍ୱାସ୍ଥ୍ୟ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ରବିବାର ରାତିରେ ଅସୁସ୍ଥତା ଯୋଗୁଁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ଚିକିତ୍ସା ନିମନ୍ତେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । Former PM Dr Manmohan Singh admitted…

ବଢ଼ିବ କି ଲକଡାଉନ୍ ‌? କାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ମୋଦୀ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ ଆଲୋଚନା କରିବେ । ବୈଠକରେ ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟଗୁଡିକ ଉପରେ ଫୋକସ…

ଟଙ୍କା ସାନିଟାଇଜ କରୁଛି ପୋଲିସ

ଭୋପାଲ: କରୋନା ସହ ଲଢ଼ିବା ପାଇଁ ଚାଲିଛି ଯୁଦ୍ଧ । ସମସ୍ତେ ପିନ୍ଧୁଛନ୍ତି ମାସ୍କ । କରୁଛନ୍ତି ହାତ ସାନିଟାଇଜ । ଯେପରି ଏହି ଭୂତାଣୁ ବ୍ୟାପିବନି ସେଥିପାଇଁ ହେଉଛନ୍ତି ସତର୍କ । ତେବେ ଏଭଳି ସ୍ଥିତିରେ ଟଙ୍କାକୁ ମଧ୍ୟ କରାଯାଉଛି ସାନିଟାଇଜ । ଖୋଦ୍ ପୋଲିସ ବାବୁ ଟଙ୍କାକୁ ସାନିଟାଇଜ କରୁଛନ୍ତି…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ରବିବାର ସକାଳ ୬ଟା ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୬୮ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ଭାରତରେ ଉଗ୍ର ହେଉଛି କରୋନା: ୬୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୩୨୭୭ଟି ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…