Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପରଲୋକରେ ଶତାୟୁ କ୍ରିକେଟର ବସନ୍ତ ରାଇଜି

ମୁମ୍ବାଇ : ଭାରତର ପୁରୁଣା ପ୍ରଥମ ଶ୍ରେଣୀୟ ଶତାୟୁ କ୍ରିକେଟର ବସନ୍ତ ରାଇଜିଙ୍କର ଆଜି ମୁମ୍ବାଇ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଜ୍ୱାଇଁ ସୁଦର୍ଶନ ନାନାବତୀ କହିଛନ୍ତି । ବାର୍ଦ୍ଧକ୍ୟ କାରଣରୁ ତାଙ୍କର ମୃତ୍ୟୁ…

ମ୍ୟାପରେ ଦର୍ଶାଇଲେ କାଶ୍ମୀର ଭାରତର; ସତ କହି ବହିଷ୍କୃତ ହେଲେ ପାକିସ୍ତାନ ଟିଭି ଚ୍ୟାନେଲ୍ ଅଧିକାରୀ !

ଇସଲାମାବାଦ: ଆତଙ୍କବାଦୀମାନଙ୍କୁ ଅନେକ ବର୍ଷ ଧରି ପ୍ରୋତ୍ସାହନ ଯୋଗାଇ ଆସୁଥିବା ଦେଶ ହେଉଛି ପାକିସ୍ତାନ, ଏହା କାହାରିକୁ ଅଛପା ନୁହେଁ । ସମ୍ପୂର୍ଣ୍ଣ କାଶ୍ମୀର ଯେ ଭାରତ ଅବିଚ୍ଛେଦ୍ୟ ଅଙ୍ଗ ତାହା ମାନିବାକୁ ପାକିସ୍ତାନ କେବେବି ପ୍ରସ୍ତୁତ ନୁହେଁ । କାଶ୍ମୀର ହାସଲ କରିବା ଲାଗି ପାକିସ୍ତାନ…

ଦେଶରେ ୩ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ସର୍ବାଧିକ ୧୧,୪୫୮ ପଜିଟିଭ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୩,୦୮,୯୯୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର…

ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁଲଗାମ୍ ଓ ଅନନ୍ତନାଗ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଶନିବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ଆତଙ୍କବାଦୀ କୁଲଗାମ୍ ଜିଲ୍ଲାର ନିପୋରା…

ଜିଏସଟି କାଉନସିଲ୍ ବୈଠକ: ରିଟର୍ଣ୍ଣ ନଭରିଥିଲେ ଦେବାକୁ ପଡ଼ିବନି ଲେଟ୍ ଫି

ନୂଆଦିଲ୍ଲୀ: ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ହୋଇଥିବା ୪୦ ତମ ଜିଏସଟି ବୈଠକରେ ଟ୍ୟାକ୍ସ ଲାଗି ଅଣ-ଆସବାବପତ୍ର ପ୍ରଦାନ ପାଇଁ ବିଳମ୍ବ ଶୁଳ୍କ ହ୍ରାସ/ଛାଡ କରିବାକୁ ନିଷ୍ପତ୍ତି ନିଆଯାଇଛି।…

ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଉଡାଇବାକୁ ଧମକ

ଲକ୍ଷ୍ନୌ:ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନକୁ ଉଡାଇଦେବା ପାଇଁ ଫୋନରେ ଧମକ ଆସିଛି । ଏହା ସହିତ ଆହୁରି ୫୦ ପାଖାପାଖି ବାସଭବନକୁ ମଧ୍ୟ ଟାର୍ଗେଟ କରାଯିବ ବୋଲି ଉକ୍ତ ଫୋନ କଲରେ କୁହାଯାଇଛି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଂଟି ବୋମା…

ଅନ୍ତରୀକ୍ଷ ବୈଜ୍ଞାନିକଙ୍କୁ ପଦାର୍ଥର ୫ମ ଅବସ୍ଥାର ପ୍ରମାଣ ମିଳିଲା !

ପ୍ୟାରିସ: ବୈଜ୍ଞାନିକମାନେ ପଦାର୍ଥର ୫ମ ଅବସ୍ଥାର ପ୍ରମାଣ ପାଇଛନ୍ତି । ଏହା ବିଶ୍ୱାସ ନ ହେଲେ ବି ସତ । ଭାରତର ସତ୍ୟେନ୍ଦ୍ର ନାଥ ବୋସ ଏବଂ ଆଲବର୍ଟ ଆଇନଷ୍ଟାଇନ ୧୯୨୦ରେ ଏ ସମ୍ପର୍କରେ ଥିଓରି ଉପସ୍ଥାପନ କରିଥିଲେ । ସେଥିପାଇଁ ଏହାକୁ ବିଇସି କୁହାଯାଏ । ନିକଟରେ ଅନ୍ତରାଷ୍ଟ୍ରୀୟ ସ୍ପେଶ…

ରାଜସ୍ଥାନରେ ରାଜ୍ୟସଭା ସିଟ ନେଇ ଗୋଟି ଚାଳନା ଆରମ୍ଭ

ଜୟପୁର:ରାଜସ୍ଥାନରେ ଚଳିତମାସ ୧୯ରେ ରାଜ୍ୟସଭା ନିର୍ବାଚନ ହେବ । ଏଠାରେ କଂଗ୍ରେସ କ୍ଷମତାରେ ଥିଲେ ମଧ୍ୟ ବିଜେପି ସିଟ ଛଡାଇନେବ ବୋଲି ଭୟ ସୃଷ୍ଟି ହୋଇଛି । ଫଳରେ ଉଭୟ ଦଳ ସତର୍କତାର ସହ ସେମାନଙ୍କ ଗୋଟି ଚାଳନା କରୁଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ବିଜେପି ଘୋଡାବେପାର କରୁଛି…

ଫ୍ଲଏଡ-ପରବର୍ତ୍ତୀ ବିଶ୍ୱ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଏବେ ଜନକ୍ରୋଧର ଫୁତ୍କାରରେ ବିପର୍ଯ୍ୟସ୍ତ| ମେ ୨୫ ତାରିଖରେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଜଣେ ସାଧାରଣ ଆଫ୍ରିକୀୟ-ଆମେରିକୀୟ ବ୍ୟକ୍ତି ଜର୍ଜ ଫ୍ଲଏଡ୍ ଙ୍କ ମୃତ୍ୟୁ ପ୍ରତିବାଦରେ ବିଭିନ୍ନ ସହରରେ…

ସୀମାରେ ନେପାଳ ପୋଲିସ ଗୁଳିରେ ଭାରତୀୟ କୃଷକଙ୍କ ମୃତ୍ୟୁ, ପରିସ୍ଥିତି ଉତେଜନାପୂର୍ଣ୍ଣ

ସୀତାମଢ଼ୀ:ଭାରତ-ନେପାଳ ମଧ୍ୟରେ ସୀମା ବିବାଦକୁ ନେଇ ଉତେଜନା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ବିହାରର ଜାନକୀନଗର ସୀମା ନିକଟରେ ନେପାଳ ପୋଲିସ ପକ୍ଷରୁ ଅତର୍କିତ ଗୁଳିମାଡ କରାଯାଇଥିଲା । ଏଥିରେ ୫ଜଣଙ୍କ ଦେହରେ ଗୁଳି ବାଜିଛି । ନାଗେଶ୍ୱର ରାଏ ନାମକ ୨୫ ବର୍ଷୀୟ ଜଣେ ଯୁବକଙ୍କ ଏଥିରେ…