Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନ ସେନା ଦେଶକୁ ପୁନର୍ବାର ହାତମୁଠାକୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି, ଚିନ୍ତାରେ ଇମ୍ରାନ

ଇସଲାମବାଦ: ପାକିସ୍ତାନରେ ସେନା ନିଜ ସ୍ଥିତି ମଜଭୁତ କରିବା ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦୁର୍ବଳ ରାଜନୀତି ଓ ଲୋକପ୍ରିୟତା ହ୍ରାସର ଫାଇଦା ଉଠାଇବା ଲକ୍ଷ୍ୟରେ ପାକିସ୍ତାନ ସେନା ରହିଛି । ଇତି ମଧ୍ୟରେ ଦେଶର ପ୍ରମୁଖ ସଂସ୍ଥା ଏୟାରଲାଇନ୍ସ, ବିଦ୍ୟୁତ ଏବଂ କୋଭିଡ-୧୯…

ସାରା ବିଶ୍ୱରେ ଐତିହାସିକ ବ୍ୟକ୍ତିଙ୍କ ମୂର୍ତ୍ତି ଭଙ୍ଗା ଯାଉଛି: ୬୦ ବିବାଦୀୟ ବ୍ୟକ୍ତିଙ୍କ ନାମ ଏହି ତାଲିକାରେ ରହିଛି

ୱାଂଶିଂଟନ: ଆମେରିକାରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲେୟଡଙ୍କ ମୃତ୍ୟୁ ପରେ ଆମେରିକାରେ ଜୋରଦାର ପ୍ରଦର୍ଶନ ଜାରି ରହିଛି । ଏହି ପ୍ରଦର୍ଶନ ଏବେ ସାରା ବିଶ୍ୱକୁ ବ୍ୟାପୀବାରେ ଲାଗିଛି । ବିକ୍ଷୋଭକାରୀମାନେ ଦାସପ୍ରଥା, ଗୋଲାମଗିରି ଓ ବର୍ଣ୍ଣବୈଷମ୍ୟ ବିବାଦ ସୃଷ୍ଟି କରିଥିବା ଐତିହାସିକ…

୩୪ ବର୍ଷ ପରେ ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓଲଫେ ପାମେଙ୍କ ହତ୍ୟା ରହସ୍ୟ ଖୋଲିଲା

ଷ୍ଟକହୋମ: ଦୀର୍ଘ ୩୪ ବର୍ଷ ପରେ ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ ଓଲଫେ ପାମେଙ୍କ ହତ୍ୟା ରହସ୍ୟ ଖୋଲିବା ସହ ଅଭିଯୁକ୍ତ ନାମ ପ୍ରକାଶ ପାଇଛି । ଜଣେ ଗ୍ରାଫିକ ଡାଜାଇନର ଭାବେ କାମ କରୁଥିବା ଷ୍ଟିଟ ଇଙ୍ଗଷ୍ଟର୍ମ ପାମେଙ୍କୁ ଗୁଳି କରିଥିଲେ । ଇଙ୍ଗଷ୍ଟର୍ମଙ୍କ ଇତିମଧ୍ୟରେ ମୃତ୍ୟୁ…

ଲଗାତାର ପଞ୍ଚମ ଦିନରେ ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଲଗାତାର ୫ମ ଦିନ ପାଇଁ ବୃଦ୍ଧି ପାଇଛି ତୈଳ ଦର । ଗତକାଲି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୪୦ ପଇସା ଓ ୪୫ ପଇସା ବୃଦ୍ଧି ପାଇଛି। ସକାଳ ୬ଟାରୁ ଏହି ନୂଆ ଦର ଲାଗୁ ହୋଇଛି। ଲଗାତାର ୮୨ ଦିନ ଦର ସ୍ଥିର ରହିବା ପରେ ରବିବାର ଦିନ…

କରୋନା ତାଣ୍ଡବ: ଦେଶରେ ୮ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଭୟଙ୍କର ରୁପ ନେଉଛି ମହାମାରୀ କରୋନା ଭୂତାଣୁ । ଧୀରେଧିରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୮୬୫୭୯ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୧୦୨ ଛୁଇଁଛି । ଗତ ୨୪ ଘଣ୍ଟାରେ ସର୍ବାଧିକ ୯୯୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୩୫୭ ଜଣଙ୍କର ମୃତ୍ୟୁ ହୋଇଛି ।…

କରୋନା ସହାୟତା: ପାଣ୍ଠି ସଂଗ୍ରହ କରିବା ପାଇ ଦୌଡୁଛନ୍ତି ୧୦୩ ବର୍ଷୀୟ ବୃଦ୍ଧ

ବ୍ରସେଲ୍ସ: କରୋନା ଆଁରେ ସାରା ବିଶ୍ୱ । ଏହାର ପ୍ରତିଷେଧକ ବାହାର କରିବାକୁ ଲାଗିପଡିଛନ୍ତି ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ । ଏହି ଟୀକା ଉଦ୍ଭାବନ ପାଇଁ ଆବଶ୍ୟକ ହେଉଥିବା ପାଣ୍ଠିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଜଣେ ୧୦୩ ବର୍ଷୀୟ ଜଣେ ବୃଦ୍ଧ। ଟୀକା ଉଦ୍ଭାବନ ପାଇଁ ପାଣ୍ଠି ସଂଗ୍ରହ…

ଅନ୍ତର୍ଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆଙ୍କ କମାଲ: ‘ବେଷ୍ଟ ଡକ୍ୟୁମେଣ୍ଟାରି ସ୍ପେଶାଲ୍ ଜୁରୀ’ ସମ୍ମାନରେ…

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପୁଣି କମାଲ ଦେଖାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ। କରୋନା ସଙ୍କଟ ସମୟରେ ନିଜ ଅନ୍ତର୍ନିହିତ କଳାକାରୀକୁ ଅନଲାଇନ୍‌ରେ ପ୍ରଦର୍ଶନ କରି ଲୋକଲୋଚନକୁ ଆସିଛନ୍ତି ଯାଜପୁର ଜିଲ୍ଲାର ହିତେଶ କୁମାର ସାରଙ୍ଗୀ। ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ୍‌ ୩ ପର୍ଯ୍ୟନ୍ତ…

ଜାଣନ୍ତୁ; ରାଜ୍ୟର କେଉଁ ୧୦ଟି ସହରରେ ଆରମ୍ଭ ହେଲା ଜିଓମାର୍ଟ ପରୀକ୍ଷାମୂଳକ ସେବା !

ଭୂବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଯୁଗାନ୍ତକାରୀ ଅନ୍‌ଲାଇନ୍ ଗ୍ରୋସେରୀ ଅର୍ଡର ପ୍ଲାଟଫର୍ମ ଜିଓ ମାର୍ଟର ପରୀକ୍ଷାମୂଳକ ସେବା ଏବେ ଓଡିଶାର ୧୦ ଟି ସହରରେ ଉପଲବ୍ଧ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ରାୟଗଡା ଓ ସେମିଳିଗୁଡା…

‘ଚୀନ୍ ସାମଗ୍ରୀ ବର୍ଜନ’ କରିବା ନେଇ ସିଏଆଇଟି ପକ୍ଷରୁ ଆରମ୍ଭ ହେଲା କ୍ୟାମ୍ପେନ୍‌

ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିଳିତ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଚୀନ୍ ସାମଗ୍ରୀ ବର୍ଜନ କରିବା ନେଇ ବୁଧବାର ଦିନ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ‘ଇଣ୍ଡିଆନ୍ ଗୁଡ଼ସ୍ - ଆୱାର୍ ପ୍ରାଇଡ୍‌’ (ଭାରତୀୟ ସାମଗ୍ରୀ - ଆମର ଗର୍ବ) ଶୀର୍ଷକରେ ଏହିି କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଚୀନ…

ଦେଶରେ ସିଂହ ସଂଖ୍ୟା ବୃଦ୍ଧି, ପ୍ରଧାନମନ୍ତ୍ରୀ ଟୁଇଟ କରି ଜଣାଇଲେ

ନୂଆଦିଲ୍ଲୀ: ଭାରତରେ ସିଂହ ସଂଖ୍ୟା ବୃଦ୍ଧି ପାଇଛି । ନୂତନ ଗଣତି ଅନୁସାରେ ଏହା ୨୯ ପ୍ରତିଶତ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଖୁସି ହୋଇ ଟୁଇଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗୁଜରାଟର ଗିର ଜଙ୍ଗଲରେ ରହୁଥିବା ସିଂହ ସଂଖ୍ୟା ବଢ଼ିବା ସହ ସେମାନଙ୍କ ଚଳପ୍ରଚଳ…