Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଗଷ୍ଟରେ ଖୋଲିବ ବିଶ୍ୱବିଦ୍ୟାଳୟ !

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପୁନର୍ବାର ବିଶ୍ୱବିଦ୍ୟାଳୟ ଖୋଲିବା ସହିତ ସେପ୍ଟେମ୍ବରରେ ବିଭିନ୍ନ ଶ୍ରେଣୀଗୁଡ଼ିକରେ ସମସ୍ତ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି)ର ଏକ୍ସପର୍ଟ କମିଟି ବୁଧବାର ଦିନ ସୂଚନା ପ୍ରଦାନ କରିଛି । ଦେଶରେ କରୋନା ମହାମାରୀ…

ପ୍ରତୀକ୍ଷାର ଅବସାନ : ଖୋଲିଲା କେଦାରନାଥ ମନ୍ଦିରର କବାଟ

ଡେରାଡୁନ: କରୋନା ଭାଇରସ ପ୍ରଭାବ ଆଉ ପ୍ରତୀକ୍ଷାର ଅବସାନ ଘଟାଇ ବୁଧବାର କେଦାରନାଥ ମନ୍ଦିରର କବାଟ ଖୋଲିଛି । ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ଧାମ କେଦାରନାଥ ମନ୍ଦିରର କବାଟ ରୀତିନୀତି ଓ ପରମ୍ପରା ଅନୁସାରେ ସକାଳ ୬ଟା ୧୦ ମିନିଟ୍‌ରେ ଖୋଲା ହୋଇଥିଲା । କେଦାରନାଥ ଧାମର ମୁଖ୍ୟ ପୂଜାରୀ ଶିବ…

ନରେନ୍ଦ୍ର ମୋଦିଙ୍କୁ ଟୁଇଟର୍‌ରେ ଅନ୍ ଫଲୋ କଲା ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟରରେ ଅନଫଲୋ କରିଛନ୍ତି । ଉଭୟଙ୍କ ମଧ୍ୟରେ ବନ୍ଧୁତା ନିବୀଡ ହେବା ପରେ ହ୍ୱାଇଟ ହାଉସ ମୋଦିଙ୍କୁ ଟୁଇଟରରେ ଫଲୋ କରିଥିଲା । ତେବେ କେଉଁ କାରଣ ଯୋଗୁ ଅନଫଲୋ କଲା ତାହା ଘୋଷଣା କରାଯାଇ…

କରୋନା ମହାମାରୀ ପରେ ମାଲାମାଲ ହେବ ଭାରତ

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଭାରତର ଅର୍ଥନୀତି ସୁଦୃଢ଼ ହେବ ବୋଲି ଆକଳନ କରାଯାଇଛି । ଏହାର ପ୍ରମୁଖ କାରଣ ହେଲା ବିଶ୍ୱସ୍ତରର ନାମୀ ଦାମୀ କମ୍ପାନୀ ଚୀନରେ ଆଉ କୌଣସି ବ୍ୟବସାୟ କରିବାକୁ ଚାହୁଁ ନାହାନ୍ତି । ଆମେରିକା ସମେତ ବିଶ୍ୱର ଅନ୍ୟ ପ୍ରମୁଖ ରାଷ୍ଟ୍ରଗୁଡିକ ଭାରତରେ ବ୍ୟାପାରର…

ବାପା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନଶନ

ଲଣ୍ଡନ: ବିବାହ ନ କରି ମଧ୍ୟ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନଶନ ୫୫ ବର୍ଷ ବୟସରେ ବାପା ହୋଇଛନ୍ତି । କ୍ୟାରୀ ସାଇମଣ୍ଡସଙ୍କ ସହ ସେ ଦୀର୍ଘ ଦିନ ଧରି ଏକତ୍ର ରହୁଥିଲେ ମଧ୍ୟ ସେମାନେ ବିବାହ କରି ନାହାନ୍ତି । ସାଇମଣ୍ଡସ ସ୍ଥାନୀୟ ଡାକ୍ତରଖାନାରେ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଉଭୟ…

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ପଞ୍ଜାବରେ ଆଉ ଦୁଇ ସପ୍ତାହ ବଢ଼ିଲା ଲକଡାଉନ୍‌ ଅବଧି

ଅମୃତସର: କରୋନା ମୁକାବିଲା ପାଇଁ ସାରା ଦେଶରେ ପଡିଛି ତାଲାବନ୍ଦ । ଆସନ୍ତା ମେ’ ୩ ତାରିଖରେ ଏହି ଲକଡାଉନ ଖୋଲିବ । ତେବେ ପଂଜାବରେ କିନ୍ତୁ ଏହି ଲକଡାଉନ୍ ଅବଧିକୁ ଆଉ ଦୁଇ ସପ୍ତାହ ପାଇଁ ବଢ଼ାଇ ଦିଆଯଶଇଛି । କରୋନା ଭାଇରସର ବଢ଼ୁଥିବା ସଂକ୍ରମଣକୁ ନଜରରେ ରଖି ପଂଜାବ ସରକାର ଏଭଳି ବଡ ନିଷ୍ପତ୍ତି…

ଅଭିନେତା ଇରଫାନ୍ ଖାନ‌ଙ୍କ ବିୟୋଗରେ ଶୋକପ୍ରକାଶ କଲେ ନବୀନ ଓ ମୋଦି

ଭୁବନେଶ୍ୱର: ବଲିଡଉର ଭର୍ସଟାଇଲ ଅଭିନେତା ଇରଫାନ୍ ଖାନ୍‌ଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁମୁଖୀ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ବିଷୟରେ ଶୁଣି ମୁଁ ଦୁଃଖିତ । ସେ ଜେଣ ଦକ୍ଷ ଅଭିନେତା ଥିଲେ । ସେ ଜଣେ ପ୍ରଫୁଲ୍ଲ ଚିତ୍ତାକର୍ଷକ ଅଭିନେତା ଥିଲେ…

ବଲିଉଡ ଅଭିନେତା ଇରଫାନ ଖାନଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଅଭିନେତା ଇରଫାନ୍ ଖାନ୍ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୫୪ ବର୍ଷିୟ ଏହି ଅଭିନେତାଙ୍କ କିଡନୀ ସଂକ୍ରମଣ ଯୋଗୁଁ ମଙ୍ଗଳବାର ଦିନ ତାଙ୍କୁ ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ୨୦୧୮ ରେ ଏକ ଟ୍ୟୁମରରେ ଆକ୍ରାନ୍ତ…

ଅଣାୟତ୍ତ ହେଉଛି କରୋନା: ଭାରତରେ ହଜାରେ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୧,୩୩୨ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥି ସହିତ…