Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାକୁ ମାତ୍ ଦେଲେ କ୍ୟାନସରରେ ପୀଡିତା ୪ ବର୍ଷର ଝିଅ

ଦୁବାଇ: ଦୁବାଇରେ ରହୁଥିବା ୪ ବର୍ଷୀୟା କ୍ୟାନସର ପୀଡିତ ଭାରତୀୟ ଝିଅ ଶିବାନୀ କରୋନାକୁ ମାତ୍ ଦେଇଛନ୍ତି । ୟୁଏଇରରେ କରୋନାରୁ ମୁକ୍ତି ପାଇଥିବା ଲୋକଙ୍କ ମଧ୍ୟରେ ଶିବାନୀ ସର୍ବକନିଷ୍ଠ ବୋଲି ପିଟିଆଇ ଏକ ମିଡିଆ ରିପୋର୍ଟରେ କହିଛି। ଶିବାନୀ ଜଣେ କର୍କଟ ରୋଗରେ ଆକ୍ରାନ୍ତ ଏବଂ ଏପ୍ରିଲ ୨…

ଆସିଲା ଟେଷ୍ଟ ରିପୋର୍ଟ: କରୋନାରେ ସଂକ୍ରମିତ ହୋଇନାହାନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ହାଇଦ୍ରାବାଦ: ବରିଷ୍ଠ ଓଡିଶା ବିଜେପି ନେତା ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳବିଶ୍ୱଭୂଷଣ ହରିଚନ୍ଦନଙ୍କର କୋଭିଡ୧୯ ପରୀକ୍ଷଣ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଆନ୍ଧ୍ରପ୍ରଦେଶ ରାଜଭବନର ମୁଖ୍ୟ ସୁରକ୍ଷା ଅଧିକାରୀ, ଷ୍ଟାଫ୍ ନର୍ସ ଓ ଅନ୍ୟ…

ଏଣିକି ହ୍ଵାଟସଆପରେ କରିପାରିବେ ସପିଂ; ଖୁବଶୀଘ୍ର ଆସୁଛି ସବୁଠୁ ବଡ ଇ-କମର୍ସ ମଡେଲ

ନୂଆଦିଲ୍ଲୀ: ଏବେ ହ୍ଵାଟସଆପ୍ସ ରେ ଚାଟିଂ କରିବାବେଳେ ସପିଙ୍ଗ ର ମଜା ନେଇପାରିବେ | ଏହି ବର୍ଷ ଆପଣଙ୍କ ଅନଲାଇନ୍ ସପିଙ୍ଗର ବ୍ୟବହାରରେ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି | ହଁ, ଏହା ସତ୍ୟ ଯେ ଖୁବ୍ ଶୀଘ୍ର ଆପଣ ହ୍ଵାଟସଆପ୍ସ ମାଧ୍ୟମରେ ନିକଟସ୍ଥ ଖାଦ୍ୟ ଦୋକାନରୁ ସାମଗ୍ରୀ କିଣିବାର…

‘ମେ ସାୟର ତୋ ନେହିଁ’ ଗୀତରେ ଋଷି କପୁରଙ୍କ ଅନ୍ଦାଜରେ କରନ ଜୋହରଙ୍କ ନୂଆ ଅବତାର  

ମୁମ୍ବାଇ: ଲକଡାଉନ ସତ୍ତ୍ୱେ ସୋସିଆଲ ମିଡିଆରେ ଦର୍ଶକଙ୍କ ପାଇଁ ମନୋରଞ୍ଜନର ଲଗାତାର ବଲିଉଡ ସେଲିବ୍ରିଟି ମାନେ ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି । ଋଷି କପୁରଙ୍କ ଆଇକନିକ୍ ଗୀତ ‘ମେ ସାୟାର ତୋ ନାହି’ ଗୀତର ରିମେକ କରି ପୁଣି ଲାଇମଲାଇଟକୁ ଆସିଛନ୍ତି କରନ ଜୋହାର । ଏହି ଭିଡିଓଟିରେ ସେ…

ଟିକଟକ ଆପ୍ସରେ ଆପଲ ଆକାଉଣ୍ଟ, ପ୍ରସ୍ତୁତ କରିବ କ୍ଷୁଦ୍ର ଭିଡିଓ

ନୂଆଦିଲ୍ଲୀ: ଲକଡାଉନ୍ ଏବଂ ବିଶ୍ୱରେ ବିମୁଦ୍ରାକରଣର ଭୟ ମଧ୍ୟରେ ବିଶ୍ୱର ଅନ୍ୟତମ ବୃହତ୍ତମ କମ୍ପାନୀ ଆପଲ୍ ଶେଷରେ ଟିକଟକ୍ ରେ ଏକ ଆକାଉଣ୍ଟ ଖୋଲିଛି। ଲୋକପ୍ରିୟ ସର୍ଟ ଭିଡିଓ ସେୟାରିଂ ପ୍ଲାଟଫର୍ମ ଟିକଟକରେ ଆପଲ୍ ଏକ ଅଫିସିଆଲ୍ ଆକାଉଣ୍ଟ୍ ସୃଷ୍ଟି କରିଛି, କିନ୍ତୁ ଏପର୍ଯ୍ୟନ୍ତ ଏହି ଯାଞ୍ଚ…

ପାଣି ମଧ୍ୟରେ ସାଇକ୍ଲିଂ ଟ୍ରାକ୍, ସାଇକେଲ ଚଲାଇବାରେ ନିଆରା ଅନୁଭୂତି

ଜେଙ୍କ: ବେଲଜିୟମର ବୋକରଜିକ୍ ପ୍ରାକୃତିକ ପାର୍କରେ ଚମକ୍ରାର ଢ଼ଙ୍ଗରେ ଏକ ସାଇକେଲ ଟ୍ରାକ୍ ପ୍ରସ୍ତୁତ କରାଯାଇଛି । ପାଣି ମଧ୍ୟରେ ନିର୍ମିତ ଏହି ଟ୍ରାକରେ ସାଇକେଲ ଚଳାଇବା ବେଳେ ଚାଳକ ପାଣି ଉପରେ ଏହାକୁ ଚଳାଉଥିବା ଅନୁଭବ କରିବ । ଏହି ରୋମାଂଚ ପାଇଁ ଅତ୍ୟାଧୁନି ଜ୍ଞାନ କୌଶଳ ବ୍ୟବହାର କରି…

କିଲର କରୋନା କବଳରେ ରୁଷ ସେନା, ୮୭୪ ଆକ୍ରାନ୍ତ

ମସ୍କୋ:କିଲର କରୋନା କବଳରେ ପଡିଛି ରୁଷିଆ ସେନା । ଶନିବାର ସୁଦ୍ଧା ୮୭୪ ଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି । ଯାହାକି ରୁଷ ପାଇଁ ମୁଣ୍ଡ ବ୍ୟାଥାର କାରଣ ସାଜିଛି ।   ୮୭୪ ଜଣ ସଂକ୍ରମିତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେମାନଙ୍କ…

ସିଙ୍ଗାପୁର ୟୁନିଭରସିଟି ଅଫ ଟେକ୍ନୋଲୋଜିର ଗବେଷଣା ଅନୁସାରେ ଭାରତରୁ ୩୧ ଜୁଲାଇ ସୁଦ୍ଧା କରୋନା ଯିବ

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ସିଙ୍ଗାପୁର ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ଡିଜାଇନ (ଏସୟୁଟିଡି) ପକ୍ଷରୁ ଏକ ଗବେଷଣା କରାଯାଇଛି । ଏଥିରେ କରୋନା ଭାଇରସର ପ୍ରଭାବ କେବେ ଶେଷ ହେବ ସେ ସମ୍ପର୍କରେ ଉଲ୍ଲେଖ ରହିଛି । ରିପୋର୍ଟ ମୁତାବକ ୨୬ ନଭେମ୍ବର ସୁଦ୍ଧା ସାରା ବିଶ୍ୱରେ କରୋନା ଭାଇରସ…

ସ୍ପଷ୍ଟୀକରଣ ଦେଲା ଉହାନ ଲ୍ୟାବ: ଏଠାରୁ କରୋନା ଭାଇରସ ବ୍ୟାପି ନାହିଁ

ଉହାନ: ଚୀନର ଉହାନ ସହରରରୁ କରୋନା ଭାଇରସ ସାରା ବିଶ୍ୱକୁ ବ୍ୟାପିଥିଲା । ତେବେ ଶନିବାର ଉହାନର ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଡବ୍ଲ୍ୟୁଆଇଭି) ଲ୍ୟାବ ଏ ନେଇ ସ୍ପଷ୍ଟୀକରଣ ଦେଇଛି । ଏଠାରୁ କରୋନା ଭାଇରସ ବ୍ୟାପିନାହିଁ ବୋଲି ଦୃଢ଼ତା ସହକାରେ କୁହାଯାଇଛି । ଅପରପକ୍ଷରେ ଆମେରିକା ସମସ୍ତ ଘଟଣା…

ପେସେଣ୍ଟ ନମ୍ବର ୪୬୬ର ଶେଷ ଇଚ୍ଛା: ମୋତେ ଆଉ ଗୋଟେ ଇଟିଲି ଦିଅ

ବେଙ୍ଗାଳୁରୁ: ମୋତେ ଭାରି ଭୋକ । ମୋତେ ଆଉ ଗୋଟେ ଇଟିଲି ଦିଅ । ମୁଁ ବହୁତ ଭୋକିଲା ଅଛି । ସପ୍ତମ ମହଲାରୁ ଡେଇଁବା ପୂର୍ବରୁ ଏ ଥିଲା କର୍ଣ୍ଣାଟକର ୪୬୬ ନମ୍ବର କରୋନା ପଜିଟିଭଙ୍କ ଶେଷ ଇଚ୍ଛା । ସୋମବାର ଜଣେ ୫୦ ବର୍ଷୀୟ କରୋନା ଆକ୍ରାନ୍ତ ବେଙ୍ଗାଳୁରୁର ଭିକ୍ଟୋରିଆ ହସ୍ପିଟାଲର ସପ୍ତମ…