Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫୋବର୍ସ ରିପୋର୍ଟ: କରୋନା ସଂକ୍ରମଣ ରୋକିବାରେ ଚୀନଠାରୁ ଭାରତ ଆଗରେ

ୱାଶିଂଟନ: ଫୋବର୍ସ ପତ୍ରିକାରେ କରୋନା ଭାଇରସ ନେଇ ଏକ ତଥ୍ୟଭିତିକ ରିପୋର୍ଟ ପ୍ରକାଶ ପାଇଛି । ହଂକଂର ଲୋକପ୍ରିୟ ଏଜେନ୍ସି ଡିପ ନଲେଜ ଗ୍ରୁପ ଲୋକଙ୍କ ସୁରକ୍ଷା, ଚିକିତ୍ସା ଓ ସରକାରୀ ମ୍ୟାନେଜମେଂଟ ପରି ୭୬ ବିଷୟରେ ୨୦୦ ଦେଶକୁ ନେଇ ସର୍ଭେ କରିବା ସହ ରିପୋର୍ଟ ପ୍ରକାଶ କରିଛି । ସଂକ୍ରମଣ…

କରୋନା ପ୍ରଭାବ: ଅମରନାଥ ଯାତ୍ରା ରଦ୍ଦ

ଜମ୍ମୁ: କରୋନା ଭାଇରସ ପ୍ରଭାବ ଯୋଗୁ ୨୦୨୦ ପାଇଁ ଅମରନାଥ ଯାତ୍ରାକୁ ରଦ୍ଦ କରି ଦିଆଯାଇଛି । ଚଳିତ ବର୍ଷ ୨୩ ଜୁନରୁ ଏହି ଯାତ୍ରା ଆରମ୍ଭ ହେବାର ଥିଲା । ଜମ୍ମୁ ରାଜଭବନରେ ବୁଧବାର ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୂ ଏହା ଘୋଷଣା କରିଥିଲେ । ଗତବର୍ଷ ଅଗଷ୍ଟରେ ୩୭୦ ଧାରା ଉଠିବା ପରେ ସୁରକ୍ଷା…

ଗୃହମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ପ୍ରତିବାଦରୁ ହଟିଲେ ଆଇଏମ୍ଏ ଡାକ୍ତର

ନୂଆଦିଲ୍ଲୀ: ସୁରକ୍ଷା ପ୍ରତିଶ୍ରୁତି ମିଳିବା ପରେ ପ୍ରତ୍ୟହାର ହେଲା ଆଇଏମଏ ଡାକ୍ତରଙ୍କ ପ୍ରତିବାଦ । ଗୃହମନ୍ତ୍ରୀ ଅମିତ ଶାହା ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନଙ୍କ ସହ ଭିଡିଓ କନ୍‌ଫରେନ୍ସ କରିବା ପରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍‌ର ଡାକ୍ତରମାନେ ଦୁଇ ଦିନ ହେବ…

[ଭିଡ଼ିଓ]: ଶୋଇଥିଲେ ଅରବାଜ, ନିଶ ଦାଢ଼ି କାଟି ଦେଲେ ଗାର୍ଲଫ୍ରେଣ୍ଡ ଜର୍ଜିଆ

ମୁମ୍ବାଇ: ଲକଡାଉନ ସମୟରେ ସିନେ ତାରକା ମାନଙ୍କ ସୋସିଆଲ ଆକାଉଣ୍ଟରେ ଦେଖିବାକୁ ମିଳୁଛି ମଜଳିଆ ଭିଡ଼ିଓ ଓ ପୋଷ୍ଟ । ସେହିଭଳି ଏକ ମଜାଦାର ଭିଡ଼ିଓ ସାମ୍ନାକୁ ଆସିଛି । ଅରବାଜ ଖାନଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆ ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଅରବାଜ ଶୋଇଥିବା ବେଳେ ସେ…

ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ କରୋନା, ଜଣେ ପଜିଟିଭ

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି କରୋନା ବିରୋଧୀ ଲଢ଼େଇ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବେସାମରିକ ବିମାନ ଚଳାଚଳ ମୁଖ୍ୟାଳୟକୁ ସିଲ୍ କରାଯିବ ବୋଲି ଜଣାପଡିଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ଏପ୍ରିଲ୍ ୧୫ରେ ଅଫିସ…

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ ବର୍ଷ ଜେଲ୍ । କେବଳ ସେତିକି ନୁହେଁ କରୋନା ଯୋଦ୍ଧାଙ୍କୁ ଭେଦଭାବ କରିବେ ସେମାନଙ୍କୁ ୩ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଭୋଗିବାକୁ ପଡିବ ଜେଲ୍ ଦଣ୍ଡ । ଏଥିସହ ୫୦ ହଜାରରୁ ୨ଲକ୍ଷ ପର୍ଯ୍ୟନ୍ତ ମଧ୍ୟ ଜରିମାନା ଦେବାକୁ ପଡିବ ବୋଲି ଆଜି…

ବିଚିତ୍ର ପାକିସ୍ତାନ; ୬୦ ବର୍ଷର ପୁରୁଷ ଗର୍ଭବତୀ !

ପାକିସ୍ତାନ: କରୋନା ସଂକ୍ରମିତ ରୋଗୀଙ୍କ ପରୀକ୍ଷଣ ହେଉ ବା ନ ହେଉ ଗର୍ଭାବସ୍ଥା ପରୀକ୍ଷଣ କିନ୍ତୁ ପାକିସ୍ତାନରେ ସଠିକ୍ ଚାଲିଛି । ମହିଳା ନୁହେଁ ବରଂ ଜଣେ ୬୦ ବର୍ଷିୟ ପୁରୁଷଙ୍କୁ ଏକ ଲ୍ୟାବ୍ ଗର୍ଭବତୀ ଘୋଷଣା କରିଛି । ପାକିସ୍ତାନୀ ନ୍ୟୁଜ ସାଇଟ୍ 24newshd ଅନୁଯାୟୀ ସୋମବାର ଖାନେୱାଲ୍…

ଗଣମାଧ୍ୟମ ସଂସ୍ଥା ପାଇଁ ନିର୍ଦ୍ଦେଶନାମା ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ମୁମ୍ବାଇରେ ୫୩ ଜଣ ସାମ୍ବାଦିକ ଏବଂ ଚେନ୍ନାଇରେ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ…

କରୋନା ସଙ୍କଟରେ ନୂଆ ଆଶା; କାଲି ମନୁଷ୍ୟ ଦେହରେ କୋଭିଡ୍‌-୧୯ ଭାକ୍ସିନ୍ ପରୀକ୍ଷା କରିବ ଇଂଲଣ୍ଡ !

ଲଣ୍ଡନ: ଗୁରୁବାରଠୁ ମଣିଷଙ୍କ ଉପରେ କରୋନାଭାଇରସ୍ ଟିକା ପରୀକ୍ଷଣ ଆରମ୍ଭ କରିବ ଇଂଲଣ୍ଡ । ଏ ନେଇ ଏକ ପ୍ରେସ୍ କନଫେରେନ୍ସ ଜରିଆରେ ଘୋଷଣା କରିଛନ୍ତି ଇଂଲଣ୍ଡର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍ ହାଙ୍କୋକ୍ । Human trials for a vaccine developed by the University of Oxford will…

ଜିଓର ୧୦ ପ୍ରତିଶତ ଅଂଶଧନ କିଣିବ ଫେସବୁକ!

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଗ୍ରୁପର ଜିଓ ପ୍ଲାଟଫର୍ମରେ ୯.୯୯ ପ୍ରତିଶତ ଅଂଶଧନ କିଣିବ ବିଶ୍ୱର ଅନ୍ୟତମ ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ଫେସବୁକ। ଏଥିପାଇଁ ୪୩,୫୭୪ କୋଟି ପୁଞ୍ଜି ନିବେଶ କରିବା ନେଇ ବୁଧବାର ଦିନ ଫେସବୁକ ପକ୍ଷରୁ ଘୋଷଣା କରାଯାଇଛି । ଜିଓ…