Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ପେସେଣ୍ଟ-ଜିରୋ’ ଚିହ୍ନଟ ! ଉହାନ ମାର୍କେଟର ଚିଙ୍ଗୁଡି ବିକାଳୀ ହୋଇପାରନ୍ତି ପ୍ରଥମ କରୋନା ରୋଗୀ

ଉହାନ: ଚୀନର ଉହାନ ମାର୍କେଟର ଚିଙ୍ଗୁଡି ବିକ୍ରି କରୁଥିବା ଜଣେ ୫୭ ବର୍ଷୀୟା ମହିଳାଙ୍କୁ ପ୍ରଥମ କୋଭିଡ-୧୯ ପଜିଟିଭ ବୋଲି ବିଶ୍ୱାସ କରାଯାଉଛି । ଲଣ୍ଡନ ମେଟ୍ରୋ ଡେଲିର ଏକ ରିପୋର୍ଟ ଅନୁସାରେ, ୱି ଗୁଇକିୟନ ନାମକ ଜଣେ ମହିଳାଙ୍କ ଠାରେ ଡିସେମ୍ବର ୨୦୧୯ରେ ଫ୍ଲୁ ଭଳି ଲକ୍ଷଣ ବିକସିତ ହୋଇଥିଲା…

ମୋଦୀଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ସରକାରଙ୍କ ସହ ଅଛି କଂଗ୍ରେସ

ନୂଆଦିଲ୍ଲୀ: କରୋନାକୁ ନେଇ ଦେଶରେ ଅଚଳାବସ୍ଥା ଦେଖାଦେଇଛି । ଏଭଳି ସ୍ଥିତିରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି । ସରକାରଙ୍କ ସହ କଂଗ୍ରେସ ଦଳ ଠିଆ ହୋଇଛି ବୋଲି ସେ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି। Congress MP…

ଦେଶରେ ୨୪ ଘଣ୍ଟାରେ ୧୦୬ ନୂଆ କରୋନା ମାମଲା ରେକର୍ଡ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ ୨୪ ଘଣ୍ଟାରେ କରୋନାଭାଇରସ(କୋଭିଡ-୧୯)ର ୧୦୬ଟି ନୂଆ ମାମଲା ରେକର୍ଡ କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି । Till now there have been 979 #COVID19 confirmed cases in the…

କରୋନା ମୁକାବିଲା: ଗୁଗଲ ଦେବ ୫,୯୦୦ କୋଟି ଟଙ୍କା !

କାଲିଫର୍ଣ୍ଣିଆ: ମହାମାରୀ କରୋନା କବଳରେ କଏଦ ହୋଇଛି ସାରା ବିଶ୍ୱ । ଏହାର ମୁକାବିଲା ପାଇଁ ଚାରିଆଡେ ତାଲା ବନ୍ଦ ଘୋଷଣା କରାଯାଇଛି । ଏଭଳି ସ୍ଥିତିରେ ନେତାମନ୍ତ୍ରୀ ଠାରୁ ଆରମ୍ଭ କରି ସେଲିବ୍ରିଟି ସମସ୍ତେ ସହାୟତା ପାଇଁ ଆଗେଇ ଆସିଛନ୍ତି । ଏହି ପରିପ୍ରେକ୍ଷିରେ ଗୁଗଲ ମଧ୍ୟ ସହଯୋଗର ହାତ…

କରୋନା ଲକଡାଉନ: ଦେଶର ୯୦ରୁ ଅଧିକ ସହରରେ ବାୟୁ ପ୍ରଦୂଷଣର ସର୍ବନିମ୍ନ ସ୍ତର ରେକର୍ଡ

ନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ କରାଯାଇଛି । ଏହା ମଧ୍ୟରେ ଦେଶ ପାଇଁ ଏକ ଖୁସି ଖବର ଆସିଛି । ଦେଶରେ ବାୟୁ ପ୍ରଦୂଷଣର ମାତ୍ରା କମିଛି । ତେବେ ଦିଲ୍ଲୀ ସମେତ ଦେଶର ୯୦ରୁ ଅଧିକ ସହରରେ ଗତ କିଛି ଦିନ ମଧ୍ୟରେ ସର୍ବନିମ୍ନ ବାୟୁ…

କଠୋର ହେଲା କେନ୍ଦ୍ର, ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମା ସିଲ୍ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲକ ଡାଉନ୍ ପରେ ମଧ୍ୟ ଶ୍ରମିକଙ୍କ ପଳାୟନକୁ ନେଇ କେନ୍ଦ୍ର ସରକାର କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାକୁ ସିଳ୍ କରିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବାହାରୁ ଆସିଥିବା ଲୋକଙ୍କୁ ସୀମରେ କ୍ୟାମ୍ପ ତିଆରି କରି ରଖାଯାଉ ବୋଲି କହିଛନ୍ତି ।…

କୋଭିଡ-୧୯: ସଂକ୍ରମଣରେ ସ୍ପେନ୍ ରାଜକୁମାରୀଙ୍କ ମୃତ୍ୟୁ

ସ୍ପେନ: କରୋନା ଭୂତାଣୁ ସଂକ୍ରମଣରେ ସ୍ପେନ୍ ରାଜକୁମାରୀ ମାରିୟା ଟେରେସାଙ୍କ ମୃତ୍ୟୁ ହୋଇଛି । ସେ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ଚିକିତ୍ସାଧୀନ ଥିଲେ । ତେବେ ଗଲା ଦୁଇ ଦିନ ପୂର୍ବରୁ ଅର୍ଥାତ ୨୬ ମାର୍ଚ୍ଚରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ତାଙ୍କ ଭାଇ ଫେସ୍‌ବୁକ୍‌ରେ ପୋଷ୍ଟ କରି…

ପାରାମିଲିଟାରୀ ଫୋର୍ସରେ କରୋନାଭାଇରସ୍ !

ନୂଆଦିଲ୍ଲୀ: ଦେଶର ପ୍ରଥମ ଦୁଇଟି ମାମଲା ଭାବେ ସାମ୍ନାକୁ ଆସିଛି ପାରାମିଲିଟାରୀ ଫୋର୍ସରେ କରୋନା ସଂକ୍ରମିତଙ୍କ ଖବର । ଜଣେ ବିଏସ୍‌ଏଫ୍ ଅଫିସର ଓ ଜଣେ ସିଆଇଏସ୍‌ଏଫ୍‌ ଯବାନ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଦ କ୍ୱିଣ୍ଟ ର ରିପୋର୍ଟ ଅନୁଯାୟୀ ଗ୍ୱାଲିଅରରେ ପୋଷ୍ଟିଂ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କାହିଁକି ମୃତ୍ୟୁକୁ ଆବରଣ କଲେ ଇଟାଲୀୟ ଡାକ୍ତର ଦମ୍ପତ୍ତି ?

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାଭାଇରସ୍‌ର ଆତଙ୍କରାଜ । ଏମିତି ସ୍ଥିତିରେ ଅନେକ ଫଟୋ ଓ ଭିଡିଓ ଭାଇରାଲ୍ ସାବ୍ୟସ୍ତ ହେଉଛି । କିଛି ସତ ତ ଆଉ କିଛି ମିଥ୍ୟା ଗୁଜବ ଭାବେ ସୋସିଆଲ୍ ଚର୍ଚ୍ଚା ସାଉଣ୍ଟୁଛି । ଏହି ଫଟୋ ଉପରେ ଟିକେ ନଜର ପକାନ୍ତୁ । କରୋନା ମହାମାରୀ ସହ ଏହି ଫଟୋର ବେଶ ଘନିଷ୍ଠ…

କରୋନା ଲକଡାଉନ : ଚାଲି ଚାଲି ଗାଁକୁ ଫେରିବା ବେଳେ ରାସ୍ତାରେ ବ୍ୟକ୍ତିଙ୍କ ମୃତ୍ୟୁ

ଆଗ୍ରା: ରାଜଧାନୀ ଦିଲ୍ଲୀରୁ ୨୦୦ କିମି ରାସ୍ତା ଅତିକ୍ରମ କରିଥିବା ଜଣେ ୩୮ ବର୍ଷୀୟ ବ୍ୟକ୍ତିଙ୍କ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ଶନିବାର ସକାଳେ ମୃତ୍ୟୁ ହୋଇଛି । ରଣବୀର ସିଂହ ନାମକ ଏହି ବ୍ୟକ୍ତିଙ୍କ ପରିବାର ମଧ୍ୟ ପ୍ରଦେଶର ମୁରୈନା ଜିଲ୍ଲାର ଏକ ଦୂର ଗାଁରେ ରହନ୍ତି । ତାଙ୍କୁ ଘରେ…