Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଭୂତାଣୁ ସଂକ୍ରମଣ: ଏବେ ବି ଷ୍ଟେଜ-୨ରେ ଭାରତ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ଭୂତାଣୁକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି । ଭାରତରେ ମଧ୍ୟ ଏହି ଭାଇରସ ଧୀରେ ଧୀରେ କାୟ ବିସ୍ତାର କରିବାରେ ଲାଗିଛି । ତେବେ ଏହାରି ଭିତରେ ଏକ ଆଶ୍ୱସ୍ତି ଜନକ ଖବର ସାମ୍ନାକୁ ଆସିଛି । ଭାରତରେ କରୋନା ଭୂତାଣୁର ସମୂହ ସଂକ୍ରମଣ ଆରମ୍ଭ ହୋଇନାହିଁ । ଏବେ ବି…

କରୋନା ପାଇଁ ଜିମ୍ ବନ୍ଦ; ରାସ୍ତାରେ ବ୍ୟାୟାମ କରୁଛନ୍ତି ଲୋକେ

ନାଗପୁର: ସାରା ବିଶ୍ୱରେ ଆତଙ୍କର କାରଣ ପାଲଟିଥିବା କରୋନାଭାଇରସ ମହାମାରୀ ଦିନକୁ ଦିନ ଜଟିଳ ସ୍ଥିତି ସୃଷ୍ଟି କରୁଛି । ଏଭଳି ସ୍ଥିତିରେ ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଲେକେ ଏକାଠି ମିଶି ରାସ୍ତାରେ ବ୍ୟାୟାମ କରୁଛନ୍ତି । ଆମେ ବ୍ୟାୟାମ ଦ୍ୱାରା ଆମର ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛୁ ବୋଲି…

କରୋନାଭାଇରସ: ମାର୍ଚ୍ଚ ୩୧ ଯାଏଁ ମୁମ୍ବାଇରେ ଡବାବାଲା ସର୍ଭିସ ବନ୍ଦ

ମୁମ୍ବାଇ: କରୋନାଭାଇରସକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମୁମ୍ବାଇର ଡବାବାଲାମାନେ ସର୍ଭିସକୁ ଆସନ୍ତା ୨୦ ତାରିଖରୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିଛନ୍ତି । ସେହିଭଳି ମୁମ୍ବାଇର ହାଜି ଅଲି ଦରଗାହ ମଧ୍ୟ ବନ୍ଦ କରାଯାଇଛି । ଦେଶରେ କରୋନାଭାଇରସ ଦ୍ୱାରା ୧୬୬ଜଣ ସଂକ୍ରମିତ ହୋଇଥିବା…

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତିରୁ ହେଲେ ସାଂସଦ । ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ । ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ ପକରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ପବନର କ୍ୟୁରେଟିଭ ପିଟିସନ ଖାରଜ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ପବନ କୁମାର ଗୁପ୍ତାର କ୍ୟୁରେଟିଭ ପିଟିସନକୁ ଗୁରୁବାର ଦିନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପ୍ରାପ୍ତ ସୂଚନାନୁଯାୟୀ ଘଟଣା ସମୟରେ ସେ ନାବାଳକ ଥିବା ଦର୍ଶାଇ ଫାଶୀର ଗୋଟିଏ ଦିନ ପୂର୍ବରୁ ପବନ…

ଭାରତରେ ବଢୁଛି କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ଏହି ସଂଖ୍ୟା ୧୬୯ରେ ପହଞ୍ଚିଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଆହୁରି ମଧ୍ୟ ସମସ୍ତ ୧୬୯ ଜଣ ଆକ୍ରାନ୍ତଙ୍କ ମଧ୍ୟରେ…

କରୋନାଭାଇରସ: ଗୋଟିଏ ଦିନରେ ଇଟାଲିରେ ୪୭୫ ମୃତ

ଇଟାଲି: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଇଟାଲିରେ ମୃତ୍ୟୁ ସଂଖ୍ୟା ୩୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୩୫ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ କରୋନା…

କୋଭିଡ-୧୯ ସତର୍କତା: ଆଜି ରାଷ୍ଟ୍ରକୁ ସମ୍ବୋଧନ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୮ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କୋଭିଡ-୧୯ ସହ ଜଡ଼ିତ ବିଭିନ୍ନ ବିଷୟ ଓ ଏହାର ମୁକାବିଲା ସମ୍ପର୍କରେ ମତ ରଖିବା ନେଇ ଜଣାପଡ଼ିଛି ।

ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ସ୍ଥଗିତ ଘୋଷଣା

ନୂଆଦିଲ୍ଲୀ: ସମ୍ଭାବ୍ୟ କରୋନା ସଂକ୍ରମଣ ଜନିତ ବିପଦ ଆଶଙ୍କାକୁ ଦୃଷ୍ଟିରେ ରଖି ସିବିଏସଇ ପକ୍ଷରୁ ଏବେ ଦେଶବ୍ୟାପୀ ଚାଲିଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା ସ୍ଥଗିତ ରହିଥିବା ଘୋଷଣା କରାଯାଇଛି । ମାର୍ଚ୍ଚ ୧୯ ରୁ ୩୧ ତାରିଖ ମଧ୍ୟରେ ଭାରତ ଓ ବିଦେଶରେ ବିଭିନ୍ନ ପରୀକ୍ଷା…

ସନ୍ଧ୍ୟା ୮ଟା, ମାର୍ଚ୍ଚ ୧୯ ଗୁରୁବାର ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୯ ତାରିଖ ଗୁରୁବାର ଦିନ ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । 19 ମାର୍ଚ୍ଚ ସନ୍ଧ୍ୟା 8 ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କୋଭିଡ-19…