Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜିଓ ଫାଇବରର ସ୍ୱତନ୍ତ୍ର ଯୋଜନା, ୧୦୦୦ ଜିବି ଡାଟା ଏବଂ ମାଗଣା କଲିଂ ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗତ ବର୍ଷ ଜିଓଫାଇବର ସହିତ ବ୍ରଡବ୍ୟାଣ୍ଡ ସେଗମେଣ୍ଟରେ ପ୍ରବେଶ କରିଥିଲା। ଆମେ ଆପଣଙ୍କୁ ଜିଓ ଫାଇବରର ର ଏକ ଉତ୍ତମ ଯୋଜନା କହୁଛୁ, ଯେଉଁଥିରେ ଆପଣ ଅଧିକ ଲାଭ ପାଇବେ | ଜିଓଫାଇବରର ଏହି ଯୋଜନା ହେଉଛି ୧୯୯ ଟଙ୍କା | ଏହା ଏକ ସାପ୍ତାହିକ ଯୋଜନା | ଏହି ଯୋଜନାରେ…

ବିଲ ଗେଟ୍ସ ନିର୍ଦ୍ଦେଶକ ବୋର୍ଡରୁ ଇସ୍ତଫା ଦେଇଛନ୍ତି, ବର୍ତ୍ତମାନ କଣ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତିତ୍ୱ ତଥା ବୈଷୟିକ ବ୍ୟବସାୟର କିମ୍ବଦନ୍ତୀ ବିଲ୍ ଗେଟ୍ସ ଏକ ବଡ଼ ଘୋଷଣା କରିଛନ୍ତି। ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଘୋଷଣା କରିଛି ଯେ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ କହିଛି ଯେ ବିଲ୍…

ଆସନ୍ତୁ ଜାଣିବା ପୃଥିବୀରେ କେଉଁ ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି

ନୂଆଦିଲ୍ଲୀ: କରୋନା ଭାଇରସ ଏବେ ସାରା ବିଶ୍ୱକୁ ତାର କରାଳ ରୂପ ଦେଖାଇ ଡରାଉଛି । ତେବେ କରୋନା ପୂର୍ବରୁ କେଉଁ ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି ଆସନ୍ତୁ ତା ବିଷୟରେ ଜାଣିବା । ପ୍ଲେଗ: ୧୭୨୦ରେ ପ୍ଲେଗ ମହାମାରୀ ରୂପ ନେଇଥିଲା । ଏଥିରେ ୨ ବର୍ଷ ମଧ୍ୟରେ ଏକ ଲକ୍ଷରୁ ଅଧିକ ଲୋକ…

ଅଙ୍କିତ ଶର୍ମା ହତ୍ୟା ମାମଲାରେ ଆଉ ୫ ଗିରଫ

ନୂଆଦିଲ୍ଲୀ: ଗୋଇନ୍ଦା ବିଭାଗର ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସ ଶନିବାର ଆଉ ୫ଜଣଙ୍କୁ ଗିରଫ କରିଛି । ଦିଲ୍ଲୀ ହିଂସା ବେଳେ ଅଙ୍କିତଙ୍କୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ହତ୍ୟା କରାଯାଇଥିଲା । ଦିଲ୍ଲୀ ପୋଲିସ ହିଂସାକୁ ଉସୁକାଇବା ଅଭିଯୋଗରେ ସୁମିତ, ଅଙ୍କିତ…

କରୋନାକୁ ନେଇ କବିତା ଲେଖିଲେ କଂଗ୍ରେସ ନେତା ଶଶି ଥରୁର

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ କଂଗ୍ରେସ ନେତା ଶଶି ଥରୁର । ତେବେ ଏଥର କୌଣସି ବିବାଦୀୟ ମନ୍ତବ୍ୟ ପାଇଁ ନୁହେଁ, କବିତା ଲେଖି ସେ ଚର୍ଚ୍ଚାକୁ ଆସିଛନ୍ତି । ସେ କରୋନାକୁ ନେଇ ଏକ ହିନ୍ଦୀ କବିତା ଲେଖିଛନ୍ତି । Corona Corona का डर खा रहा है ये लफ्ज़ अब हमारा भी सर खा रहा है…

ଦିଲ୍ଲୀରେ ପ୍ରବଳ ବର୍ଷା ସହ କୁଆପଥର ମାଡ, କରୋନା ସ୍ଥିତି ଗମ୍ଭୀର ଆଶଙ୍କା

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ରାଜଧାନୀ ଦିଲ୍ଲୀରେ ଆତଙ୍କ ସୃଷ୍ଟି ହୋଇଛି । ତେବେ ଏହାରି ଭିତରେ ଆଜି ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଥିବା ସୂଚନା ମିଳିଛି । ଏତେ ମାତ୍ରାରେ ବର୍ଷା ହୋଇଛି ଯେ, ରାସ୍ତାଘାଟରେ ଆଣ୍ଠୁଏ ଲେଖାଏଁ ପାଣି ଜମି ଯାଇଛି । ଫଲରେ ଜୀବନଯାତ୍ରା ଅତିମାତ୍ରାରେ…

କରୋନା: ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି ମାରାତ୍ମକ ଭୂତାଣୁ କୋଭିଡ-୧୯ । ଏଯାଏଁ କରୋନା ସଂକ୍ରମଣରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ମଧ୍ୟ ଦୁଇ ଜଣଙ୍କ ମୁଣ୍ଡ ନେଇଛି କରୋନା ଭୂତାଣୁ । ତେବେ କରୋନା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ…

ମାସ୍କ ଓ ସାନିଟାଇଜରର ଦାମ୍ ବଢ଼ାଇଲେ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ସାରା ବିଶ୍ୱକୁ କଲବଲ କଲାଣି କରୋନା । ହଜାର ହଜାର ଲୋକଙ୍କ ମୁଣ୍ଡ ନେଇଥିବା ଏହି ମାରାତ୍ମକ ଭୂତାଣୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି । କରୋନା ପାଇଁ ଭାରତରେ ଫେସ ମାସ୍କ ଓ ହ୍ୟାଣ୍ଡ…

କରୋନାକୁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ: ଆମେରିକାକୁ ଘାରିିଛି କରୋନା ଭୟ । ଏହି ମରାତ୍ମକ ଭୂତାଣୁକୁ ଆମେରିକାରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିସହ ଏହି ମହାମାରୀର ମୁକାବିଲା ପାଇଁ ରାଜ୍ୟଗୁଡିକୁ ୫୦ ମିଲିଅନ ଡଲାର ଦିଆଯିବ ବୋଳି ସେ ଘୋଷଣା କରିଛନ୍ତି । ବିଶ୍ୱବ୍ୟାପୀ…

ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ବଢାଇଲେ ସରକାର

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଯାହାଫଳରେ ତୈଳ ଦର ବଢିବା ସହ ପ୍ରାୟ ୩୯,୦୦୦ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ସରକାର ପାଇବେ । ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟରେ ପରିବର୍ତ୍ତନ ହେବ ନାହିଁ କାରଣ ଏହା…