Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ ସରକାର ନେଇଥିବା ପଦକ୍ଷେପ ଗୁଡିକ ସମ୍ପର୍କରେ, ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଓ ନିରାକରଣ ଲାଗି ଭାରତ ସରକାର ସଂଖ୍ୟାଧିକ ତତ୍ପର ଓ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାତ୍ରା କଟକଣା, ବିମାନ ଓ ସାମୁଦ୍ରିକ ବନ୍ଦରରେ ଯାତ୍ରୀଙ୍କ ସାମୂହିକ ଯାଂଚ, ଭିସା ରଦ୍ଦ ଏବଂ କ୍ୱାରେଂଟିନ (ପୃଥକୀକରଣ) ପାଇଁ ପଦକ୍ଷେପ ଗ୍ରହଣ…

ମହଙ୍ଗା ହେଲା ମୋବାଇଲ ଫୋନ; ୧୮ ପ୍ରତିଶତକୁ ବୃଦ୍ଧି ପାଇଲା ଜିଏସ୍‌ଟି !

ନୂଆଦିଲ୍ଲୀ: ମୋବାଇଲ ଫୋନ୍ ଓ ଏହାର ନିର୍ଦ୍ଦିଷ୍ଟ ଉପକରଣଗୁଡିକ ଉପରେ ଜିଏସ୍‌ଟି ଦର ୧୨ ପ୍ରତିଶତରୁ ବଢି ୧୮ ପ୍ରତିଶତ ହୋଇଛି । ଶନିବାର ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ବଜାରରେ ମୋବାଇଲ ଫୋନଗୁଡିକ ମହଙ୍ଗା ହେବାକୁ ଯାଉଛି । ତେବେ ଏଥି ନେଇ…

ପ୍ରଶାନ୍ତ କୁମାର ‘ୟେସ୍ ବ୍ୟାଙ୍କ’ର ନୂଆ ସିଇଓ ଭାବେ ନିଯୁକ୍ତ ହେଲେ

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ପୂର୍ବତନ କର୍ମଚାରୀ ପ୍ରଶାନ୍ତ କୁମାର କେନ୍ଦ୍ର ସରକାରଙ୍କ ଦ୍ୱାରା ୟେସ୍ ବ୍ୟାଙ୍କର ନୂତନ ଚିଫ୍ ଏକଜିକ୍ୟୁଟିଭ୍ ଅଫିସର (ସିଇଓ) ଭାବେ ନିଯୁକ୍ତ ହୋଇଛନ୍ତି । ଆସନ୍ତା ବୁଧବାର ଦିନ ୟେସ ବ୍ୟାଙ୍କ ଉପରୁ ସମସ୍ତ କଟକଣା ଉଠିଗଲା ପରେ ଏସବିଆଇର…

ୟାସିନ ମଲ୍ଲିକ, ୬ ଜଣଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଖଲ ପାଇଁ ଏନଆଇଏକୁ କୋର୍ଟର ଅନୁମତି

ନୂଆଦିଲ୍ଲୀ : ଚାରିଜଣ ବାୟସେନା ଅଧିକାରୀଙ୍କ ହତ୍ୟାମାମଲାରେ କୁଖ୍ୟାତ ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ)ର ମୁଖ୍ୟ ୟାସିନ ମଲ୍ଲିକ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ଜମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟ କହିଛନ୍ତି । ଏହି ଘଟଣାରେ ମଲ୍ଲିକ ଓ…

ଜାପାନ ପ୍ରଧାନମନ୍ତ୍ରୀଙ୍କ ଦୃଢେ଼ାକ୍ତି ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ହେବ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ହେବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ। ଦୃଢତାର ସହିତ କହିଛନ୍ତି ।  ବର୍ତ୍ତମାନ ପରିସ୍ଥିତିରେ ଗେମ୍ସକୁ ଏକ ବର୍ଷ ପର୍ୟ୍ୟନ୍ତ ଘୁଞ୍ଚାଇ ଦେବା ଉଚିତ୍‌ ହେବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଆସ୍ଥା ଭୋଟ କରିବା ନେଇ ଚାପ ପକାଇଲା ବିଜେପି

ଭୋପାଲ: ଆସ୍ଥା ଭୋଟ କରିବା ନେଇ କମଲନାଥ ସରକାର ଉପରେ ପରୋକ୍ଷରେ ଚାପ ପକାଇଛି ବିଜେପି । ସୋମବାର ବିଧାନସଭାରେ ଆସ୍ଥା ଭୋଟ ଦେବା ଦରକାର ବୋଲି ମଧ୍ୟପ୍ରଦେଶ ବିଜେପିର ବିଧାୟକ ଦଳ ରାଜ୍ୟପାଳ ଲାଲଜି ଟଣ୍ଡୋନଙ୍କୁ ଭେଟି ଏହି ଦାବି କରିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଶିବରାଜ…

ସାତ ମାସରେ ପ୍ରଥମ ଥର ପାଇଁ ରପ୍ତାନି ବୃଦ୍ଧି ପାଇଲା

ନୂଆଦିଲ୍ଲୀ: ସାତ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଭାରତର ରପ୍ତାନି ବୃଦ୍ଧି ପାଇଲାବେଳେ ଆମଦାନୀ ଆଠ ମାସ ହ୍ରାସ ପାଇବା ପରେ ସକରାତ୍ମକ କ୍ଷେତ୍ର କୁ ଫେରି ଆସିଥିଲା, ଯଦିଓ ବ୍ୟବସାୟୀମାନେ କରୋନାଭାଇରସ୍ ମହାମାରୀ ହେତୁ ମନ୍ଥର ଗତିର ମୁକାବିଲା କରୁଛନ୍ତି। ବାଣିଜ୍ୟ ବିଭାଗ ଦ୍ୱାରା ଶୁକ୍ରବାର…

ଫେବୃଆରୀ ମାସରେ ସର୍ବାଧିକ ଡାଉନଲୋଡ ଆପ୍ସ ରେକର୍ଡ କଲା ଟିକଟକ୍ : ରିପୋର୍ଟ

ନୂଆଦିଲ୍ଲୀ: ଫେବୃଆରୀ ମାସ ଟିକଟକ୍ ପାଇଁ କ୍ରମାଗତ ଦ୍ୱିତୀୟ ସଫଳ ମାସ ବୋଲି ପ୍ରମାଣିତ ହୋଇଛି | ଏହି ମାସରେ, ସର୍ବାଧିକ ଡାଉନଲୋଡ୍ ହୋଇଥିବା ଆପ୍ ଦୃଷ୍ଟିରୁ ଟିକଟକ୍ ଭେଟେରାନ୍ ହ୍ଵାଟସଆପ୍ସ  ଏବଂ ଫେସବୁକ କୁ  ପଛରେ ପକାଇ ଦେଇଛି। ଟିକଟକ୍ ର ବିଶ୍ୱବ୍ୟାପୀ ସର୍ବାଧିକ ପଞ୍ଜୀକୃତ ଡାଉନଲୋଡ୍…

କରୋନା ପାଇଁ ପଦ୍ମ ପୁରସ୍କାର ସମାରୋହ ସ୍ଥଗିତ

ନୂଆଦିଲ୍ଲୀ: ଚାରିଆଡେ ସମସ୍ତଙ୍କୁ ଘାରିଛି କରୋନାର କୋକୁଆ ଭୟ । ଏଥିଲାଗି ସମ୍ମାନଜନକ ପଦ୍ମ ପୁରଷ୍କାର ସମାରୋହ ସ୍ଥଗିତ କରାଯାଇଛି । ଆସନ୍ତା ଏପ୍ରିଲ ୩ ତାରିଖରେ ରାଷ୍ଟ୍ରପତି ଭବନରେ ହେବାକୁଥିବା ଏହି ସମାରୋହକୁ ବାତିଲ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପୁରସ୍କାର…

ଜିଓ ଫାଇବରର ସ୍ୱତନ୍ତ୍ର ଯୋଜନା, ୧୦୦୦ ଜିବି ଡାଟା ଏବଂ ମାଗଣା କଲିଂ ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗତ ବର୍ଷ ଜିଓଫାଇବର ସହିତ ବ୍ରଡବ୍ୟାଣ୍ଡ ସେଗମେଣ୍ଟରେ ପ୍ରବେଶ କରିଥିଲା। ଆମେ ଆପଣଙ୍କୁ ଜିଓ ଫାଇବରର ର ଏକ ଉତ୍ତମ ଯୋଜନା କହୁଛୁ, ଯେଉଁଥିରେ ଆପଣ ଅଧିକ ଲାଭ ପାଇବେ | ଜିଓଫାଇବରର ଏହି ଯୋଜନା ହେଉଛି ୧୯୯ ଟଙ୍କା | ଏହା ଏକ ସାପ୍ତାହିକ ଯୋଜନା | ଏହି ଯୋଜନାରେ…