Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନାକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ମାରାତ୍ମକ ଭୂତାଣୁ କରୋନାକୁ ମହାମାରୀ ଘୋଷଣା କଲେ ଦିଲ୍ଲୀ ସରକାର । ଏଥିସହ ଦିଲ୍ଲୀର ସମସ୍ତ ସିନେମା ହଲକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, କରୋନା ଭାଇରସର ସଂକ୍ରମଣକୁ ଦେଖି ଦିଲ୍ଲୀର…

ଏଣିକି ବାଇକ ସହ ଡବଲ ହେଲ୍‌ମେଟ୍ ବାଧ୍ୟ, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

ମହାରାଷ୍ଟ୍ର: ଏଣିକି ବାଇକ କିଣିବା ସହ ଡବଲ ହେଲ୍‌ମେଟ୍ ବାଧ୍ୟତାମୂଳକ । ଯଦି ଗାଡି କିଣୁଛନ୍ତି ତେବେ ସାଥିରେ ଗୋଟିଏ ନୁହେଁ ଦୁଇଟି ହେଲମେଟ୍ କିଣିବାକୁ ପଡିବ । ନଚେତ ଆପଣଙ୍କ ଗାଡିର ରେଜିଷ୍ଟ୍ରେସନ ହେବ ନାହିଁ । ଏପରିକି ଗାଡି ରେଜିଷ୍ଟ୍ରେସନ ପୂର୍ବରୁ ଆବେଦନକାରୀଙ୍କ ନିକଟରେ ଦୁଇଟି…

କରୋନା ପ୍ରଭାବ : ୭୦ ଦିନରେ ୧.୧୧ ଲକ୍ଷ କୋଟି କ୍ଷତି ସହିଲେଣି ମୁକେଶ

ନୂଆଦିଲ୍ଲୀ: କରୋନା ପ୍ରଭାବ ଯୋଗୁ ବ୍ୟବସାୟୀମାନେ ବିଶେଷ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଭାରତର ମୁକେଶ ଅମ୍ବାନୀ ୭୦ ଦିନ ମଧ୍ୟରେ ୧.୧୧ ଲକ୍ଷ କୋଟି ଟଙ୍କା କ୍ଷତି ସହିଲେଣି । ଏହି କାରଣ ଯୋଗୁ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷ ସ୍ଥାନ ହରାଇଛନ୍ତି । ଶେୟାର ମାର୍କେଟରେ ଏବେ…

ସିଏଏ ଅଭିଯୁକ୍ତଙ୍କ ପୋଷ୍ଟର ନେଇ ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସମ୍ପୃକ୍ତ ଅଭିଯୁକ୍ତଙ୍କ ହୋର୍ଡିଂକୁ ନେଇ ଯୋଗୀ ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । ହିଂସା ସମ୍ପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ମାରିବାକୁ ଅଧିକାର କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ଯୋଗୀ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ଜବାବ…

ଦିଲ୍ଲୀ ହିଂସା: ଦୁଇ ପିଏଫ୍‌ଆଇ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ନିକଟରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହୋଇଥିବା ଦିଲ୍ଳୀ ହିଂସା ପଛରେ ରହିଛି ପିଏଫ୍ ଆଇ ତଥା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ହାତ । ଏନେଇ ତଦନ୍ତରୁ ଦିଲ୍ଲୀ ସ୍ପେଶାଲ ସେଲ୍ ପୋଲିସ ଜାଣିବାକୁ ପାଇଛି । ଏହାପରେ ଗୁରୁବାର ସକାଳେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ…

ଫ୍ଲୋର ଟେଷ୍ଟ ପାଇଁ ବିଜେପିର ଦାବୀ

ଭୋପାଳ: ମଧ୍ୟପ୍ରଦେଶର ସରକାର ଗଠନ କରିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି । ଅପରପକ୍ଷରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥନ ଇସ୍ତଫା ଦେବା ପରେ କଂଗ୍ରେସ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ମାର୍ଚ୍ଚ ୧୬ରେ ବିଜେପି ବିଧାନସଭାରେ ଫ୍ଲୋର ଟେଷ୍ଟ କରିବା…

ନ୍ୟାସନାଲ ୱେଲଡିଂ ଲିଗ୍ ୨୦୨୦: ଓଡ଼ିଶାକୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ 'ସି ଭି ରମଣ ଗ୍ଲୋବାଲ ୟୁନିଭରସିଟି'ଠାରେ ମାର୍ଚ୍ଚ ୬ ରୁ ୮ ତାରିଖ ଯାଏଁ ମହିଳାମାନ ନ୍ୟାସନାଲ ୱେଲଡିଂ ଲିଗ୍ ୨୦୨୦ ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ହରିୟାଣା, ତାମିଲନାଡୁ, ରାଜସ୍ଥାନ ଏବଂ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରୀ…

ଜଗନ୍ନାଥ ମନ୍ଦିର ପାଣ୍ଠି ରିଲିଜ୍ ଅନୁରୋଧ ପରେ ପୁଣିଥରେ ସୀତାରମଣଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ ଏବଂ ସସମିତ ପାଟ୍ରା ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି 114 ULB ସମ୍ବନ୍ଧରେ ଓଡିଶାକୁ ବିଚାରାଧୀନ ୭୦୦ କୋଟି ଟଙ୍କା ମୁକ୍ତ କରିବାକୁ ଅନୁରୋଧ କରିଛନ୍ତି। ଏହା ହେଉଛି ୧୪ ତମ ଅର୍ଥ…

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ ଛୁଇଁଲା

ନୂଆଦିଲ୍ଲୀ:ଭାରତରେ କାୟା ବିସ୍ତାର କରିବାରେ ଲାଗି ମହାମାରୀ କରୋନା । ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩ରେ ପହଂଚିଛି । ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଏନେଇ ଲୋକସଭାରେ ପ୍ରତିକ୍ରିୟା ପ୍ରକାଶ…

କରୋନା: ବିଶ୍ୱରେ ୪୬୦୦ ଟପିଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ କେଉଁ ଦେଶରେ କେତେ ମୃତ

ନୂଆଦିଲ୍ଲୀ: କରୋନା କବଳରେ ସାରା ଦୁନିଆ । ଚୀନ ଦେଶ ବାହାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲାଗାତାର ବଢ଼ି ବଢ଼ି ଚାଲିଛି । ଇଟାଲୀ ଓ ଇରାନରେ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପୁଛି । ମିଳିଥିବା ସୂଚନା ମୁତାବକ, ଦୁନିଆର ୧୨୪ଟି ଦେଶରେ କରୋନାର ପ୍ରକୋପ ରହିଛି ଏବଂ ମୋଟ୍ ୧,୨୬,୩୬୭ଜଣ କରୋନା…