Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୪୫କୁ ବୃଦ୍ଧି

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଭାରତରେ ମୋଟ୍ ୪୫ଟି କରୋନା ଭାଇରସର ମାମଲା ଆସିଛି । ଜାମ୍ମୁ-କାଶ୍ମୀର, ନୂଆଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ କେରଳରେ ୬ଟି ମାମଲା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏପର୍ଯ୍ୟନ୍ତ କର୍ଣ୍ଣାଟକରୁ କରୋନା ଭାଇରସ ମାମଲା ସ୍ପଷ୍ଟ କରିନାହାଁନ୍ତି…

କରୋନା: ଇରାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବ ସି-୧୭ ଗ୍ଲୋବମାଷ୍ଟର

ନୂଆଦିଲ୍ଲୀ: ସାରା ଦୁନିଆରେ କରୋନା ଭାଇରସ ହାହାକାର ସୃଷ୍ଟି କରିଛି । ବିଶ୍ୱରେ ଏପର୍ଯ୍ୟନ୍ତ ୧.୧୦ଲକ୍ଷ ଲୋକ ଭାଇରସ ଦ୍ୱାରା ସଂକ୍ରମିତ ହେଲେଣି । କରୋନା ଭାଇରସରୁ ଇରାନ ମଧ୍ୟ ବଂଚିତ ନୁହେଁ । ଇରାନରେ କରୋନା ଭାଇରସ ଯୋଗୁଁ ୨୩୭ ଜଣଙ୍କ ମୃତୁ୍ୟ ହୋଇସାରିଛି । ସେଠାରେ କିଛି ଭାରତୀୟ…

ଭାରତରେ ପ୍ରଥମ କରୋନା ରୋଗୀର ମୃତ୍ୟୁ !

ଶ୍ରୀନଗର: ଇରାନରୁ ତୀର୍ଥଯାତ୍ରା ସାରି ଫେରିଥିବା ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ କରୋନାଭାଇରସରେ ସଂକ୍ରମିତ ହୋଇଥିଲେ । ସଂକ୍ରମଣ ହେତୁ ତାଙ୍କୁ ଲଦାଖ ଅଞ୍ଚଳର ଲେହ ସହରର ସୋନମ ନାରବୋ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବତନ ପୋଲିସ…

ରାଷ୍ଟ୍ରପତି ପଦ ନେଇ ଆଫଗାନିସ୍ତାନରେ ଲଢ଼େଇ ଜୋର ଧରିଲା

କାବୁଲ: ସୋମବାର କାବୁଲର ରାଷ୍ଟ୍ରପତି ଭବନରେ ଆଶରଫ ଗନି ଦ୍ୱିତୀୟ ଥର ପାଇଁ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟ ନିଜ ପାଇଁ ଏକ ସମାନ ଶପଥ ସମାରୋହ ଆୟୋଜନ କରିଥିଲେ। ସେ ରାଷ୍ଟ୍ରପତି ନିର୍ବାଚନରେ…

ଏକ ସପ୍ତାହ ମଧ୍ୟରେ ହଟିବ ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବା ସୀମା: ଏସବିଆଇ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଋଣ ଭାରରେ ବୁଡି ରହିଥିବା ୟେସ ବ୍ୟାଙ୍କରେ ପାଖାପାଖି ୧୦ ହଜାର କୋଟି ଟଙ୍କା ବିନିଯୋଗ କରିବ ବୋଲି ଆଶା କରାଯାଉଛି। ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର ସୋମବାର ଏନଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଥରେ ଏସବିଆଇ ପଦକ୍ଷେପ ନେବା ପରେ ୟେସ୍ ବ୍ୟାଙ୍କର…

ସାଉଦି ଆରବରେ ଷଡଯନ୍ତ୍ର ରଚିବା ଅଭିଯୋଗରେ ୪ର୍ଥ ରାଜକୁମାର ଗିରଫ

ରିୟାଦ:ସାଉଦି ଆରବରେ ରାଜା ମହମ୍ମଦ ବିନ ସଲମାନଙ୍କୁ ଗାଦିରୁ ହଟାଇବା ପାଇଁ ଷଡଯନ୍ତ୍ର କରୁଥିବା ଅଭିଯୋଗରେ ସୋମବାର ୪ର୍ଥ ରାଜକୁମାର ନାଏଫ ବିନ୍ ଅହମ୍ମଦଙ୍କୁ ଗିରଫ କରାଯାଇଛି । ସେ ସେନାର ଗୋଇନ୍ଦା ବିଭାଗ ପ୍ରମୁଖ ଦାୟିତ୍ୱ ତୁଲାଇସାରିଛନ୍ତି । ପୂର୍ବରୁ ଶୁକ୍ରବାର ଏହି ଅଭିଯୋଗରେ ଅନ୍ୟ ୩ଜଣ…

ବିପଦରେ ପୁଣି କମଳନାଥ ସରକାର : ବାଙ୍ଗାଲୋରରେ ୧୭ ବିଧାୟକ

ଭୋପାଳ: ମଧ୍ୟପ୍ରଦେଶରେ ପୁନର୍ବାର କଂଗ୍ରେସ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି । ମୂଖ୍ୟମନ୍ତ୍ରୀ କମଳନାଥ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରଖିଛନ୍ତି । ରିପୋର୍ଟ ମୁତାବକ ବିଜେପିର ବାଙ୍ଗାଲୋର ରିଜର୍ଟରେ ୧୭ କଂଗ୍ରେସ ବିଧାୟକ ରହିଛନ୍ତି । ତେବେ ଏହାର ସତ୍ୟତା କେହି…

କରୋନା ଭୟରେ ଜେଲରେ ଦଙ୍ଗା, ୬ ମୃତ

ରୋମ: କରୋନା ସଂକ୍ରମଣ ଯୋଗୁଁ ଇଟାଲୀରେ ଗୋଟିଏ ଦିନରେ ୧୩୩ ଜଣଙ୍କ ମୃତ୍ୟୁ ପରେ ଦେଶରେ ପ୍ରତିବନ୍ଧକ ଲାଗୁ କରିଦିଆଯାଇଛି । ଇଟାଲୀର ଜେଲରେ ମଧ୍ୟ କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଛି । ଇଟାଲୀର ମୋଡେନା ଜେଲରେ ରବିବାର ରାତିରେ ଦଙ୍ଗା ହୋଇଛି ଏବଂ କଏଦୀମାନେ ଜେଲର ଅନେକ ସ୍ଥାନରେ ନିଆଁ…

ନିର୍ଭୟା ମାମଲା: ମୃତ୍ୟୁ ଦଣ୍ଡ ରଦ୍ଦ ପାଇଁ ଅପିଲ କଲା ଦୋଷୀ ବିନୟ ଶର୍ମା

ନୂଆଦିଲ୍ଲୀ: ପୁଣି ଥରେ ଫାଶୀ ଟାଳିବାକୁ ନୂଆ ଚାଲ କରିଛନ୍ତି ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାରୀ । ଫାଶୀ ରଦ୍ଦ କରିବାକୁ ହୋଇଛି ଆବେଦନ । ଫାଶୀ ଦଣ୍ଡରୁ ବଂଚିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରେ ଅପିଲ କରିଛି ଦୋଷୀ ବିନୟ ଶର୍ମା । ଫଳରେ ପୁଣିଥରେ ଫାଶୀ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି…

ହୋଲିକା ଦହନରେ ଜଳିବ ‘କରୋନା ଭାଇରସ’ର ପୁତ୍ତଳିକା

ମୁମ୍ବାଇ: କରୋନା ଭୁତାଣୁର ଭୟ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ସମସ୍ତେ କରୋନା ଭାଇରସ୍‌କୁ ନେଇ ଭୟଭିତ ହୋଇପଡିଛନ୍ତି । ତେବେ କରୋନା ଭାଇରସ ଠାରୁ ଦୂରେଇ ରହିବା ପାଇଁ ମୁୂମ୍ବାଇରେ ଏକ ନିଆରା ଢ଼ଙ୍ଗରେ ଲୋକଙ୍କୁ ସଚେତନ କରାଯାଇଛି । ସେଠାରେ ଏକ ଅଭିନୟ ଢ଼ଙ୍ଗରେ ହୋଲିକା…