Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଭାଇରସ ଆତଙ୍କ; କେରଳରେ ୩ ବର୍ଷୀୟ ଶିଶୁ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସୋମବାର ଦିନ କେରଳରେ ୩ ବର୍ଷୀୟ ଶିଶୁକୁ ଚିହ୍ନଟ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଉକ୍ତ ଶିଶୁ ଓ ପିତାମାତା ନିକଟ ଅତୀତରେ ଇଟାଲି ଯାଇଥିବା ବେଳେ…

ୟେସ ବ୍ୟାଙ୍କ ସଙ୍କଟ ପୂର୍ବରୁ ଟଙ୍କା ଉଠାଇ ନେଇଥିଲା ତିରୁମାଲା ତିରୁପତି ଦେବସ୍ଥାନମ ଟ୍ରଷ୍ଟ

ହାଇଦ୍ରାବାଦ: ୟେସ ବ୍ୟାଙ୍କ ସଙ୍କଟରୁ ବଂଚିଗଲା ଆନ୍ଧ୍ର ପ୍ରଦେଶର ତିରୁମାଲା ସ୍ଥିତ ତିରୁପତି ଭେଙ୍କଟେଶ୍ୱର ମନ୍ଦିର । ଏହି ମନ୍ଦିରର ଟ୍ରଷ୍ଟ କିଛି ମାସ ପୂର୍ବରୁ ହିଁ ୟେସ ବ୍ୟାଙ୍କରୁ ୧୩୦୦ କୋଟି ଟଙ୍କା ଉଠାଇ ନେଇଥିଲା । ୱାଇ.ଭି ସୁବା ରେଡ୍ଡୀ ତିରୁମାଲା ତିରୁପତି ଦେବସ୍ଥାନମର ଅଧ୍ୟକ୍ଷ…

ଦେଶ ଛାଡି ଯାଉଥିବା ରାଣା କାପୁରଙ୍କ ଝିଅ ମୁମ୍ବାଇ ବିମାନ ବନ୍ଦରରେ ଅଟକ

ମୁମ୍ବାଇ: ୟେସ ବ୍ୟାଙ୍କର ପ୍ରତିÂାତା ରାଣା କାପୁରଙ୍କ ଝିଅ ରୋଶନୀ କାପୁରଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ପୋଲିସ ଦେଶ ଛାଡି ଯିବାକୁ ଅନୁମତି ଦେଇନି । ବ୍ରିଟିଶ ଏୟାରୱେଜରେ ରୋଶନୀ ଦେଶ ଛାଡିବା ପାଇଁ ଯୋଜନା କରୁଥିଲେ । ପୂର୍ବରୁ ପ୍ରବର୍ତନ ନିଦେ୍ର୍ଧଶାଳୟ (ଇଡି) ରାଣା କାପୁର, ପତ୍ନୀ…

ଜ୍ୱାଇଁ ହତ୍ୟାକାରୀ ଶ୍ୱଶୂରଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପ୍ରଣୟ ଅନର କିଲିଂର ମୁଖ୍ୟ ଅଭିଯୁକ୍ତ ମାରୁତି ରାଓ ହାଇଦ୍ରାବାଦରେ ଆତ୍ମହତ୍ୟା କରିଛନ୍ତି। ମାରୁତି ରାୟ ଜାମିନ୍ ପାଇବା ପରେ ବାହାରେ ଥିଲେ । ଉଲ୍ଲେଖନୀୟ ଯେ, ୨୩ ବର୍ଷୀୟ ପ୍ରଣୟଙ୍କୁ ସେପ୍ଟେମ୍ବର ୨୦୧୮ରେ ଦିନଦ୍ବିପ୍ରହରେ ହତ୍ୟା କରିଦିଆଯାଇଥିଲା। ଏହି ଘଟଣାର ସିସିଟିଭି…

କରୋନା ପ୍ରଭାବ: ଫିକା ପଡିବକି ହୋଲି ରଙ୍ଗ ?

ଭୁବନେଶ୍ୱର: ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି ମାରାତ୍ମକ କରୋନା ଭାଇରସ । ଚୀନରେ ସୃଷ୍ଟ ଏହି ଭାଇରସ ଏବେ ୩୯ ଟି ଦେଶକୁ ବ୍ୟାପି ସାରିଛି । ସାରାବିଶ୍ୱରେ ଏହାର ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପି ସାରିଥିବା ବେଳେ ଭାରତରେ ୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏଭଳି…

ଦିଲ୍ଲୀରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ସ୍ବାମୀ-ସ୍ତ୍ରୀ ଅଟକ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍(ଆଇଏସ୍ଆଇଏସର ଖୁରାସାନ୍ ମଡ୍ୟୁଲ)  ଆଇଏସ ସହିତ ଜଡିତ ଦୁଇ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖିଛି । ଦୁହିଁଙ୍କୁ ଓଖାଲା ଅଞ୍ଚରେ ଗିରଫ କରାଯାଇଛି।  ପୋଲିସର ସୂଚନା ଅନୁସାରେ ଗିରଫ ବ୍ୟକ୍ତିର ନାମ ଜାହାନଜେବ୍ ସାମି ଓ ତା’ ସ୍ତ୍ରୀର ନାଁ ହିନ୍ଦା ବସିର…

କେରଳ ପରେ ଚେନ୍ନାଇରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ବଢ଼ି ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ପୁଣି ଏକ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଂଚିଛି । ରବିବାର ଦିନ କେରଳରେ ୫ କରୋନା ରୋଗୀଙ୍କ ନମୂନା ପଜିଟିଭ ଆସିଛି । ଏହା ବ୍ୟତୀତ ଚେନ୍ନାଇର ଜଣେ…

କରୋନାଭାଇରସ୍‌ରେ ସଂକ୍ରମିତ ରହୁଥିବା ହୋଟେଲ୍‌ ଭୁଶୁଡ଼ି ୪ଜଣଙ୍କର ମୃତ୍ୟୁ

ସଙ୍ଘାଇ: କରୋନା ଭାଇରସ ସଂକ୍ରମିତ ରହୁଥିବା ଚୀନର ଏକ ହୋଟେଲ ଭୁଷୁଡି ପଡିବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । କ୍ୱାନ୍‌ଝୌ ସହରରେ ଶନିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିବା ହୋଟେଲ୍‌ରେ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ଜରୁରୀ ପରିସ୍ଥିତି ପରିଚାଳନା…

ଗଜିଆବାଦରେ ଆକାଶରୁ ଖସିଲା ଅଗ୍ନି ପିଣ୍ଡୁଳା, ତାପରେ କ’ଣ ହେଲା ଜାଣନ୍ତୁ…

ଗଜିଆବାଦ: ଗାଜିଆବାଦ୍ ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏକ ଅସ୍ୱାଭାବିକ ଘଟଣା । ବର୍ଷା ହେଉଥିବା ସମୟରେ ଶୂନ୍ୟରୁ ହଠାତ ଏକ ଅଗ୍ନି ପିଣ୍ଡୁଳା ଭଳି ଜିନିଷ ତଳକୁ ଖସିଛି । ଯାହାକି ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ପ୍ରାଥମିକ ପରୀକ୍ଷାରୁ ଜଣାପଡିଛି ଯେ, ଜଣାପଡ଼ିଛି ଯେ ଏହି…

ଥମୁନି କରୋନା ଭାଇରସ; କେରଳରେ ୫ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ରବିବାର ଦିନ କେରଳରେ ଆଉ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ଏହି ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସମୟରେ କେରଳର…