Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପିଏଫଆଇ ସଦସ୍ୟ ଗିରଫ: ଦିଲ୍ଲୀ ହିଂସାର ଯୋଜନା ପୂର୍ବରୁ କରାଯାଇଥିଲା

ନୂଆଦିଲ୍ଲୀ: ସିଏଏକୁ ବିରୋଧ କରିବା ବାହାନାରେ ଦିଲ୍ଲୀ ହିଂସାର ଯୋଜନା ବହୁ ପୂର୍ବରୁ ପ୍ରସ୍ତୁତ କରାଯାଇଥିଲା ବୋଲି ଧୀରେ ଧୀରେ ରିପୋର୍ଟ ସାମ୍ନାକୁ ଆସୁଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସୋମବାର ପିଏଫଆଇ ମହମ୍ମଦ ଦୀନେଶଙ୍କୁ ଗିରଫ କରିଛି । ରବିବାର ଆଇଏସ ସହି ଜଡିତ ଏକ ଦମ୍ପତି ମଧ୍ୟ…

ବିହାର ନିର୍ବାଚନ: ନୀତିଶଙ୍କୁ ଟକ୍କର ଦେବେ ଜେଡିୟୁ ନେତାଙ୍କ ଝିଅ ପ୍ରିୟା

ପାଟନା: ପାଖେଇ ଆସୁଛି ବିହାର ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ଜୋର୍‌ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ତେବେ ଏହାରି ଭିତରେ ବିହାର ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏକ ନୂଆ ଚେହେରା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବାକୁ ପୂର୍ବତନ…

ଯୋଗୀଙ୍କୁ ଝଟକା : ସିଏଏ ବିରୋଧୀଙ୍କ ବ୍ୟାନର ଉଠିବ

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଝଟକା ଲାଗିଛି । ସିଏଏ ବିରୋଧୀ ଆନ୍ଦୋଳନକାରୀ ଫଟୋ ଲାଗିଥିବା ହୋର୍ଡିଂ ହଟାଇବାକୁ ସୋମବାର ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପୋଷ୍ଟର ନେଇ  ବିବାଦ ଦେଖାଦେଇଥିଲା। ଏଥିରେ ଫଟୋ ବ୍ୟତୀତ ସେମାନଙ୍କ ନାମ ଏବଂ ଠିକଣା…

ୟେସ୍ ବ୍ୟାଙ୍କ ମାମଲା: ରାଣା କପୁର ଓ ଅନ୍ୟ ୭ ଠିକଣା ଉପରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କ ମାମଲାରେ ସିବିଆଇର ଘନ ଘନ ଚଢ଼ାଉ । ପ୍ରତିଷ୍ଠାତା ରାଣା କପୁର ଓ ଅନ୍ୟମାନଙ୍କ ବିରୋଧରେ ଦିଆଯାଇଥିବା ଏଫ୍‌ଆଇଆର୍ ଆଧାରରେ ସିବିଆଇ ୭ଟି ସ୍ଥାନରେ ଚଢ଼ାଉ କରିଛି । ଆଜି ମୁମ୍ବାଇ ସ୍ଥିତ ଡିଏଚ୍‌ଏଫ୍‌ଏଲ, ଆର୍‌କେଡବ୍ଲୁ ଡେଭଲପର୍ସ ଏବଂ ଡୁଇଟ ଅର୍ବାନ ଭେଂଚର୍ସ…

୨୯ ବର୍ଷ ପରେ ୩୦% ହ୍ରାସ ପାଇଲା ଅଶୌଧିତ ତୈଳ ଦର..

ଟୋକିଓ: ସାଉଦି ଆରବ ରୁଷ ସହିତ ମୂଲ୍ୟ ଯୁଦ୍ଧ ଆରମ୍ଭ କରିବା ପରେ ଅଶୋଧିତ ତୈଳ ଦର ସୋମବାର ଦିନ ସର୍ବାଧିକ ହ୍ରାସ ପାଇଛି। ଏହାଛଡା ବଢୁଥିବା କରୋନାଭାଇରସ୍ ଯୋଗୁଁ ମଧ୍ୟ ତୈଳ ଦର ହ୍ରାସ ପାଇଛି । ୨୯ ବର୍ଷ ପରେ ତୈଳ ଦର ଏତେ ପରିମାଣରେ ହ୍ରାସ ପାଇଥିବା ନଜର ଆସିଛି । ଅଶୋଧିତ ତୈଳ ବ୍ୟାରେଲ…

କରୋନା ଭାଇରସ ପ୍ରଭାବରେ ଖସୁଛି ତୈଳ ଦର

୧୯୯୧ରେ ହୋଇଥିବା ଗଲ୍ଫ ଯୁଦ୍ଧ ପରଠାରୁ ଅଶୋଧିତ ତୈଳ ମୂଲ୍ୟ ସବୁଠୁ ଅଧିକ ୩୦% ହ୍ରାସ ପାଇଛି। ଯାହାଫଳରେ ଗତ ଜାନୁଆରୀ ୧୦ରୁ ତେଲ ଦର ଖସିବା ସହ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ପ୍ରାୟ ୫.୪୩ ଟଙ୍କା ଏବଂ ଡିଜେଲ ୪୦ ୬.୪୦ ହ୍ରାସ ପାଇଛି। ସୋମବାର ଦିନ ୨୪ ପଇସା ହ୍ରାସ ପାଇବା ପରେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କାଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଆତଙ୍କବାଦୀମାନେ ହୋଲି ଅବସରରେ ଘାଟିରେ ଅଘଟଣ ଘଟାଇବାକୁ ଲକ୍ଷ୍ୟ ରଖିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି…

ଜିଓ ଏବଂ ବିଏସଏନଏଲ ନମ୍ବରକୁ କଲ କଲେ ମିଳିବ କରୋନାଭାଇରସରୁ ଉଦ୍ଧାରର ବାର୍ତ୍ତା !

ନୂଆଦିଲ୍ଲୀ: କରୋନାଭାଇରସ୍ କାରଣରୁ ବିଶ୍ୱରର ପ୍ରାୟ ସମସ୍ତ ଦେଶ ଅସୁବିଧାରେ ପଡ଼ନ୍ତି ଏବଂ ଏହାକୁ ରୋକିବା ପାଇଁ କ୍ରମାଗତ ଭାବରେ ନୂତନ ପଦକ୍ଷେପ ନିଆଯାଉଛି | ଏଥି ସହିତ, କରୋନାଭାଇରସର ଆହ୍ୱାନକୁ ପୂରଣ କରିବା ପାଇଁ ଭାରତ ମଧ୍ୟ ସମସ୍ତ ପ୍ରୟାସ କରୁଛି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ…

କରୋନା ଭୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ ବାତିଲ

ନୂଆଦିଲ୍ଲୀ: ବାତିଲ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତ । ଆସନ୍ତା ମାର୍ଚ୍ଚ ୧୭ରେ ମୋଦୀ ବାଂଲାଦେଶ ଗସ୍ତରେ ଯିବା କାର୍ଯ୍ୟକ୍ରମ ଥିଲା । ତେବେ ମାରାତ୍ମକ ଭୂତାଣୁ କରୋନା ଲାଗି ଏହି ଗସ୍ତକୁ ରଦ୍ଦ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ସେଠାରେ ୩ ଜଣ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ରେ ପହଞ୍ଚିଲା…

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଏବେ ଭାରତରେ ମଧ୍ୟ ଦୃତ ଭାବରେ ବ୍ୟାପିବାରେ ଲାଗିଛି । ରବିବାର କେରଳରେ ୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ରେ ଥିଲା । ମାତ୍ର ସୋମବାର ଦିନ ଏହା ବୃଦ୍ଧି ପାଇ ୪୩ ରେ ପହଁଞ୍ଚିଛି ।…